Browsing Category

ଓଡିଶା

୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ: ପୁରୀରେ ବ୍ରାଉନସୁଗାର କାରବାର ବେଳେ ପୋଲିସର ଚଢାଉ । ଆଜି ସମୁଦ୍ରକୂଳ ଥାନା ପୋଲିସ ୫୨୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ ଦାସ ଓରଫ ବାବୁଲ ଏବଂ ଶାଗୁଆନ ବଗିଚାର…

ଓଡିଶାରେ ଚାଲିଛି ବିଜେପି-ବିଜେଡି ପାର୍ଟନରସିପ୍ ସରକାର: ରାହୁଲ ଗାନ୍ଧୀ

ରାଉରକେଲା: ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ରାଉରକେଲାରେ ଦ୍ୱିତୀୟ ଦିନରେ ଜାରି ରହିଛି । ପ୍ରଥମେ ବେଦବ୍ୟାସ ମନ୍ଦିରରେ ମହାଦେବଙ୍କ ପୂଜା କରିବା ପରେ ବ୍ୟାସ ଗୁମ୍ଫା ପରିଦର୍ଶନ କରିଛନ୍ତି । ଏହାପରେ ରାଉରକେଲା ଉଦିତନଗର ଏସପି ଅଫିସ୍ ସମ୍ମୁଖରୁ ପଦଯାତ୍ରା ଆରମ୍ଭ…

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେଇଛନ୍ତି | ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ, ପୁଲିସ ଡ଼ିଜିଙ୍କ ସମେତ ବହୁ…

ମଧୁବାବୁ ପେନସନ ଯୋଜନାରେ ଯୋଡି ହେବେ ଆଉ ୪ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ବିଭିନ୍ନ ବର୍ଗର ଲୋକଙ୍କୁ ମାସିକ ପେନସନ ପ୍ରଦାନ କରୁଥିବା ସାମାଜିକ ସୁରକ୍ଷା ଯୋଜନା ମଧୁବାବୁ ପେନସନ ଯୋଜନା (ଏମବିପିୱାଇ)ରେ ଆଉ ୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…

ମେସିନ୍ ଯୋଗେ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ମେସିନ ବ୍ୟବହାର କରି ନଦୀ କୂଳରେ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇବା ସହ ବାଲି ପରିବହନ ଉପରେ ଅନେକ କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ଏବଂ ବୁଧବାରଠାରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ବୋଲି…

ଟଙ୍କା ପାଇଁ ତେଲେଙ୍ଗାନାରେ ବନ୍ଧକ ଥିଲା ନାବାଳିକା; ଉଦ୍ଧାର କଲା ପୁଲିସ…

ବଲାଙ୍ଗିର : କିଛିଟା ଟଙ୍କା ପାଇଁ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟି ମାଲିକ ନିକଟରେ ବନ୍ଧକ ଥିବା ନାବାଳିକାକୁ ଉଦ୍ଧାର କରିଛି ପୁଲିସ। ବେଲପଡ଼ା ଥାନା ପୁଲିସ ଆଜି ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାର ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ତାକୁ ହସ୍ତାନ୍ତର କରିବ…

ଘରୋଇ କଳିର କରୁଣ ପରିଣତି; ଶାଶୁଙ୍କୁ ପାୱାର ଚ୍ୟାନେଲ ଭିତରକୁ ଠେଲିଦେଲା ବୋହୂ

ସମ୍ବଲପୁର : ଘରୋଇ କଳିର କରୁଣ ପରିଣତି। ସାମାନ୍ୟ କଳିକୁ ନେଇ ଶାଶୁଙ୍କୁ ପାୱାର ଚେନାଲ ଭିତରକୁ ଠେଲିଦେଲା ବୋହୂ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ମାଝିପାଲି ଟେମ୍ପରାରୀ କଲୋନୀରେ। ପୁଲିସ ବୋହୂ ସବିତା ଭୁଏଙ୍କୁ ଗିରଫ କରିଛି।…

ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ରାଉରକେଲା //ଭୁବନେଶ୍ବର : ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଜି ଅପରାହ୍ନରେ ସେ ବୀରମିତ୍ରପୁରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟ କଂଗ୍ରେସ ସଭାପତି…

ରାଜ୍ୟ ସରକାରଙ୍କ ୪୧ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ୩୪୮ ପଦବି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମରୁଡ଼ି ପଡ଼ିଛି। ପଦବି ଖାଲି ଥାଇ ବି ସରକାର ଏହାକୁ ପୂରଣ କରୁନାହାନ୍ତି। ସରକାରୀ କାର୍ଯ୍ୟାଳୟରେ କେତେ ପଦବି ଖାଲି ପଡ଼ିଛି ସେନେଇ ବିଧାନସଭାର…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ଏଣ୍ଟ୍ରାନ୍ସ ରେଜଲ୍ଡ ପ୍ରକାଶିତ

କଟକ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OAVET)ର ଫଳାଫଳ ଆଜି ପ୍ରକାଶ ପାଇଛି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ଷଷ୍ଠରୁ ନବମ ଶ୍ରେଣୀରେ ନାମ…