Browsing Category

ଓଡିଶା

କାଲି ରାତିରେ ଘରକୁ ଫେରିନଥିଲେ ଯୁବକ: ଆଜି ବିଲରୁ ମିଳିଲା ମୃତଦେହ…

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଧୀନସ୍ଥ ନହରା ପଞ୍ଚାୟତର କଣ୍ଠାଳିଆ ଗାଁ ନିକଟରେ ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ସେହି କଣ୍ଠାଳିଆ ଗ୍ରାମର…

୧୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ବରିଷ୍ଠ କିରାଣି ସୁବ୍ରତ କାନୁନଗୋ…

ଯାଜପୁର: ଭିଜିଲାନ୍ସ ଜାଲରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ କିରାଣି ସୁବ୍ରତ କୁମାର କାନୁନଗୋ। ୧୦ ହଜାର ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍‌ ପାସ କରାଇଦେବା ନେଉଥିଲେ…

ଏସସିବିରୁ ଡିସଚାର୍ଜ ହେଲେ ସୁଶାନ୍ତ ଧଳସାମନ୍ତ…

କଟକ: କଟକ ଏସସିବିରୁ ଡିସଚାର୍ଜ ହେଲା ହାର୍ଡକୋର ଅପରାଧୀ ସୁଶାନ୍ତ ଧଳସାମନ୍ତ। ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ କାର୍ଡିଓଲୋଜି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବଲାଙ୍ଗୀର ଜେଲରୁ ତାଙ୍କୁ ଅଣାଯାଇଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଥିଲା…

ପୁରୀ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି…

ପୁରୀ: ପୁରୀ କୁ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ । ଦିନକୁ ଦିନ ଶ୍ରୀମନ୍ଦିରକୁ ପ୍ରବଳ ଭକ୍ତଙ୍କ ଭିଡ ଜମୁଥିବା ବେଳେ ବ୍ୟାରିକେଡ୍ ଭିଡ ଭିତରେ ଅନେକ ଭକ୍ତ ଅଚେତ ହେଇଯାଉଛନ୍ତି । ଆଗକୁ ନୂଆବର୍ଷ ଆସୁଛି ତେଣୁ ଆହୁରି…

ନୂଆ ବର୍ଷ ପାଇଁ ଟ୍ୱିନ ସିଟିରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ…

ଭୁବନେଶ୍ୱର : ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ…

ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା…

ପୁରୀ: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା । ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ବିଧର୍ମୀ ଗୋମାଂସ ଭକ୍ଷଣକାରୀ କାମିଆ ଜାନୀଙ୍କ ମହାପ୍ରସାଦ ସେବନ ସହ ପ୍ରଚାରପ୍ରସାର ଓ ଶ୍ରୀମନ୍ଦିର ଭିତରକୁ ପ୍ରବେଶକୁ ବିରୋଧ କରି…

କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ…

ସମ୍ବଲପୁର : କନେଷ୍ଟବଳଙ୍କୁ ମାଡ଼ ମାରି ୩ ଗିରଫ । ୩ଜଣଙ୍କୁ ଗିରଫ କଲା ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ । ଗତ ୨୫ ତାରିଖରେ ହୀରାକୁଦ ଡ୍ୟାମ ରାସ୍ତାରେ ଡ୍ୟୁଟି କରୁଥିଲେ ଜଣେ କନେଷ୍ଟବଳ। ଏହି ସମୟରେ କିଛି ଯୁବକ ଡ୍ୟାମ ବୁଲିବାକୁ ଆସିଥିଲେ । ସେହିଦିନ ହୀରାକୁଦ…

ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଘନ କୁହୁଡ଼ି : ପାଣିପାଗ ବିଭାଗ…

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ ଶୀତ ର ପ୍ରକୋପ କମିଥିବା ବେଳେ ରାତ୍ରି ତାପମାତ୍ରା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଗତ ୫ ଦିନ ହେବ ଘନ କୁହୁଡ଼ି ପାଇଁ ଯାତାୟତରେ…

ମା ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ…

ସମ୍ବଲପୁର : ମାଆ ସମଲେଶ୍ବରୀଙ୍କୁ ‘ପରିକ୍ରମା’ ନିମନ୍ତ୍ରଣ । ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ ସମ୍ବଲପୁର ଯାଇ ସମଲେଶ୍ବରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରତିନିଧି ଦଳକୁ ସମ୍ବଲପୁର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ଏହି…

ଗଞ୍ଜାମରେ ୨ କୋରୋନା ଆକ୍ରାନ୍ତ ଚିହ୍ନଟ…

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ନୂଆ…