Browsing Category

ଓଡିଶା

ଅବସରପ୍ରାପ୍ତ ଜଜଙ୍କ ଘରୁ ଲୁଟ୍‌…

ଭୁବନେଶ୍ବର: ଦିନକୁ ଦିନ ଅସୁରକ୍ଷିତ ମଣୁଛନ୍ତି ରାଜଧାନୀବାସୀ। ଅନାୟସରେ ଘରେ ପଶି ଲୁଟ୍‌ପାଟ୍‌ କରି ଚମ୍ପଟ ମାରୁଛନ୍ତି। ହେଲେ କମିଶନରେଟ୍‌ ପୁଲିସ୍‌ ଅସହାୟ। ରାଜଧାନୀର କୁହାଳିଆ ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ୱିତ ରାତିରେ…

SDOଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାଟର ଭିତରୁ ମିଳିଲା ମୃତଦେହ

କଳାହାଣ୍ଡି : କ୍ବାର୍ଟର୍ସରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ କ୍ବାର୍ଟର୍ସ ଭିତରୁ SDOଙ୍କ ମୃତଦେହ ଉଦ୍ଧାର । ଜଳସମ୍ପଦ ବିଭାଗର SDOଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ SDO ଜଣଙ୍କ ହେଲେ ରଂଜିତ କୁମାର କର୍ଜି । ସେ ରାୟଗଡା ଜିଲ୍ଲା…

ଟ୍ରେନଲାଇନରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ

ନୂଆପଡା: ମୃତ୍ୟୁ ଏମିତି ଆସେ ଅତର୍କିତ । ଝାମ୍ପିନିଏ ଜୀବନ । ହଠାତ ମୃତ୍ୟୁକୁ ସାମ୍ନାରେ ଦେଖୁଥିବା ମଣିଷ ବି ଅସହାୟ ହୋଇପଡେ । ଚେଷ୍ଟା କରି ବି ନିଜକୁ ବଞ୍ଚାଇ ପାରେନି । ଏମିତି ଏକ ପରିସ୍ଥିତିରେ ସିଗନାଲ ଇଞ୍ଜିନିୟର ଅନୁପ ରାୟଙ୍କର ମୃତ୍ୟୁ ଘଟିଥିଲା । ସେ…

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ…

ଦେବଗଡ଼: ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା – ମହୁଲନାଲି ରାସ୍ତା କଡ଼ରୁ ବାରକୋଟ ଯୁକ୍ତ ୨ ମହା ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ମିଲୁ ଚରଣ ବେହେରା। ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ…

ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ…

ଅନୁଗୋଳ: ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକ ଦୁଇ ଜଣ ହେଉଛନ୍ତି ୧୮ ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ…

ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଗିରଫ…

ସମ୍ବଲପୁର : ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଗିରଫ । ମୋବାଇଲ ଛଡାଇ ତଥା ଟଂକା ଲୁଟ ଅଭିଯୋଗରେ ଗିରଫ ହେଲେ ପୋଲିସ କର୍ମଚାରୀ । ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଅଇଁଠାପାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୌତମ…

ଯେତେ ଗଣିଲେ ସେତେ ବାହାରୁଛି, ୩୦୦ କୋଟି ପାର କରିବା ଆଶଙ୍କା

ଭୁବନେଶ୍ଵର/ ବଲାଙ୍ଗିର: ଯେତେ ଗଣିଲେ ସେତେ ବାହାରୁଛି । ସରିବାର ନାଁ ନେଉନାହିଁ ଟଙ୍କା । ଟଙ୍କା ଗଣି ଗଣି ହାଲିଆ ହେଲେଣି ବ୍ୟାଙ୍କ ଓ ଆଇଟି ଅଧିକାରୀ । ଗତ ଦୁଇ ଦିନରେ ୨୦୦ କୋଟି ଟଙ୍କା ମିଳିଥିବା ବେଳେ ଆଜି ହେଉଛି ତୃତୀୟ ଦିନ । ଏହାରି ଭିତରେ ଜବତ ଟଙ୍କାର…

ମହାନଦୀକୁ ଡେଇଁଲେ ଯୁବକ, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ

ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ । କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକଙ୍କୁ ଦେଖି ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପରେ…

‘ମୋ ବସ୍’ ସେବା ସମ୍ପ୍ରସାରିତ ହେବାକୁ ବିରୋଧ କଲା ଘରୋଇ ବସ ସଂଘ

ଭୁବନେଶ୍ୱର: ରାଜ୍ୟ ସରକାର ‘ମୋ ବସ୍’ ସେବାକୁ ନୂଆ ରୁଟ୍ ଜରିଆରେ ସମ୍ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି। ଏବେ ଏହାକୁ ରାଜ୍ୟ ବସ ସଂଘ ତୀବ୍ର ବିରୋଧ କରିଛି। ଏହି ସମ୍ପ୍ରସାରଣ ଫଳରେ ସେମାନଙ୍କ ଜୀବିକା ଓ ବ୍ୟବସାୟର ବଞ୍ଚିବା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି…

ଚୋରା ବାଲି ସମ୍ରାଟ ଗିରଫ ପରେ ଆଉ ଜଣେ କୁବେର ମଦ ବ୍ୟବସୟୀ ପାଖରୁ ପେଟି ପେଟି ଟଙ୍କା ଜବତ : ଅନ୍ୟ ମଦ ବ୍ୟବସୟୀ ଓ ବାଲି…

ଭୁବନେଶ୍ୱର : ୮-୧୨ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ଦଶନ୍ଧି ଧରି ଚାଲିଥିଲା ଚୋରା ବାଲି ବ୍ୟବସାୟ। ଏହି ଚୋରା ବାଲିର ସର୍ଦାର ତଥା ସମ୍ରାଟ କୃପାସିନ୍ଧୁ ମୁଦୁଲି କୁ କୋଦଳା ପୋଲିସ ଧରିବା ପରେ ଟିକେ ଟିକେ ଗୁମର ଖୋଲିଲା। କୋଟି କୋଟି ଟଙ୍କାର ମାଲିକ ଥିବା ସମ୍ପର୍କରେ ପର୍ଦ୍ଧାଫାସ ହୋଇଥିଲା।