Browsing Category

ଓଡିଶା

ଖରସ୍ରୋତାରେ ପୁଣି ଅଘଟଣ: ଗାଧୋଇବା ବେଳେ ଦୁଇ ଭାଇ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ବ୍ୟାସନଗର: ଯାଜପୁର ଜିଲ୍ଲା ଯାଜପୁରରୋଡ ଥାନା ଅନ୍ତର୍ଗତ ଜୋକଡିଆ ଖରେସ୍ରୋତା ନଦୀରେ ପୁଣି ଅଘଟଣ ଘଟିଛି। ଏଠାରେ ଗାଧୋଇବା ସମୟରେ ଦୁଇ ଭାଇ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ଦ୍ବୟ ହେଲେ ଶାଶ୍ବତ ରଂଜନ ସ୍ବାଇଁ (୨୪) ଓ ସ୍ବସ୍ତିକ ରଂଜନ ସ୍ବାଇଁ (୨୧)। ପ୍ରାୟ ୫ ଘଣ୍ଟା ପରେ ମଧ୍ୟ…

ଓଡ଼ିଶାବାସୀ ଯାହା ଚାହିଁବେ ତାକୁ ଦିଆଯିବ ପ୍ରାଧାନ୍ୟ: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡି‌ଲେ…

ଭୁବନେଶ୍ବର: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡି‌ଲେ ଭିକେ ପାଣ୍ଡିଆନ। ସେ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ଲୋଡ଼ିଛନ୍ତି। ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ମତାମତ ଲୋଡ଼ିଛନ୍ତି।ପାଣ୍ଡିଆନ କହିଛନ୍ତି, ଏହା ଲୋକଙ୍କ ସରକାର,…

ରାଉରକେଲାରେ ଆଖଡ଼ା ଶୋଭାଯାତ୍ରା: ସାମିଲ ହେଲେ ଲୋକସଭା ଓ ବିଧାନସଭାର ପ୍ରାର୍ଥୀ

ରାଉରକେଲା: ଆଜି ସହରର ରାମନବମୀ ଶୋଭାଯାତ୍ରାକୁ ଆରକ୍ଷୀ ଅଧିକ୍ଷକ ତଥା ଡିଆଇଜି ବ୍ରିଜେଶ କୁମାର ରାୟ ନଡ଼ିଆ ଭାଙ୍ଗି ଉଦ୍‌ଘାଟନ କରିବା ପରେ ଶୋଭାଯାତ୍ରା ବିର୍ସା ଛକଠାରୁ ଆରମ୍ଭ ହୋଇଥିଲା। ଡିଆଇଜି ଶ୍ରୀ ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ଶୋଭାଯାତ୍ରାରେ ଶାନ୍ତି ବଜାୟ ରଖିବାକୁ…

ତିନି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରୁ ନାହାନ୍ତି ବିଜେଡି, ବିଜେପି ସହ କଂଗ୍ରେସ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପାଣିପାଗରେ ଉଷ୍ନତା ଦେଖାଯାଇଛି। ଆସନ୍ତା ମାସ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡିଳୀରେ ମତଦାନ ହେବ। ଭୋଟ୍‌ଦାନ ତାରିଖ ଯେତିକି ପାଖେଇ ଆସୁଛି। ରାଜନୈତିକ ଦଳ,…

କମିସନରେଟ ପୁଲିସ ହାତରେ ସ୍ୱାମୀସ୍ତ୍ରୀ ଗ୍ୟାଙ୍ଗ

ଭୁବନେଶ୍ବର : କମିସନରେଟ ପୁଲିସ ହାତରେ ସ୍ୱାମୀ ସ୍ତ୍ରୀ ଗ୍ୟାଙ୍ଗ। ଗ୍ୟାଙ୍ଗର ୪ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ। ଗିରଫ ଅଭିଯୁକ୍ତ ମାନେହେଲେ ଗଞ୍ଜାମର ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଏମାନେ ଉଭୟ ସ୍ୱାମୀ ସ୍ତ୍ରୀ। ଅନ୍ୟ ଦୁଇଜଣ ହେଲେ ବଲାଙ୍ଗୀରର ମାନସ ରଞ୍ଜନ ସୁନା ଓ…

ପିକ୍‌ଅପ୍‌ ଭ୍ୟାନ୍‌ରୁ ୧୦ ଲକ୍ଷ ଟଙ୍କା ଜବତ

ବରଗଡ଼ : ନିର୍ବାଚନ ଆଚରଣ ବିଧି ଲାଗି ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଚାଲାଣ ହେଉଥିଲା। ଗାଡ଼ି ଯାଞ୍ଚ ବେଳେ ବରଗଡ଼ ସଦର ଥାନା ପୁଲିସ୍‌ ଏତେ ପରିମାଣର ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା କେଉଁଠି ଯାଉଥିଲା, ତାହା ଜଣାପଡ଼ିନଥିବା ବେଳେ ମଧ୍ୟ ପୁଲିସ୍‌ ଘଟଣାର…

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ

ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ସବ୍‌-ସୋନିକ୍‌ କ୍ରୁଜ୍‌ ମିସାଇଲ ଗୁରୁବାର ପରୀକ୍ଷା ହୋଇଛି। ଏହା ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟୁର୍ବୋଜେଟ୍‌ ଇଞ୍ଜିନ୍‌…

୩୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଭୁବନେଶ୍ୱର ପାଲଟିଛି ସବୁଠୁ ଉତ୍ତପ୍ତ ସହର। ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରହିଥିଲା। ଏପ୍ରିଲ ୫ ତାରିଖରେ ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୫ ଡିଗ୍ରୀ…

ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର:ଆଉ ୪ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ମାହାଙ୍ଗାରୁ ଦଳ ଦେବେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର-ଉତ୍ତରରୁ ଅଶୋକ ଦାସଙ୍କୁ କରିଛି ପ୍ରାର୍ଥୀ।ସତ୍ୟବାଦୀ ଆସନରୁ…

ସ୍ୱେଚ୍ଛାକୃତ ଅବସର ନେଲେ ଆଇପିଏସ୍‌ ସଂଜୟ ସିଂହ

ଭୁବନେଶ୍ବର: ୧୯୯୬ ବ୍ୟାଚ୍‌ର ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀ ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‌) ନେଇଛନ୍ତି। ସଂଜୟ ସିଂହଙ୍କ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ…