Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶୋକାକୂଳ ପରିବେଶରେ ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ସମ୍ପନ୍ନ…
ସିମୁଳିଆ: ଶୋକାକୂଳ ପରିବେଶ ଭିତରେ ସମ୍ପନ୍ନ ହେଲା ସିମୁଳିଆ ବିଡ଼ିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଶେଷକୃତ୍ୟ । ଗତକାଲି ରାତିରେ ମୃତଦେହ ବାରିପଦାସ୍ଥିତ ପୈତୃକ ଘରେ ପହଞ୍ଚିବାପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପରିବେଶ । ତେବେ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁକୁ…
ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ମିଳିଲା ୨୫ ଲକ୍ଷ…!
ଭୁବନେଶ୍ଵର: ଗାଡ଼ିରେ ବିଡ଼ାବିଡ଼ା ନୋଟ ନେଇ ଘରକୁ ଯାଉଥିଲେ ଟ୍ରାଫିକ ଇନସପେକ୍ଟର। ବାଟରୁ ଟ୍ରାଫିକ ଇନସପେକ୍ଟରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଳଚେର ଟ୍ରାଫିକ୍ ଇନିସପେକ୍ଟର ଜିତେନ୍ଦ୍ର ବେହେରାଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧, ୧୫, ୪୭୦ ଟଙ୍କା…
ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ, କର୍ପୋରେଟର ଅଟକ…
ଭୁବନେଶ୍ୱର : ରାଜଧାନୀରେ ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ । କର୍ପୋରେଟର ଅଟକ । ପୁରୀ ବାଇପାସ୍ ରାସ୍ତା କାମ ଚାଲିଥିବା ବେଳେ ଏହି କାମକୁ ଅଟକାଇଥିଲେ ୨୯ ନମ୍ବର କର୍ପୋରେଟର ଅପୂର୍ବ ରାଉତ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ମଞ୍ଚେଶ୍ବର ଥାନା ASI…
ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ
ଝାଡଖଣ୍ଡ: ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ନିଜର ପୁରୁଣା ସାଥୀକୁ ଗୁଳି ମାରି ହତ୍ୟା କରିଛନ୍ତି ନକ୍ସଲ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଦେଖିବାକୁ ମିଳିଛି ଏହି ଘଟଣା । ମୃତକ ନକ୍ସଲ ଜଣଙ୍କ ହେଉଛନ୍ତି ସମଥା ଗାଁର ନେଲସନ୍…
ସାଂସଦ ବିଧାୟକଙ୍କ ଫୌଜଦାରୀ ମାମଲା ପ୍ରସଙ୍ଗ, ରାଜ୍ୟ ସରକାର ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାମରେ ରୁଜ୍ଜୁ ହୋଇଥିବା ଫୌଜଦାରୀ ମାମଲାର ତ୍ୱରିତ ଶୁଣାଣି ପାଇଁ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ ।
୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର…
ଶ୍ରୀମନ୍ଦିରରେ ଡିଅର ପୁରୁଷ ଟିମ୍, ମହାପ୍ରଭୁଙ୍କୁ କଲେ ପ୍ରଥମ ଟିକେଟ୍ ସମର୍ପଣ
ପୁରୀ: ଭିନ୍ନ ଏକ କାହାଣୀକୁ ନେଇ ଖୁବ୍ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଛଳଚ୍ଚିତ୍ର ଡିଅର ପୁରୁଷ । ଏହାରି ଭିତରେ ଶ୍ରୀମନ୍ଦିର ସାମ୍ନାରେ ଫିଲ୍ମଟିର ଗ୍ରାଣ୍ଡ ପ୍ରୀମିଅର ସୋ କରାଯାଇଛି । ପ୍ରଥମ ଟିକେଟ କୁ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିଛି ପୁରା ଟିମ୍ ।…
ଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ହସନପୁର ଟୋଲ୍ ଗେଟ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା କାର । ଜଣେ ମୃତ ଜଣେ ଗୁରୁତର। ମୃତ ବ୍ୟକ୍ତି ଜଣଙ୍କ ଘଟଗାଁ ଅଞ୍ଚଳର ଅଜୟ ସାହୁ ବୋଲି ଜଣାଯାଇଛି ।
ସୂଚନା ଅନୁସାରେ ଘଟଗାଁ ଅଞ୍ଚଳର…
ଢୋଲ ଭିତରେ ମୂଷା…!
ପ୍ରଶାସନିକ ଅଧିକାରୀଙ୍କ କବ୍ଜା ରେ ଗଞ୍ଜାମ : ଜିଲ୍ଲାରୁ ଯିବାକୁ ନା ଧରୁନାହାନ୍ତି ବାବୁ ମାନେ ..!
ବ୍ରହ୍ମପୁର:୧୨-୧ ଗଞ୍ଜାମ ଜିଲ୍ଲାକୁ ଥରେ ଆସିଲେ ବାବୁ ମାନେ କୋଳି ଖାଇ ମଞ୍ଜି ପୋତିଲା ଭଳି ଏଠାରୁ ଯିବାକୁ ନାରାଜ ଥିବା ଜିଲ୍ଲାର ବହୁ ବ୍ଲକ ଅଞ୍ଚଳ ରେ ଦେଖିବାକୁ ମିଳୁଛି। ଗଞ୍ଜାମ!-->!-->!-->…
ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ…
ଭୁବନେଶ୍ବର : ଓଡ଼ିଶାରେ ୪ ଦିନ ରହିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚନ ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ।
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଆଜି ଲୋଗୋ…
ନିଜ ବେକ କାଟି ଦେଲେ ଗଣିତ ସାର୍; କାରଣ ଖୋଜୁଛି ପୁଲିସ୍…
ରାଇଘର : ନିଜ ବେକ କାଟି ଦେଲେ ଗଣିତ ସାର୍। ସ୍କୁଲ ନଯାଇ ଭଡ଼ା ଘରେ ଏଭଳି କାଣ୍ଡ ଘଟାଇଛନ୍ତି ଗଣିତ ସାର୍। କେଉଁ କାରଣରୁ ସାର୍ ନିଜର ବେକ କାଟିଲେ, ତାହା ଜଣାପଡ଼ିନି। କାରଣ ଜାଣିବା ପାଇଁ ଛାନ୍ଭିନ୍ ଚଳାଇଛି ପୁଲିସ୍। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳାରୁ…