Browsing Category

ଓଡିଶା

ଧାନରେ ତିଆରି ଅଳଙ୍କାରରେ ବିଭୂଷିତ ହେଲେ ମାଆ ମଙ୍ଗଳା…

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ଧାନରେ ତିଆରି ଅଳଙ୍କାରରେ ବିଭୂଷିତ ହୋଇଛନ୍ତି। ରୁଦ୍ର ନାରାୟଣ ଦୀକ୍ଷିତ ନାମକ ଜଣେ ଭକ୍ତ ଏହି ସବୁ ଅଳଙ୍କାର ଦାନ କରିଛନ୍ତି। ଆଜି ଶ୍ରଦ୍ଧାଳୁମାନେ ମାଆଙ୍କ ଏହି ବେଶ୍‌…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ସମୀକ୍ଷା କଲେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ…

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୭ରେ ଲୋକାର୍ପଣ ଉତ୍ସବ ପୂର୍ବରୁ ଆଜି ପୁରୀରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ତାଙ୍କ ସହ ଅନ୍ୟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ…

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ବିରୋଧୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ…

ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତରିତ ନିଷ୍ପତ୍ତିକୁ ବ୍ୟବସାୟୀଙ୍କ ବିରୋଧ…

ଯାଜପୁର: ଯାଜପୁର ଜିଲ୍ଲା ର ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତି କୁ ବ୍ୟବସାୟୀ ଙ୍କ ବିରୋଧ ଜାରି ରହିଛି । ଆଜି ପ୍ରଭାବିତ ବ୍ୟବସାୟୀ ଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ କ୍ଷତିଗ୍ରସ୍ତ ବ୍ୟବସାୟି ଙ୍କୁ ପ୍ରଥମେ ଥଇଥାନ କରିବା ପରେ…

୧୩୨ କେଭି ତାର ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ…

୧୩୨ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଜଣେ ଯୁବକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁରେ ଘଟଇଛି ଏହି ଘଟଣା। ମୃତ ଯୁବକଙ୍କ ନାଁ ଜଗନ ରାଉତ (୨୮)। ତାଙ୍କ ଘର ସେହି ବସୁଲେଇ ଗାଁରେ। ବସୁଲେଇ ଗାଁ ପାଖ ଜଙ୍ଗଲ ଦେଇ ୧୩୨…

ମକର ସଂକ୍ରାନ୍ତିରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରିଣୀ

ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ଘଟଗାଁ ମା’ ତାରିଣୀଙ୍କ ପୀଠ । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ହଜାର ହଜାର ସଂଖ୍ୟାର ଭକ୍ତଙ୍କ ଭିଡ ଜମିଛି । ଆଜି ଭୋର ୪ଟାରୁ ମାଆଙ୍କ ମାର୍ଜଣା, ମଙ୍ଗଳ ଆଳତୀ ସହ ସ୍ବତନ୍ତ୍ର ପୂଜା ସହ ସୁନା ବେଶରେ ସଜ୍ଜିତ…

ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ, ତଦନ୍ତ ଜାରି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ । ମୃତ ଯାତ୍ରୀ ଜଣଙ୍କ ହେଲେ ଗୌରାଙ୍ଗ ପ୍ରଧାନ । ଭୋଗରାଇରୁ ବାଲେଶ୍ୱର ଯାଉଥିବା ମଧୁସୂଦନ ବସରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାର ତଦନ୍ତ…

ମରୁ ମରୁ ବଞ୍ଚିଗଲେ ମହିଳା

ବାଲେଶ୍ୱର: ମରୁ ମରୁ ବଞ୍ଚିଗଲେ । ନିଶ୍ଚିତ ମରଣରୁ ବଞ୍ଚିଗଲେ ମହିଳା । ଶାଶୁ ଶ୍ୱଶୁର ସ୍ୱାମୀ ମିଶିକି ମାରିବାକୁ କରିଥିଲେ ବହୁତ ଚେଷ୍ଟା । କିନ୍ତୁ ବୋଧହୁଏ ସମୟ ପୂରି ନଥିଲା ତାଙ୍କର । ସେଥିପାଇଁ ନିଶ୍ଚିତ ମରଣରୁ ବର୍ତ୍ତି ଯାଇଛନ୍ତି ଏ ବଧୂ ଜଣକ । ବେକରେ ଓଢ଼ଣୀ…

ମକର ସଂକ୍ରାନ୍ତିରେ ରାଜ୍ୟର ପ୍ରମୁଖ ଦେବାଳୟ ଚଳଚଞ୍ଚଳ…

ଭୁବନେଶ୍ବର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ରାଜ୍ୟର ପ୍ରମୁଖ ଦେବାଳୟ ଚଳଚଞ୍ଚଳ ହୋଇଉଠିଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଗୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳଲାଗି…

ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ମା’ ଫେରାର…

କେନ୍ଦୁଝର : ଅଲୋଡ଼ା ହେଲା ଶିଶୁକନ୍ୟା । ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ନିର୍ଦ୍ଦୟୀ ମାଆ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ବସ୍ ହେଲପର ଗାଡ଼ିର ଚକ ଗୁଡିକୁ ନିରୀକ୍ଷଣ କରୁଥିବା ବେଳେ ଏକ ପ୍ଲାଷ୍ଟିକ…