Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କେନ୍ଦ୍ରମନ୍ତ୍ରୀଙ୍କ କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରତିଶ୍ରୁତି କୁଆଡେ ଗଲା…
ରେଢାଖୋଲ: ସମ୍ବଲପୁର ରେଢାଖୋଲରୁ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ସିଧାସଳଖ ବର୍ଷିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପତ୍ରରୁ ଜିଏସଟି ଛାଡ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ। ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେବା ଅବସରରେ…
କ୍ଷୀରଚୋରା ଗୋପିନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅଶ୍ୱିନୀ ବୈଷ୍ଣବ : ଯାତ୍ରୀନିବାସ ଲାଗି ୫୦ ଲକ୍ଷ ଘୋଷଣା କଲେ
ବାଲେଶ୍ୱର: ବାଲେଶ୍ୱରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଆଜି ସକାଳେ ଅଶ୍ୱିନୀ ବୈଷ୍ଣବ ରେମୁଣାରେ ଥିବା ପ୍ରସିଦ୍ଧ କ୍ଷୀରଚୋରା ଗୋପିନାଥ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ବିକଶିତ…
କେନ୍ଦ୍ର ସରକାର ଓଡ଼ିଶାକୁ ମାଗଣା ଚାଉଳ ଦେଉଛନ୍ତି: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ବାଲେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱରରେ ନୂଆ ଷ୍ଟେସନ ଓ ମେମୁ ଟ୍ରେନର ଲୋକାର୍ପଣ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଗୋପୀନାଥପୁର ରେଳ ଷ୍ଟେସନ୍ର ଲୋକାର୍ପଣ କରିଥିବା ବେଳେ, କେନ୍ଦ୍ର ରେଳମନ୍ତ୍ରୀ ନୀଳଗିରି-ବାଲେଶ୍ୱର ମେମୁ ଟ୍ରେନ୍ର…
ଜାନୁଆରୀ ୨୬ରୁ ରାଜଧାନୀରେ ଆଦିବାସୀ ମେଳା…
ଭୁବନେଶ୍ଵର: ଆସନ୍ତା ୨୬ ତାରିଖରୁ ରାଜଧାନୀରେ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଏଥିଲାଗି ଆଦିବାସୀ ପଡିଆରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସହରୀ ପରିବେଶରେ ଦେଖିବାକୁ ମିଳିବ ଗାଁର ଆସର। ଚଳିତବର୍ଷ ଜାନୁଆରୀ ୨୬ ତାରିଖରୁ ମେଳା ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ…
ଶୁଭ୍ରାଂଶୁ ସେନାପତିଙ୍କ ପ୍ରଥମ ରଣଜୀ ଦ୍ବିଶତକ…
ଭୁବନେଶ୍ବର: ଇନ୍ଦୋର ରଣଜୀରେ ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁ ସେନାପତି ଅପରାଜିତ ଦ୍ବିଶତକ ହାସଲ କରିଛନ୍ତି। ମଧ୍ୟ ପ୍ରଦେଶ ବିପକ୍ଷ ରଣଜୀରେ ଅପରାଜିତ ୨୭୭ ରନ ସଂଗ୍ରହ ସହ ରେକର୍ଡ ସୃଷ୍ଟି କରିଛନ୍ତି। ୧୯ଟି ଚୌକା ଓ ୧୧ଟି ଛକା ଜରିଆରେ ଶୁଭ୍ରାଂଶୁଙ୍କ ଚମତ୍କାର…
ଜାନୀଆରୀ ୧୯ରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା…
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଓଏସ୍ଏସ୍ଟିଇଟି) ଜାନୁଆରୀ ୧୯ରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ୪୭,୭୪୪ ପରୀକ୍ଷାର୍ଥୀଙ୍କ ନିମନ୍ତେ ୧୬୫ଟି ପରୀକ୍ଷା…
ଓଡିଆ ଜାତି ଭିତରେ ନୂଆ ଜାଗରଣ ପାଇଁ ମାର୍ଗ ପ୍ରଶସ୍ତ କରିଛି ପ୍ରଗତି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ ଆଦି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ…
ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା; ବାଦ ପଡ଼ିଲେ ସୁର ଓ ତାରା
ଭୁବନେଶ୍ବର : ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟ ସ୍ଥାନୀତ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।
ଆସନ୍ତା ୨୦୨୪…
ନର୍ଥଇଷ୍ଟ ଭାରତର ନୂଆ ଇଞ୍ଜିନ ପାଲଟିଛି’…
ଭୁବନେଶ୍ବର : ‘ଆଜି ଦିଲ୍ଲୀ ଓ ମୁମ୍ବାଇ ପରି ମେଟ୍ରୋ ନଗରୀର ଯେତିକି ଉନ୍ନତି ହେଉଛି, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବି ସେତିକି ଉନ୍ନତି ହେଉଛି। ଏବେ ନର୍ଥଇଷ୍ଟ ଭାରତର ନୂଆ ଇଞ୍ଜିନ ପାଲଟିଛି।’ ଆଜି ‘ଓଟିଭି’ର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ…
ଓୟୋ ହୋଟେଲ ରୁମରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ପ୍ରେମିକ ଅଟକ…
ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ସ୍ଥିତ ଓୟୋ ହୋଟେଲ ରୁମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମୃତ ଯୁବତୀ ଜଣଙ୍କ ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କ ଘର ପୁରୀ…