Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ଯାଜପୁର : ଖରସ୍ରୋତା ନଈକୁଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୁଚନା ମୁତାବକ!-->!-->!-->…
୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
କୋରାପୁଟ: ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଅଳ୍ପକେ ବର୍ତ୍ତିଗଲା ଡ୍ରାଇଭର । ପାଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନରୁ ୧୨୦ କେଜିର ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ । ପିକଅପ୍ ଭ୍ୟାନରେ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ ।
ସୂଚନା!-->!-->!-->…
ଭାରସାମ୍ୟ ହରାଇ ରାସ୍ତାରୁ ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍, ୫ ଆହତ
ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ହୋଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ। ଫଳରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଫରେଷ୍ଟ ଚେକ୍ ପୋଷ୍ଟକୁ ପିଟିବା ପରେ ଭାରସାମ୍ୟ ହରାଇ!-->…
ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା
ଭୁବନେଶ୍ଵର: ବିଜେଡିରେ ସାମିଲ୍ ହେଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା । ଶଙ୍ଖ ଭବନକୁ ଆସି ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଗଣେଶ୍ୱର । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା ।
କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ!-->!-->!-->…
ଜେଲ ପାଚେରୀ ଡେଇଁ ୨ ବିଚାରଧିନ କଏଦୀ ଫେରାର
ଭବାନୀପାଟଣା: ଜିଲ୍ଲା ମୁଖ୍ୟ କାରାଗାରରୁ ୨ ବିଚାରଧୀନ ବନ୍ଦୀ ଚମ୍ପଟ୍ । ୨ ବନ୍ଦୀଙ୍କ ଫେରାର ନେଇ ସୂଚନା ଦେଲ ଜେଲ୍ ସୁପରିଟେଣ୍ଡଣ୍ଟ । ୨ ବନ୍ଦୀଙ୍କ ମଧ୍ୟରୁ ଜଣେ ନୂଆପଡ଼ାର, ଅନ୍ୟଜଣେ ଧର୍ମଗଡ଼ର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ରବିବାର ସକାଳୁ ବଗିଚା କାମ କରୁଥିବା!-->!-->!-->…
ଜେଜେର ଦଶ କାମ ବେଳେ ମହାନଦୀରେ ବୁଡି ନାତିର ମୃତ୍ୟୁ
କଟକ : ଜେଜେର ଦଶ କାମ ବେଳେ ମହାନଦୀରେ ବୁଡି ନାତିଙ୍କର ମୃତ୍ୟୁ । କଟକ ତୁଳସୀପୁର ହାତୀ ଗଡାରେ ବୁଡି ଯୁବକ ମୃତ୍ୟୁ । ଆଜି ମଧ୍ୟାହ୍ନ ସମୟରେ କଟକ ସିଡିଏ ଅଞ୍ଚଳର ୨୨ ବର୍ଷୀୟ ଯୁବକ ରୂପକ ବାନାର୍ଜୀ ନିଜର ଜେଜେଙ୍କ ଦଶ କାର୍ଯ୍ୟ ପାଇଁ ତୁଠକୁ ଆସିଥିଲେ । ଏହି ସମୟରେ ରୂପକ ମହାନଦୀରେ!-->…
ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ଵର: ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ଶହ ଶହ କର୍ମୀଙ୍କ ମଧ୍ୟରେ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ । ଆଜି ସକାଳୁ ସକଳୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ । ସୋସିଆଲ ମିଡିଆରେ ଇସ୍ତଫା ନେଇ ସୂଚନା ଦେଇଥିଲେ ଲେଖାଶ୍ରୀ ।
ବିଜେଡିରେ ସାମିଲ ହେବା ପରେ!-->!-->!-->…
୫ ସଂସଦୀୟ କ୍ଷେତ୍ର ପାଇଁ ନୂତନ ସଂଯୋଜକ ନିଯୁକ୍ତ କଲା ବିଜେଡି
ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ଭଦ୍ରକ ପାଇଁ ମିଳିଛି ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ । ସେହିପରି କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର!-->…
ବିଜେଡ଼ିର ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଟିକେଟକୁ ନେଇ ବଢୁଛି ସସପେନ୍ସ
ଭୁବନେଶ୍ୱର, : ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବଢୁଛି ସସପେନ୍ସ। ଆଶାୟୀଙ୍କ ଭିତରେ ଚାଲିଛି ଛକାପଞ୍ଝା। ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ଥିବା ଅନନ୍ତ ନାରାୟଣ ଜେନା ପୁଣିଥରେ ଟିକେଟ୍ ପାଇବା ନେଇ ଲବିରେ ଥିବାବେଳେ ଆଉ ଜଣେ ଯୁବ ଚେହେରା ଅମରେଶ ଜେନା ମଧ୍ୟ ଟିକେଟ୍କୁ ନେଇ!-->…
ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ
କଟକ : କଟକର ନୂଆ ଜିଲାପାଳ ଭାବେ ୨୦୧୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅରିନ୍ଦମ ଡାକୁଆ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ନୂତନ ଜିଲାପାଳଙ୍କୁ ସ୍ବାଗତ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଜିଲାପାଳଙ୍କ ସଦ୍ଭାବନା!-->…