Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ୨୦ ରୁ ଅତିଥି ନିମନ୍ତ୍ରଣ…
ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ । ଭବ୍ୟ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ଜୋରସୋରରେ ଲାଗିଛି ।…
ରାଜ୍ୟ ସାମ୍ବାଦିକ ସଂଘ, (SUJ)ଓଡିଶା ସୁନ୍ଦରଗଡ଼ ଜିଲ୍ଲା ର କର୍ମକର୍ତ୍ତା ଚୟନ…
ସାମ୍ବାଦିକଙ୍କ ସୁରକ୍ଷା, ସହାୟତା ଉପରେ ଆଲୋଚନା
ରାଉଲକେଲା, ୧୭|୧୨,ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସ୍ଥିତ ପାନ୍ଥନିବାସ ଠାରେ ରବିବାର ଦିନ ରାଜ୍ୟ ସାମ୍ବାଦିକ ସଂଘର ଓଡିଶା ସୁନ୍ଦରଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ ଓ ବନ୍ଧୁମିଳନ ହୋଇଯାଇଛି। ରବିବାର ଦିନ ସାମ୍ବାଦିକଙ୍କ ପଙ୍କଜ!-->!-->!-->!-->!-->…
ଫସଲହାନୀରୁ ଚାଷୀ ଆତ୍ମହତ୍ୟା..!
ବଲାଙ୍ଗୀର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା । ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଟିଟଲାଗଡ ବିନକେଲ ଗାଁର ଚମରୁ ବାଗ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଈ ମେଡିକାଲରେ…
କଟକ ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ, ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି…
କଟକ: କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି। ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ହେବ ଏହି ନବୀକରଣ କରାଯିବ । ଏଥିପାଇଁ ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ଡିପିଆର। ଏନେଇ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକ-ଏଜିଏମ…
ପରଲୋକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକ…
ଭୁବନେଶ୍ବର: ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଦର୍ଶନ ମୋହନ ପଟ୍ଟନାୟକଙ୍କ ପରଲୋକ । ଗତକାଲି (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସୁଦର୍ଶନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।
ସେ ରାଜ୍ୟ ମାନବାଧିକାର…
ସାକ୍ଷୀଗୋପୀନାଥ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି…
ପୁରୀ: ପୁରୀ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥଙ୍କ ଦକ୍ଷିଣ ପାର୍ଶ୍ଵରେ ଥିବା ମଦନମୋହନ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ବେଳେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସତ୍ୟବାଦୀ…
ପୋଲିସ-ମାଓବାଦୀ ଗୁଳିବନିମୟ, ଜଣେ ଯବାନ ସହିଦ…
ମାଲକାନଗିର : ମାଓବାଦୀଙ୍କ ଗୁଳିରେ CRPF ASI ସହିଦ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ବେଦ କ୍ୟାମ୍ପରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ CRPF ର ଜଣେ ASI ସହିଦ ହୋଇଥିବାବେଳେ ଆଉ ଜଣେ ଯବାନ…
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର…
ଜଳେଶ୍ୱର : ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ। ମୃତକ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଲଦା ଗାଁର ଖୁଦିରାମ ବେହେରାଙ୍କ ସ୍ତ୍ରୀ ମଞ୍ଜୁରାଣୀ । ପାରିବାରିକ କଳହକୁ ନେଇ ମହିଳା ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି…
ରାଜ୍ୟରେ ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା…
ଭୁବନେଶ୍ବର: ଆଭ୍ୟନ୍ତରରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଶୀତଲହରୀ । ଫଳରେ ଜାଡରେ ଥରୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଛି । ଆଉ ଥଣ୍ଡା ସମୟରେ ନିଆଁ ଜାଳି ଉପଶମ ପାଉଛନ୍ତି ଲୋକେ । ଫଳରେ ସ୍ଥାନେ ସ୍ଥାନରେ ଅଧିକ…
ପୋଖରୀ ହୁଡ଼ାରେ ନାବାଳକର ଗଳାକଟା ମୃତଦେହ ଠାବ, ହତ୍ୟା ସନ୍ଦେହ
ସାଲେପୁର: ସାଲେପୁରରେ ୧୨ ବର୍ଷ ନାବାଳକକୁ ବେକ କାଟି ହତ୍ୟା । ଜଗତପୁର ଥାନା ଅଧୀନ ପୁବଗଛ ଚନ୍ଦନ ପୋଖରୀ ହୁଡ଼ା ନିକଟରେ ନାବାଳକର ଗଳାକଟା ମୃତଦେହ ଠାବ ହୋଇଛି। ମୃତ ନାବାଳକ ଜଣଙ୍କ ହେଉଛି ପୂର୍ବକଚ୍ଛ ଗାଁର ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ।
କାଲି ରାତିରୁ…