Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ; ୪ ଗିରଫ
କେନ୍ଦୁଝର : ବଡ ଧରଣର ନକଲି ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୁଲିସ। ସାଇବର କ୍ରାଇମରେ ବ୍ୟବହୃତ ୫ଶହରୁ ଅଧିକ ନକଲି ସିମକାର୍ଡ ଜବତ ସହ ୪ ଜଣଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ।…
ରାଜସ୍ୱ ବିଭାଗ ର ଆଶୀର୍ବାଦ ରେ ପୁଣି ବାଲି ମାଫିଆ ସକ୍ରିୟ….!
ହିଞ୍ଜିଳି ପୋଲିସ ଧରୁଛି ପୁରୁଷୋତ୍ତମପୁର ପୋଲିସ ଗଣୁଛି...!!
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ସଂଜୀବ ପଣ୍ଡା ହେଲେ ପୁଲିସ କମିସନର
ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ତଥା ଓପିଏଚ୍ଡବ୍ଲୁସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ୧୯୯୪ ବ୍ୟାଚ୍ର ଆଇପିଏସ୍ ସଂଜୀବ ପଣ୍ଡାଙ୍କୁ ରାଜ୍ୟ!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ…
ପୁରୁଷୋତ୍ତମପୁର : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସିନ୍ଦୁରିଆପଡା ଗାଁ ନିକଟରେ ଦୁର୍ଘଟଣା । ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ନିକଟସ୍ଥ ଆମ୍ବପୁଆ ଗ୍ରାମର ମୂରଲୀ ଜେନା । ଘଟଣା ସ୍ଥଳରେ ବାଇକ୍ ଚାଳକ ମଧ୍ୟ ଗୁରୁତର ଆହତ ହେଇଥିଲେ ।
!-->!-->!-->…
ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କଲେ ଭୁବନ ବିଜେଡି ସଭାପତି
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବିଜେଡି ସଭାପତି ତଥା ପୂର୍ବତନ ନଗରପାଳଙ୍କ ସ୍ବାମୀ ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳେ ପାରିବାରିକ କଳହରୁ ଝଗଡ଼ା ହୋଇଥିବା ଜଣାଯାଇଛି। ନରେନ୍ଦ୍ର ସାହୁ ତାଙ୍କ ଭାଇବୋହୂ ତନୁଶ୍ରୀ!-->…
୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ…
ସମ୍ବଲପୁର : ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ୨ ଦିନ । ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପକୁ ନେଇ କେବଳ ସମ୍ବଲପୁର ନୁହେଁ, ସାରା ଦେଶରେ ମାଆ ସମଲେଶ୍ବରୀ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଦିନ ପାଖେଇବା ସହ ପଶ୍ଚିମ!-->…
କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ
ଭୁବନେଶ୍ୱର : ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ବାର୍ତ୍ତା ଦେଇ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ବିଶ୍ବ ଦେଖିବ ଓଡ଼ିଶାର କଳା । ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ଼ ପାଇଁ ଚଳିତ ବର୍ଷର ବିଷୟବସ୍ତୁ ‘ବିକଶିତ!-->…
ଶଙ୍ଖ ଛାଡ଼ି ହାତ ଧରିଲେ ବଳଭଦ୍ର ମାଝୀ…
ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ!-->…
କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ କରାଯାଉ: ଓଡ଼ିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର: କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ ପାଇଁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏଗୁଡିକୁ ନିୟନ୍ତ୍ରଣ କରିବାପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ଦିନ ଲଢେଇ କରିଆସୁଥିଲା। ପ୍ରାୟ ୪ବରର୍ଷ ପରେ କେନ୍ଦ୍ର ସରକାର କୋଚିଂ ସେଣ୍ଟର ଉପରେ ସ୍ୱତନ୍ତ୍ର ଗାଇଡ଼ ଲାଇନ!-->…
ରାହୁଲଙ୍କ ନାଁରେ ମାମଲା ରୁଜୁ; ଅମିତ ଶାହଙ୍କୁ ଚିଠି ଲେଖିଲେ ଖଡଗେ…
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍ ସହ ମୁହାଁମୁହିଁ ହେବା ତଥା ଭିଡ଼କୁ ଉସକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କେସି ବେଣୁଗୋପାଳଙ୍କ ସମେତ ଶତାଧିକ ଦଳୀୟ କର୍ମୀଙ୍କ!-->…