Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ତାରା କହିଲେ- ଡୁ ନଟ୍ ଚ୍ୟାଲେଞ୍ଜ ମି…
କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଲକ୍ଷ୍ମୀ ବସ୍ର ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୩୮ଟି ଲକ୍ଷ୍ମୀ ବସ୍ ଚାଲିବ। ଏଥିପାଇଁ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଆଜି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ବନ୍ଧା ହେଲେ ନୟାଗଡ଼ ସବ୍ରେଜିଷ୍ଟ୍ରାର…
ନୟାଗଡ଼ : ନୟାଗଡ଼ ଜିଲ୍ଲା ସବ୍ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ତୁଳନାରେ ୭୯% ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଗତକାଲି…
ମଦ ବେପାରୀଙ୍କ ଟଙ୍କା ନୁହେଁ ବିଜେଡିର ଦଳୀୟ ପାଣ୍ଠି : ମନମୋହନ
ଭୁବନେଶ୍ୱର: ଆୟକର ବିଭାଗ ମଦ ବ୍ୟବସାୟୀଙ୍କ ଠାରୁ ଜବତ କରିଥିବା ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିବା ଘଟଣାରେ ବିଜେପି ଆଜି ବିଜେଡ଼ିକୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି ଯେ ଏହା ମଦ ବ୍ୟବସାୟୀଙ୍କ ଟଙ୍କା ନା ଦଳୀୟ…
ଅଣ୍ଡା ଦାନ ପୂର୍ବରୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା…
ଭୁବନେଶ୍ୱର: ଅଣ୍ଡା ଦାନ ପୂର୍ବରୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ଏବେ ବନବିଭାଗକୁ ଘାରିଛି | ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ ୩୧ ନଭେମ୍ବରରୁ ମେ ୧ ପର୍ଯ୍ୟନ୍ତ ମାଛ ମାରିବା ଉପରେ କଟକଣା ଲାଗିଛି | ଅଣ୍ଡାଦାନ ସମୟରେ ଡିଆରଡିଓ କଲାମ ଦ୍ବୀପରୁ…
ରଂଜିତ ପାତ୍ର ହେଲେ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି…
ଭୁବନେଶ୍ବର: ରାଜ୍ୟର ଯୁବ କଂଗ୍ରେସ ସଭାପତି ବଦଳିଛନ୍ତି। ରଂଜିତ ପାତ୍ରଙ୍କୁ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତି ମିଳିଛି। ରଂଜିତଙ୍କୁ ସଭାପତି ଭାବେ ଏଆଇସିସି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ନିଯୁକ୍ତ କରିଛନ୍ତି। ସେହିପରି ସାଗର ଚରଣ ଦାସ ଓ…
ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ୭ଡିଗ୍ରି ରେକର୍ଡ…
ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡା ସହର ଘୁ.ଉଦୟଗିରିରେ ଥଣ୍ଡାର ପ୍ରକୋପ ଜାରି ରହିଥିବା ବେଳେ ତାପମାତ୍ରା ଦିନକୁ ଦିନ ତଲମୁଁହା ହେବାରେ ଲାଗିଛି। ସପ୍ତାହେ ହେଲା ପାରଦ ତଳମୁଁହା ହେବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଆଜି…
ବିଜେଡିର ପ୍ରତିଷ୍ଠା ଦିବସ ପ୍ରସ୍ତୁତି: ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ…
ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଆସନ୍ତା ୨୬ ତାରିଖରେ ୨୬ ବର୍ଷ ପୂରଣ କରି ୨୭ ବର୍ଷରେ ପାଦ ଥାପିବ। ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତାକାଲି (ଡିସେମ୍ବର ୧୫) ଶଙ୍ଖ ଭବନରେ ରାଜ୍ୟର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବିଜେଡିି…
ଅନିଶ୍ଚିତତା ମଧ୍ୟରେ ଗୋପାଳପୁର ବେଳାଭୂମି ମୋହତ୍ସବ : ଅନେକ ପ୍ରଶ୍ନ ବଳୟ ଓ ଅଦୃଶ୍ୟ ଭୟ ରେ ଚୁପ ରହିଛି କି…
ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ ଆୟୋଜିତ ହେଉଥିବା ବେଳାଭୂମି ମୋହତ୍ସବ ୨୦୨୩ ନ ହେବା କୁ ନେଇ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରି ଥିବା ବେଳେ ସ୍ଥାନୀୟ ବିଧାୟକ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ଭୟ ରେ ଶାସକ ଦଳର ପ୍ରଚାର ପ୍ରସାର ସର୍ବସ୍ବ ଦାମିକା ଉତ୍ସବ ଆଜି ନେଇ ନିଷ୍ପ୍ରଭ!-->!-->!-->…
ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମ ସମର୍ପଣ
ଫୁଲବାଣୀ : ଆଜି କନ୍ଧମାଳ ଡିପିଓ ସମ୍ମିଳନୀ କକ୍ଷରେ ପୋଲିସ ରାଜ୍ୟ ମହା ନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ l ଦୁଇଜଣ ହାର୍ଡକୋର ମାଓବାଦୀ ଯଥା ରଞ୍ଜିତ ନେତାମ@ ବଟଲୁ @ ଧର୍ମ (କ୍ଷେତ୍ର କମିଟି ସଦସ୍ୟ) ଏବଂ ସିପିଆଇର କଳାହାଣ୍ଡି କନ୍ଧମାଳ!-->!-->!-->…
ଏଣିକି ‘ଲକ୍ଷ୍ମୀ ବସ’ରେ କ୍ୟାସଲେସ୍ ଯାତ୍ରା: ଆରମ୍ଭ ହେଲା ୟୁପିଆଇ କ୍ୟୁଆର କୋଡ୍ ବ୍ୟବସ୍ଥା…
ଭୁବନେଶ୍ୱର: ‘ଲକ୍ଷ୍ମୀ ବସ’ରେ ଯାତ୍ରା ହେବ କ୍ୟାସଲେସ୍ । ଅର୍ଥାତ ଆପଣ ଚାହିଁଲେ କ୍ୟାସ ନ ଦେଇ ୟୁପିଆଇ କ୍ୟୁଆର କୋଡରେ ବସ ଭଡା ଦେଇ ପାରିବେ । ଲକ୍ଷ୍ମୀ ବସରେ କ୍ୟାସଲେସ ଏବଂ ସୁବିଧାଜନକ ପରିବହନ ପାଇଁ ବାଣିଜ୍ୟ ଓ ପରିବହନ…