Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଚାଲାଣ ପୂର୍ବରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; କାର ଜବତ, ୨ ଅଭିଯୁକ୍ତ ଗିରଫ
ଭୁବନେଶ୍ବର/ବାମରା: ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହେବାକୁ ଯାଉଥିବା ବେଳେ ବନ୍ୟପ୍ରାଣୀମାନେ ମଧ୍ୟ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ଶିକାରୀମାନଙ୍କ ନଜରରେ ରହୁଛନ୍ତି। ସମ୍ବଲପୁର ଜିଲ୍ଲା ପୁଲିସ ଓ ବାମରା ବନ ବିଭାଗର ସହଯୋଗରେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଚଢ଼ଉ କରି ଏକ!-->…
ଓଡ଼ିଶାରୁ ପୁଣି ଥରେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେପି। ଶାସକ ବିଜେଡି ସମର୍ଥନରେ ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବୈଷ୍ଣବ ପୁଣିଥରେ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହେବେ।
ବିଜେପିର ଅନେକ ବିଧାୟକ ଭୁବନେଶ୍ୱରରେ ପହଂଚିଛନ୍ତି!-->!-->!-->…
ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ!-->…
ଜୁଇ ଜଳିଲା ବେଳକୁ ଆଖି ଖୋଲି ଦେଲେ ମୃତ ମହିଳା
ବ୍ରହ୍ମପୁର: ଶ୍ମଶାନରୁ ଫେରିଲେ ମହିଳା । ଜୁଇ ଜଳିଲା ବେଳକୁ ଖୋଲିଦେଲେ ଆଖି । ଯାହାକୁ ଦେଖି ଚକିତ ହୋଇଗଲେ ଉପସ୍ଥିତ ଥିବା ଲୋକେ । ବ୍ରହ୍ମପୁର ସହରର ଗୁଡ୍ ସେଡ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ଶବ ଦାହ ପାଇଁ ପରିବାର ଲୋକେ ତାଙ୍କ!-->…
ହାତ ଛାଡିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି
କେନ୍ଦ୍ରାପଡ଼ା: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏହାପୂର୍ବରୁ ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ତେବେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଂଶୁମାନ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ!-->…
୧୬ରେ ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ପୁରୀ: ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀ ଅବସରରେ ରହିଛି ଚନ୍ଦ୍ରଭାଗା ବୁଡର ପରମ୍ପରା । ପ୍ରତ୍ୟୁଷରୁ ଭକ୍ତମାନେ ଉଠି ପବିତ୍ର ଚନ୍ଦ୍ରଭାଗା ମହୋଦଧୀରେ ବୁଡ ପକେଇବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ!-->…
ମାଆ ବିଦ୍ୟାଦାୟିନୀଙ୍କ ପୂଜା ଲାଗି ସାରା ରାଜ୍ୟ ଉତ୍ସବମୁଖର
ଆଗାମୀ କାଲି ଅନୁଷ୍ଠିତ ହେବ ମା ବିଦ୍ୟାଦାୟିନୀ ସରସ୍ୱତୀଙ୍କ ପୂଜା | ଏଥିଲାଗି ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଛି | ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ଏହି ପୂଜା ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା!-->…
ଏଟିଏମ ଭ୍ୟାନରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ
କଟକ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏଟିଏମ ଭ୍ୟାନରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ। ଲୁଟ କରିଥିବା ଗ୍ୟାଙ୍ଗକୁ ଧରିବାକୁ ସକ୍ଷମ ହୋଇଛି କଟକ ଗ୍ରାମାଞ୍ଚଳ ପୁଲିସ। ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ୨୦୨୩ ନଭେମ୍ବର ୧୦ ତାରିଖରେ!-->…
ବ୍ୟାନ ସତ୍ତ୍ୱେ ପୁରୀ ଶ୍ରୀମନ୍ଦିରର ଉପରେ ଉଡ଼ିଲା ଡ୍ରୋନ
ପୁରୀ : ଶ୍ରୀମନ୍ଦିରର ସୁରକ୍ଷା କଥା କହି ସରକାର ବାହାବାହା ନେବାକୁ ଚେଷ୍ଟା କରୁଛନ୍ତି। ଜଗା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନେକ ପ୍ରକାରର ସୁରକ୍ଷା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ୁଛି। ବ୍ୟାରେକଡ ଠାରୁ ଆରମ୍ଭ କରି ଚେକିଂ ଓ ବ୍ଲକିଂକୁ ପାର କରି କୋଟି ଓଡ଼ିଆଙ୍କ ମଉଡ଼ ମଣି କାଳିଆ!-->…
ଭେଟରାନ ଓଡ଼ିଆ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି
ଭୁବନେଶ୍ବର : ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ଚକ୍ରଧର ଜେନା ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।ଫୁସଫୁସ ଜନିତ ସଂକ୍ରମଣ ଯୋଗୁ ସେ ଦୀର୍ଘ ୨୩ ଦିନ ହେବ ଏମ୍ସରେ ଚିକିତ୍ସିତ!-->…