Browsing Category

ଓଡିଶା

ହାତ ଧରିଲେ ଅଭିନେତା ମନୋଜ ମିଶ୍ର

ବଲାଙ୍ଗିର : ହାତ ଧରିଲେ ଅଭିନେତା ମନୋଜ ମିଶ୍ର । ମନୋଜ ମିଶ୍ର ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ଓଡ଼ିଶାରେ

‘ସ୍ୱର୍ଗଦ୍ୱାର ଆପ୍’ ଲୋକାର୍ପିତ

ପୁରୀ : ସ୍ୱର୍ଗଦ୍ୱାର ଆପ୍ ଲୋକାର୍ପିତ ହୋଇଛି। ଏଣିକି ସହଜ ହେବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍। ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରେ ‘ସ୍ୱର୍ଗଦ୍ୱାର ମୋବାଇଲ ଆପ’ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ। ସ୍ୱର୍ଗଦ୍ୱାରକୁ ଆସୁଥିବା ଶବ ସଂଖ୍ୟା ବଢୁ ଥିବାରୁ

ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁ ଉପରପଡ଼ାରେ ଅଦାବରିଆ ପରିବାରର ଘରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି। କାହାର କେବଳ ଗୋଡ଼

ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ର ଗିରଫ

କଟକ : ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ତାଙ୍କ ଠାରୁ ୬ ଲକ୍ଷ ୭୯ ହଜାର ଟଙ୍କା ଜବତ କରାଯାଇଛି। ଏତେ ପରିମାଣରେ ନଗଦ ଟଙ୍କା ସେ କେଉଁଠାରୁ ଆଣିଥିଲେ, କେଉଁ ଉଦ୍ଦେଶ୍ୟରେ ଆଣିଥିଲେ- ତା’ର ସନ୍ତୋଷଜନକ

ସାଇବର ସୁରକ୍ଷା ଅଭିଯାନ ପାଇଁ ଓଡ଼ିଶା ପୁଲିସ ଦିଲ୍ଲୀରେ ପୁରସ୍କୃତ

ଭୁବନେଶ୍ବର: ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଓଡ଼ିଶା ପୁଲିସ ଦିଲ୍ଲୀରେ ପୁରସ୍କୃତ ହୋଇଛି। କାନପୁର ଆଇଆଇଟିର ଏଆଇଆଇଇ ସେଣ୍ଟର ଫର୍‌ ଏକ୍ସଲେ‌ନ୍‌ସ ସହଯୋଗରେ ଫ୍ୟୁଚର କ୍ରାଇମ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ (ଏଫ୍‌ସିଆରଏଫ୍‌) ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମ

ରାଜ୍ୟରେ ବିଦ୍ୟୁତ ଚାଳିତ କମର୍ସିଆଲ ଗାଡ଼ି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ଏବଂ ରାଜ୍ୟ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢି ଉଠିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହା

ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି: ହିତାଧିକାରୀ ପାଇବେ ସର୍ବନିମ୍ନ୧ ହଜାର ଟଙ୍କା

ଭୁବନେଶ୍ବର: କିଛିଦିନ ଧରି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ସହାୟତା ଦେବାକୁ ବିରୋଧୀ ଦଳ ଦାବି କରୁଥିଲେ । ଏହା ସହ ଏହା ଉପରେ ବିଚାର କରିବାକୁ ଓଡ଼ିଶା ହାଇକୋର୍ଟ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା

ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର : ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସୁଜ୍ଞାନ କୁମାରୀଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀ ଗୁରୁତର…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ପଞ୍ଚାୟତ ଅନ୍ତର୍ଗତ ବରସାହି ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ମିରିଗିସୁଗା ର ଅନୀଲ କୁମାର କହଁର। ଡାକ୍ତରଖାନା

ଗଞ୍ଜାମ ଜିଲ୍ଲା ସ୍ତବ୍ଧ ବର୍ଷିଆନ ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓ ଶେଷ ନିଦ୍ରାରେ- ଝୁରୁଛନ୍ତି ଗଞ୍ଜାମ ବାସୀ…..

ବ୍ରହ୍ମପୁର : ୧୦-୨ ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷରେ ଆରପାରିକୁ ଚାଲିଗଲେ ଗଞ୍ଜାମ ବାସୀଙ୍କ ରାଣୀ ମା ଭି. ସୁଜ୍ଞାନୀ କୁମାରୀ ଦେଓ। ଗତ ଶୁକ୍ରବାର ମଧ୍ୟ ରାତ୍ରରେ ଚେନ୍ନାଇ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସାରା ଗଞ୍ଜାମ ସ୍ତବ୍ଧ ଜନତା ଝୁରୁଛନ୍ତି ରାଣୀ ମାଙ୍କୁ। ରାଣୀ ରୁ