Browsing Category

ଓଡିଶା

ଘରେ ପଶି ପରିବାର ସଦସ୍ୟଙ୍କୁ ମାଡ ମାରିବା ଅଭିଯୋଗରେ ୩ ଗିରଫ…

ଖୋର୍ଦ୍ଧା: ପୂର୍ବ ଶତୃତାକୁ କେନ୍ଦ୍ରକରି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ରଥିପୁରର ଗ୍ରାମରେ ଗୋଟିଏ ପରିବାର ଉପରେ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ରଥିପୁର…

ବାଲି-ମଦ-ଜମି ମାଫିଆ ବର୍ତ୍ତମାନ ର ନୂଆ ସମାଜ ସେବୀ : ଏବେ ଟିକେଟ ପାଇଁ ଗୋଡାଣିଆ .. !

ଭୁବନେଶ୍ୱର : ୨୯-୧୧ ଆଗକୁ ସାଧରଣ ନିର୍ବାଚନ ବିଭିନ୍ନ ସଭା ସମିତି କ୍ରିକେଟ ମ୍ୟାଚ ଆଧ୍ୟାତ୍ମିକ ପରିବେଶ ଭିତରେ ଏବେ ବାଲି- ମଦ-ଜମି ମାଫିଆ ଓ ସମାଜ ସେବୀ ମାନଙ୍କୁ ବେଶି ଦେଖିବାକୁ ମିଳୁଛି। ବାଲି-ମଦ-ଜମି ମାଫିଆ ମାନେ ମୁଠା ମୁଠା ଟଙ୍କାର ମାଲିକ ହେବା ପରେ ଏବେ ସମାଜ ସେବୀ ପାଲଟିଛନ୍ତି।

ସ୍ୱଚ୍ଛ ତଥା ସବୁଜ ପଶ୍ଚିମ ଓଡିଶା ବାର୍ତା ନେଇ ମହେନ୍ଦ୍ରଙ୍କ ସାଇକେଲ ଯାତ୍ରା ସମ୍ପନ୍ନ…

ଦେବଗଡ଼,୨୮ା୧୧:ସ୍ୱଚ୍ଛ ତଥା ସବୁଜ ପଶ୍ଚିମ ଓଡିଶା ବାର୍ତା ନେଇ ସମ୍ବଲପୁର ସ୍ଥିତ ‘ପ୍ରୟାସ’ ପରିବାରର ସଦସ୍ୟ ମହେନ୍ଦ୍ର ବଗର୍ତୀ ଗତ ୨୦ ତାରିଖ ଦିନ ସାଇକେଲ ଯୋଗେ ପଂଚିମ ଓଡିଶା ପରିକ୍ରମା ଆରମ୍ଭ କରିଥିବା ବେଳେ ଏହା ମଙ୍ଗଳବାର ଦେବଗଡରେ ଶେଷ ହୋଇଛି । ଏହି ଯାତ୍ରାର ଅନ୍ତିମ ସଂଧ୍ୟାରେ

ମତ୍ସ୍ୟଜୀବୀଙ୍କୁ ଆସନ୍ତା ୧ ରୁ ସମୁଦ୍ର ଯିବାକୁ ମନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଉପରେ ଆଇଏମଡିର ପୂର୍ବାନୁମାନ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଓଡିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କ ପାଇଁ ହାଇ ଆଲର୍ଟ ଜାରି କରିଛି। ଏସଆରସି କହିବା ଅନୁସାରେ ବାତ୍ୟା ମିଚାଉଙ୍ଗ୍‌ ପଶ୍ଚିମ ଓ ଉତ୍ତର-ପଶ୍ଚିମ…

ଚୀନର ନୂଆ ଭାଇରସ, ଭୟଭୀତ ନହେବାକୁ ପରାମର୍ଶ

କୋଭିଡ୍ ପରେ ଏବେ ଚୀନର ଆଉ ଏକ ଭାଇରସ୍ ‘ଏଚ୯ଏନ୨’କୁ ନେଇ ଗଣମାଧ୍ୟମରେ ଆଶଙ୍କା ଲାଗି ରହିବାରୁ ମୁହଁ ଖୋଲିଛନ୍ତି ରାଜ୍ୟ ସରକାର। ଚୀନର ଏହି ଭାଇରସକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।…

ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ

ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଦୁଇ ଦିନ ହେଲା ଥାନା ବାବୁଙ୍କ ଘରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ ହୋଇଛି । ଗତକାଲିଠୁ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ବଣ୍ଡଲ ବଣ୍ଡଲ…

ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ସନ୍‌ଲିସା

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଯୁକ୍ତିଯୁକ୍ତ। ରାଜ୍ୟ ସରକାରଙ୍କ ସହ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆଲୋଚନା କରିବା ବେଳେ ଦାବିକୁ ସ୍ବୀକାର କରିଛନ୍ତି ଶିଳ୍ପ ସଚିବ। ଏହାପରେ ମଙ୍ଗଳବାର ଫିଲ୍ମ ନିର୍ମାତା ସାନଲିସା ପଟେଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯେଉଁ ଧାରଣା ଦେଇଥିଲେ…

ହାତ ପାଆନ୍ତାରେ ବ୍ୟାଙ୍କ ସେବା, ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହାତ ପାଆନ୍ତାରେ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୭୫୦ CSP ପ୍ଲସ୍ ଶାଖାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ହଜାର ୩ ଶହରୁ ଅଧିକ ବ୍ୟାଙ୍କ ନଥିବା ପଞ୍ଚାୟତରେ CSP ପ୍ଲସ୍ ଶାଖା ରହିବ। ଯେଉଁଥିରେ…

ପାରାଦୀପ ବନ୍ଦରର ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପାରାଦୀପରେ ବୈଇତ ବନ୍ଦାଣ ଉତ୍ସବ ପାଳନ ହେବା ପରେ ପାରାଦୀପ ବନ୍ଦରର ବିକାଶରେ ରାଜ୍ୟ ସରକାର ବାଧା ସାଜିଛନ୍ତି ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ…