Browsing Category

ଓଡିଶା

କଟକ ଦରଖାପଟଣା ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି…

କଟକ: ଠାକୁରଙ୍କୁ ବି ଛାଡିଲେନି ଦୁର୍ବୁତ୍ତ ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ । ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି କଟକ ଦରଖାପଟଣାରେ । ଗତକାଲି ବିଳମ୍ୱିତ ରାତିରେ ଦୁର୍ଗା ମନ୍ଦିରରୁ ମାଆଙ୍କର ବହୁ ମୁଲ୍ୟବାନ ସୁନା ରୁପା ଅଳଙ୍କାର ଚୋରି…

ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ଫିଟିପାରିଲାନି ହତ୍ୟାକାଣ୍ଡର ଗୁମର

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବର୍ଷେ ପୁରିଛି । ହେଲେ ନବ ଦାସଙ୍କୁ କାହିଁକି ଓ କେଉଁ କାରଣରୁ ହତ୍ୟା କରାଗଲା ତାହା ଏବେ ବି ରହସ୍ୟ ଘେରରେ ରହିଛି । ଇତିମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି…

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ଦିନ ୧୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ଏକ ବିରାଟ ପଟୁଆରରେ ସେ ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ। ସମାବେଶରେ ଜିଲ୍ଲା…

ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ

ଭୁବନେଶ୍ୱର : ହାତକୁ ଦି’ ହାତ ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଇଣ୍ଟର ନ୍ୟାସନାଲ ମାଷ୍ଟର। ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ ମନାକାନୀଙ୍କୁ…

ଧରଣୀଧର ବିଶ୍ବବିଦ୍ୟାଳୟ‌ରେ ନିର୍ମାଣାଧୀନ ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବ: ୫ଟି ଅଧ୍ୟକ୍ଷ

କେନ୍ଦୁଝର: ସ୍ଥାନୀୟ ଧରଣୀଧର ବିଶ୍ବବିଦ୍ୟାଳୟ‌ ପଡ଼ିଆରେ ନୂଆ-ଓ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି।…

ଯୌତୁକ ଦାବି କରି ସ୍ତ୍ରୀକୁ ବିଧା ଗୋଇଠା, ମୋବାଇଲରେ ରେକର୍ଡ କଲା ନଣନ୍ଦ

ଭଦ୍ରକ : ଶାଶୁ ଚୁଟି ଘୋଷାଡି ମାରୁଛି ତ ସ୍ୱାମୀ ବିଧା ମୁଖା ଗୋଇଠା ମାରି ତଣ୍ଟି ଚିପୁଛି । ଏପଟେ ଏସବୁକୁ ଉପଭୋଗ କରୁଛି ନଣନ୍ଦ । ଆଉ ପରେ ଦେଖି ମନୋରଞ୍ଜନ କରିବ ବୋଲି କ୍ୟାମେରାରେ ବି ନିର୍ଯ୍ୟାତନାର ଦୃଶ୍ୟକୁ କଏଦ କରୁଛି ନଣନ୍ଦ । ଛି ଏ କି ପ୍ରକାର…

ଉଭୟ ଓପିଡି ଓ ଆଇପିଡିରେ ରହିବ ରୋଗୀଙ୍କ ୟୁନିକ୍‌ ଆଇଡି

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବଂ ସ୍ପଷ୍ଟ ହସ୍ତାକ୍ଷରରେ ରୋଗୀଙ୍କୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଦିଆଯିବାକୁ ନେଇ ଚିନ୍ତା ବଢିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବି ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଅନେକ ଡାକ୍ତର ସ୍ପଷ୍ଟ ଅକ୍ଷରରେ…

ଜାଡରେ ଥରହର ସାରା ଓଡିଶା, ୨ଦିନ ପରେ ବଢିପାରେ ରାତି ତାପମାତ୍ରା

ଭୁବନେଶ୍ବର: ଲଗାତାର ତିନି ଦିନ ଧରି ଝିପଝିପ୍ ବର୍ଷା ସାଙ୍ଗକୁ କୋହଲାପାଗ ଓ ଥଣ୍ଡା ପବନ କମିବା ପରେ ଏବେ ଜାଡରେ ଥରହର ସାରା ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସେପଟେ…

ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ରୁପା ଝାଡୁ ଦାନ…

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ଭକ୍ତଙ୍କ ରୁପା ଝାଡୁ ଦାନ । ଅଖିଳ ଭାରତୀୟ ମଙ୍ଗ ସମାଜ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟକୁ ଏହି ସୁନ୍ଦର ରୁପାର ଝାଡୁ ପ୍ରଦାନ କରିଛନ୍ତି । ରାମଲାଲାଙ୍କ ଗର୍ଭଗୃହକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା ପାଇଁ ଏହି ଝାଡୁକୁ ବ୍ୟବହାର କରିବା…

ଫେବ୍ରୁଆରୀ ୩ ଓ ୧୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ…

ଭୁବନେଶ୍ବର: ପ୍ରଥମେ ଫେବ୍ରୁଆରୀ ୩ ଓ ପରେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମେ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ ସମ୍ମିଳନୀରେ ଯୋଗଦେବେ । ଏହାପରେ ପୁଣି ୧୦ ତାରିଖରେ…