Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଡିସିପି ଦାୟିତ୍ବ ଗ୍ରହଣ କଲେ ଡକ୍ଟର କନୱର ବିଶାଲ ସିଂ
ଭୁବନେଶ୍ୱର : କଟକର ନୂଆ ଡିସିପି। ଦାୟିତ୍ବ ଗ୍ରହଣ କରିଛନ୍ତି ଡକ୍ଟର କନୱର ବିଶାଲ ସିଂ। ପିନାକ ମିଶ୍ରଙ୍କ ବଦଳି ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶ୍ରୁଙ୍ଖଳା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନୂଆ ଡିସିପି। କ୍ରାଇମରେ…
କଟକର ଏକ ଆଶ୍ରମରେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ
କଟକ : ପୁଣି ଲଜ୍ଜା । ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କଟକର ଏକ ଆଶ୍ରମରେ ରହୁଥିବା ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ୨୯ରେ ନାବାଳିକା ଜଣକ ସ୍କୁଲରୁ ଫେରୁଥିବା ବେଳେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ…
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ
ଭୁବନେଶ୍ଵର: ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ ।
ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍, ଭିସି ଯୋଗେ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ…
ଗ୍ୟାସ୍ କଟରରେ କାଟି ଏଟିଏମ୍ ଲୁଟ୍
ନବରଙ୍ଗପୁର: ଏଟିଏମରୁ ଟଙ୍କା ପଇସା ଲୁଟି ଜଙ୍ଗଲରେ ଲୁଚିଥିଲେ ୫ ଲୁଟେରା। ରାତିତମାମ ଜଙ୍ଗଲରେ ଛାନଭିନ୍ ପରେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ। ଗିରଫ ୫ ଜଣକୁ ଡାବୁଗାଁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୁଲିସ।…
ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା ଭୁଜାଲି…
ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା, ଭୁଜାଲି । ରାସ୍ତାରେ ଯାଉଥିବା ଲୋକେ ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ। ହଠାତ୍ ବୁଝି ପାରରୁନଥିଲେ କଣ ଏସବୁ ହେଉଛି । କାହିଁକିନା କିଛି ସମୟ ରାଜ ରାସ୍ତା ପାଲଟିଲା…
ଦୁଇ କବାଡିଆଙ୍କୁ ଚାପି ଦେଲା ଟ୍ରକ୍: ଜଣେ ମୃତ, ଜଣେ ଗୁରୁତର…
ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଡିହଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ମଦ ବୋଝେଇ ଟ୍ରକ ୨ ଜଣ କବାଡିଆଙ୍କୁ ଧକ୍କା ଦେଇଥିଲା । ଫଳରେ ଜଣେ କବାଡିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…
ଅବସରପ୍ରାପ୍ତ ସରକାରୀକର୍ମଚାରୀଙ୍କ ସମ୍ବର୍ଦ୍ଧନା ଉତ୍ସବ
ଝଙ୍କଡ଼ ତା ୩୦/୧/୨୦୨୪ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତ୍ରମଠ ତରାପୁର ସ୍ଥିତ ତରାଦେଈ ଙ୍କ ମନ୍ଦିର ସମ୍ମୁଖରେ , କନକ ପୁର ପଞ୍ଚାୟତ ଶାଖା ସଂଘ ତରଫରୁ, ଅବସରପ୍ରାପ୍ତ ସରକାରୀ ସଂଘ ର ୨୦୨୪ ନବବର୍ଷ ଉପଲକ୍ଷେ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଗତ!-->…
ମିନାକ୍ଷୀ ବାହିନୀପତି ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ
ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘର ସଜାଡ଼ିବାରେ ଲାଗି ପଡିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା କଂଗ୍ରେସ ସେତିକି ଚଳଚଞ୍ଚଳ ହୋଇ ଉଠୁଛି। ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡ଼ିଶା ଗସ୍ତ ପରେ ଆଜି କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ!-->…
ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ, ୧୪ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି
ମାଲକାନଗିରି: କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ରକ୍ତମୁଖା ହୋଇପଡ଼ିଛନ୍ତି। ସୁରକ୍ଷା ବାହିନୀର ଶିବିର ଉପରେ ସେମାନେ ଆକ୍ରମଣ କରିଛନ୍ତି। ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ୩ ଯବାନ୍ ସହିଦ ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୧୪ ଜଣ ଯବାନ ଆହତ ହୋଇଛନ୍ତି।
ସୂଚନା ଅନୁସାରେ!-->!-->!-->…