Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଶ୍ଚିମବଙ୍ଗର ଡିଜିପି ହେଲେ ବିବାଦୀୟ ଆଇପିଏସ୍ ଅଧିକାରୀ ରାଜୀବ କୁମାର, ବିଜେପିର ବିରୋଧ…
କୋଲକାତା: କୋଲକାତାର ପୂର୍ବତନ ପୁଲିସ କମିସନର ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନର ଡିଜି ମନୋଜ ମାଲବ୍ୟଙ୍କ ସ୍ଥାନରେ…
ଅଯୋଧ୍ୟାର ୮୪ କୋଶ ପରିକ୍ରମା ମାର୍ଗରେ ମଦ ବିକ୍ରି ହେବ ନାହିଁ, ୨୫୦ କିମି ଭିତରେ ରହିବନି ମଦ ଦୋକାନ…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହେବାକୁ ସ୍ଥିର ହୋଇଛି। ଏହି ଦିନ ପାଇଁ ସମଗ୍ର ଅଯୋଧ୍ୟାରେ କାର୍ଯ୍ୟ ଚାଲିଛି। ଏହି କାରଣରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଘୋଷଣା କରିଛନ୍ତି ଯେ…
୧୫ ଘଣ୍ଟାରୁ ଅଧିକ ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଏକାଧିକ ବନ୍ଦେ ଭାରତ ଟ୍ରେନ…
ନୂଆଦିଲ୍ଲୀ: ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହିତ ଘନ କୁହୁଡି ଦେଖାଯାଉଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇଥିବାବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। କମ୍ ଦୃଶ୍ୟମାନତା କାରଣରୁ ଦିଲ୍ଲୀକୁ…
ସନାତନ ଧର୍ମକୁ ଅପମାନିତ କରିଥିବାରୁ ରଣବୀର କପୁରଙ୍କ ନାଁ’ରେ ଥାନାରେ ଅଭିଯୋଗ…
ମୁମ୍ବାଇ: ସନାତନ ଧର୍ମ ଓ ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କାରଣରୁ ବଲିଉଡ୍ ଅଭିନେତା ରଣବୀର କପୁର ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ନାଁରେ ମୁମ୍ବାଇର ଘାଟକୋପର୍ ଥାନାରେ ଦୁଇଜଣ ଓକିଲ ଅଭିଯୋଗ ଫାଇଲ୍ କରିଛନ୍ତି।
ସେମାନଙ୍କ ଅଭିଯୋଗ ‘ବଡ଼ଦିନ ପାଳନ’ ବେଳେ…
ଗଞ୍ଜାମ ଜିଲ୍ଲାରେ ମରୁଡ଼ିର ପ୍ରତିଧ୍ଵନି..!,ଚଳିତ ବର୍ଷ ଖରିଫ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେବାର ଆଶା …
ବ୍ରହ୍ମପୁର: ୨୮-୧୨ ଗଞ୍ଜାମ ଜିଲ୍ଲାରେ ବର୍ଷା ଅଭାବରୁ ଆସିକା,ସାନଖେମୁଣ୍ଡି, ଖଲ୍ଲିକୋଟ, ବୁଗୁଡ଼ା, ଶେରଗଡ଼, ଜଗନ୍ନାଥ ପ୍ରସାଦ,ଦିଗପହଣ୍ଡି, ପୁରୁଷୋତ୍ତମପୁର, ଛତ୍ରପୁର ଆଦି ଜିଲ୍ଲାର ଅଧାରୁ ଅଧିକ ବ୍ଲକରେ ମରୁଡ଼ି ପ୍ରତିଧ୍ଵନି ଦେଖାଦେଇଛି। ଏପରିକି କିଛି ଅଞ୍ଚଳରେ ଲୋକେ ଧାନ ନ କାଟି!-->!-->!-->…
ଅପପ୍ରଚାରକୁ ନେଇ ଛାତ୍ର ଅସନ୍ତୋଷ : ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ଦାବି
ଆଂଚଳିକ ନିର୍ଦ୍ଦେଶକଙ୍କ ତଦନ୍ତହିଂଜିଳିକାଟୁ : ଉଚ୍ଚ ଶିକ୍ଷା ବିଭାଗର ଏକ ଚିଠିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ହିଂଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଠାରେ । ପୁରାତନ ଛାତ୍ର ସଂସଦ ସହ ପୂର୍ବତନ ୭ଜଣ ସଭାପତି, ସମ୍ପାଦକ ଓ ବହୁ ଅଭିଭାବକ ଅପପ୍ରଚାରକାରୀଙ୍କ ବିରୁଦ୍ଧରେ!-->…
ନୂଆବର୍ଷରେ ନନ୍ଦନକାନନକୁ ଆସିବେ ଚିତା ଓ ଧଳା ସିଂହ ଶାବକ
ଭୁବନେଶ୍ବର: ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ…
‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…
ଭୁବନେଶ୍ବର: ‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ କଂଗ୍ରେସ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି। ତେବେ ଓଡ଼ିଶାର କେଉଁ ସ୍ଥାନକୁ ରାହୁଲ ଆସବେ, ତାହା ସ୍ପଷ୍ଟ ହୋଇନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି…
ବନ୍ଧା ହେଲେ IDCO ଚିଫ ଜେନେରାଲ ମ୍ୟାନେଜର…
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ IDCO ଚିଫ ଜେନେରାଲ ମ୍ୟାନେଜର ଗିରଫ ହୋଇଛନ୍ତି । ଗିରଫ ପରେ ସରୋଜ କାନ୍ତ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠାରୁ ୧୦ ପ୍ଲଟ, ଦୁଇ କୋଠା, ୮୭୧ ଗ୍ରାମ ସୁନା, ବ୍ୟାଙ୍କ୍ ଜମା, ଇନସ୍ୟୁ ରାନସ୍…
କାଲି ରାତିରେ ଘରକୁ ଫେରିନଥିଲେ ଯୁବକ: ଆଜି ବିଲରୁ ମିଳିଲା ମୃତଦେହ…
ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଧୀନସ୍ଥ ନହରା ପଞ୍ଚାୟତର କଣ୍ଠାଳିଆ ଗାଁ ନିକଟରେ ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ସେହି କଣ୍ଠାଳିଆ ଗ୍ରାମର…