Browsing Category

ଓଡିଶା

ଜୋ ବାଇଡେନ ଏବଂ ଏଲନ ମସ୍କଙ୍କୁ ହତ୍ୟା ଧମକ; ଟେସଲା କର୍ମଚାରୀ ଗିରଫ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବିଶ୍ୱର ଅରବପତି ଏଲମ ମସ୍କଙ୍କୁ ହତ୍ୟା ଧମକ। ଧମକ ଦେଇଥିବା ମସ୍କଙ୍କ ଟେସଲା କମ୍ପାନୀର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ। ଏନେଇ ଫକ୍ସ ନ୍ୟୁଜରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, 31 ବର୍ଷୀୟ ଜଷ୍ଟିନ…

ଜେଲ୍‌ରେ ୩୬ କଏଦୀ HIV ପଜିଟିଭ୍‌ ଚିହ୍ନଟ..!

ଜେଲ୍‌ରେ ବନ୍ଦ ଥିବା ୩୬ ଜଣ କଏଦୀ HIV ପଜିଟିଭ ଚିହ୍ନଟ ହୋଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ଜିଲ୍ଲା ଜେଲ୍‌ରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା। କଏଦୀମାନେ ଏଚ୍‌ଆଇଭିରେ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜେଲ୍ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି।…

୩ ଥାକିଆ ସୁରକ୍ଷା ବଳୟରେ ଓଡ଼ିଶା ବିଧାନସଭା…

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ବିଧାନସଭାକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି। ରବିବାର ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ…

RBI ରାଡାର୍‌ରେ Paytm, ଗୋଟିଏ PANରେ ୧୦୦୦ ଆକାଉଣ୍ଟ…

ଆର୍‌ବିଆଇ ରାଡାର୍‌ରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ। ପେଟିଏମ୍‌ ଉପରେ ଆକ୍ସନ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଜାନୁଆରୀ ୩୧ ତାରିଖରେ ଆର୍‌ବିଆଇ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଉପରେ ବ୍ୟାନ୍‌ ଲଗାଇଥିଲା। ଫାଷ୍ଟ୍ୟାଗ୍‌, ଓ୍ୱାଲେଟ୍‌ ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟରେ…

ଲୋଭ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା, ତିନି ଠକ ଗିରଫ…

ଅନୁଗୁଳ: ଠକମାନଙ୍କ ମନକୁ ଠକିବା କଥା ଆସିଲେ, ସେମାନଙ୍କ ମୁଣ୍ଡରେ ଅନେକ ବୁଦ୍ଧି ଆସେ । ଠକମାନେ ନୀରିହ ଲୋକଙ୍କୁ ଠକିବା ପାଇଁ ଆପଣାନ୍ତି ଭିନ୍ନ ଭିନ୍ନ ଉପାୟ । ତେବେ ଆପଣ ଥରେ ଭାବନ୍ତୁ ଆପଣଙ୍କୁ କେହି ଜଣେ ବ୍ୟାଗରେ ଟଙ୍କା ଭର୍ତ୍ତି କରି ଦେଇଥିବ । କିନ୍ତୁ ଆପଣ…

୨ ସରକାରୀ ଅଧିକାରୀଙ୍କ ସମେତ ୧୫ ଗିରଫ…

ଉତ୍ତର ପ୍ରଦେଶରେ ଏକ ବଡ଼ ସାମୂହିକ ବିବାହ ସ୍କାମ ସାମ୍ନାକୁ ଆସିବା ପରେ ୨ ଜଣ ସରକାରୀ ଅଧିକାରୀଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି। ମିଛ ସାମୂହିକ ବିବାହର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।…

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ…

ବ୍ରହ୍ମପୁର : ସ୍ଥାନୀୟ ମହାମାୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବ୍ରହ୍ମପୁର ଠାରେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକ ଉଚ୍ଚମାଧ୍ୟମିକ ଶିକ୍ଷା ଅନ୍ତର୍ଗତ ଆଠଦିନିଆ "ଆତ୍ମ ସୁରକ୍ଷା ତାଲିମ ଶିବିର " ଉଦଯାପନୀ ସଭା ରେ ଆଜି ତା ୦୨-୦୨ - ୨୪ରିଖ ରେ ମହାବିଦ୍ୟ।ଳୟ ଅଧ୍ୟକ୍ଷା ଶ୍ରୀମତୀ କବିତା

ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି: ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଓଡ଼ିଶାର ବିକାଶ ପାଇଁ ବିଜେପି ନେତୃତ୍ବ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଗରିବ, ଯୁବ, ମହିଳା, ଚାଷୀଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ବଜେଟ ପ୍ରସ୍ତୁତ କରିଛନ୍ତି। ମୋଦୀଙ୍କ ଗ୍ୟାରିଣ୍ଟିର ଅର୍ଥ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ

ସମ୍ବଲପୁରରେ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରରେ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସମ୍ବଲପୁର ଆଇଆଇଏମ ନୂତନ କ୍ୟାମ୍ପସର ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରା ଲାଗି ଆଜି ଏକ

ସୋନପୁରରୁ ଗଡ଼ିଲା ଟ୍ରେନ୍‌

ସୋନପୁର : ସୋନପୁର ଜିଲ୍ଲା ପାଇଁ ଖୁସି ଖବର। ଆଜି ସୋନପୁର ସହରରୁ ଗଡ଼ିଲା ପ୍ରଥମ ଟ୍ରେନ। ସୋନପୁରରୁ ବଲାଙ୍ଗିର ଦେଇ ପୁରୀକୁ ଗଡ଼ିଲା ପ୍ରଥମ ଏକ୍ସପ୍ରେସ। ଏହା ଏକ ସାପ୍ତାହିକ ଏକ୍ସପ୍ରେସ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସୋନପୁର ରେଲୱେ