Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
SI ଚୟନ ଅନିୟମିତତା ମାମଲାରେ ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ନୋଟିସ୍
ଓଡ଼ିଶା ପୁଲିସ ସବ୍ ଇନ୍ସପେକ୍ଟର(ଏସ୍ଆଇ) ଚୟନ ପ୍ରକ୍ରିୟା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଓଡ଼ିଶା ପୁଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ଼କୁ ନୋଟିସ୍ କରିଛନ୍ତି ହାଇକୋର୍ଟ। ଆବେଦନକାରୀ ସୁବାସ ସେନାପତିଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଏହି ନୋଟିସ୍ ଜାରୀ…
ଠକ ଜ୍ୟୋତିଷକୁ ଗିରଫ କଲା ପୁଲିସ, ପୂର୍ବରୁ ରହିଛି ଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ୱର: ପାରିବାରିକ ସମସ୍ୟାର ସମାଧାନ କରିବା ଆଳରେ ଲକ୍ଷାଧିକ ଟଙ୍କା ଠକିଥିବା ଜଣେ ଜ୍ୟୋତିଷକୁ ଉଠାଇ ଆଣିଛି କମିସନରେଟ୍ ପୁଲିସ। ଗିରଫ ଜ୍ୟୋତିଷ ହେଉଛି ଭଦ୍ରକର ନୀଳାମ୍ବର ପାଣି। ତାକୁ ଉଠାଇ ଆଣିବା ପରେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୁଲିସ।…
ଘୋଷଣା କଲେ ସୁର; ମନ୍ମଥ ହେବେ ଜଟଣୀ ବିଧାୟକ ପ୍ରାର୍ଥୀ…
ସୁର ରାଉତରାୟଙ୍କ ପରେ କିଏ ନେବ ଜଟଣୀର ଦାୟିତ୍ୱ? ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନେବେ ନା ତାଙ୍କ ସାନପୁଅ ମନ୍ମଥ ରାଉତରାୟ ନେବେ ତାକୁ ନେଇ ଚାଲିଥିଲା ଚର୍ଚ୍ଚା। ଆଜି ସେହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁର। ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ…
ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ, ଶୁଭାରମ୍ଭ କରିବେ ରେଳମନ୍ତ୍ରୀ…
ଭୁବନେଶ୍ୱର: ସ୍ୱାଧୀନତାର ୭୬ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ। ଏହା ସହିତ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବାକୁ ଯାଉଛି। ବାଲେଶ୍ୱରର ପୂର୍ବତନ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱାନୀ ବୈଷ୍ଣବ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହୋଇଛନ୍ତି ୪୪ ପ୍ଲାଟୁନ ଫୋର୍ସ
ପୁରୀ : ନୂଆ ଶ୍ରୀକ୍ଷେତ୍ର ଦେଖୁଛି ସାରା ବିଶ୍ବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକାର୍ପଣ ଉତ୍ସବ ପାଇଁ ସୁରକ୍ଷା ବଳୟରେ ରହିବ ପୁରୀ ସହର । ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ରହିବ ପୁରୀ…
ଦିଲ୍ଲୀ ହାଇକୋର୍ଟରେ ବିଜେଡି ବିରୋଧୀ ମାମଲା ଅଗ୍ରାହ୍ୟ
ଦିଲ୍ଲୀ ହାଇକୋର୍ଟରେ ବିଜେଡି ବିରୋଧୀ ମାମଲା ଅଗ୍ରାହ୍ୟ । ବିଜେଡି ବିରୋଧରେ ମାମଲା ଗ୍ରହଣ କଲେନାହିଁ ଦିଲ୍ଲୀ ହାଇକୋର୍ଟ। ସରକାରୀ ଯୋଜନା ପ୍ରୋମୋରେ BJDର ଶଙ୍ଖ ଚିହ୍ନ ବ୍ୟବହାର ନେଇ ବିଜେଡି ବିରୋଧରେ ଅଭିଯୋଗ ହୋଇଥିଲା । ବିଜେପି ନେତା ଯତିନ ମହାନ୍ତିଙ୍କ ଆବେଦନକୁ…
‘ଆକାଶ ଏନଜି’ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲମିଟର…
ବାଲେଶ୍ଵର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଆକାଶ ଏନଜି’ ର ସଫଳ ପରୀକ୍ଷଣ । ଆଇଟିଆର୍ ପକ୍ଷରୁ ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ଦିନ ୧୦ଟା ୩୦ ମିନିଟରେ ଏହି ପରୀକ୍ଷଣ କରାଯାଇଛି । ‘ଆକାଶ ଏନଜି’ର ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲମିଟର…
କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ…
କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଭବାନୀପାଟଣା ଠାରେ ବିଜେଡି ପକ୍ଷରୁ ଅନୁଷ୍ଠିତ ସମାବେଶ ରେ 5T ଅଧ୍ୟକ୍ଷ ଯୋଗୋଦାନ କରି ଲକୋଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କାର୍ଡ ,ଲଷ୍ମୀ ବସ ଯୋଜନା ଉପରେ କହିଥିଲେ 5T…
ଆରମ୍ଭ ହେଲା ଇଣ୍ଟରନେସନାଲ୍ କ୍ରାଫ୍ଟ ସମିତ, ଯୋଗ ଦେଲେ ବଲିଉଡ଼ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି…
ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ…
ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟି ପରୀକ୍ଷା…
ସମ୍ବଲପୁର: ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟିର ପରୀକ୍ଷା । ଜାନୁଆରୀ ୧୩ ରେ ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ । ଆସନ୍ତକାଲି (ଶନିବାର) ସମ୍ବଲପୁର ମନ୍ଦଲିଆ ଗ୍ରାଉଣ୍ଡରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟ ପାଇଁ…