Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଧାନ କାଟିବା ପାଇଁ ଆନ୍ଧ୍ରକୁ ଚାଲାଣ କରାଯାଉଥିଲା,୨୧ ଶିଶୁ ଶ୍ରମିକ ଉଦ୍ଧାର…
ସେମିଳିଗୁଡ଼ା : ଧାନ କାଟିବା କାର୍ଯ୍ୟରେ ନିୟୋଜନ ପାଇଁ ଆନ୍ଧ୍ରକୁ ଚାଲାଣ କରାଯାଉଥିଲା। ବସ୍ ଷ୍ଟାଣ୍ଡରୁ ୧୭ ନାବାଳିକା ଓ ୪ ନାବାଳକଙ୍କୁ ଉଦ୍ଧାର କରିଛି ପୁଲିସ। ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ଏହି ଘଟଣାରେ ପୁଲିସ ୩ ଜଣ ଦଲାଲଙ୍କୁ ଅଟକ ରଖିଛି। ଉଦ୍ଧାର ଶିଶୁ…
୧୦ହଜାର ମେଟ୍ରିକ୍ ଟନ୍ ମକା ଗଲା ଆନ୍ଧ୍ର ଓ ତାମିଲନାଡୁ…
ଜୟପୁର: ଏହି ବର୍ଷ ଠାରୁ କୋରାପୁଟିଆ ମକା ମଂଜି ବିଦେଶକୁ ରପ୍ତାନୀ କରାଯିବା ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଦେଶରେ ଉତ୍ପାଦିତ ଖାଦ୍ୟ ଶସ୍ୟ ଦେଶ ମଧ୍ୟରେ ବିକ୍ରି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଶେଷ ପର୍ଯ୍ୟାୟରେ ରହିଛି ମକା ମଂଜି ଉତ୍ପାଦନ। ଅବିଭକ୍ତ…
ଗରମ ଡାଲି ପଡ଼ି ବୋଝିଆ ସେବାୟତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି…
ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି। ଆଜି ବାଇଶି ପାହାଚରେ ଠେଲାପେଲା ଯୋଗୁଁ ଜଣେ ବୋଝିଆ ସେବାୟତ ଗୁରୁତର ହୋଇଛନ୍ତି। ଗୁରୁତର ସେବାୟତ ହେଲେ ଜମ୍ବେଶ୍ବର ବରାଡ଼ (୪୭)।
ସୂଚନା ଅନୁସାରେ ସଦର ଥାନା ଅଧୀନ କନ୍ଥପୁର ନିବାସୀ ଜମ୍ବେଶ୍ବର ବରାଡ଼ ଆଜି ବେତାରେ…
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର…
ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟମାନଙ୍କୁ…
ମୁମ୍ବାଇରେ ସୁଟକେଶ ଭିତରୁ ମିଳିଥିଲା ମୃତଦେହ…
ସୁନ୍ଦରଗଡ଼: ଗତ ୧୯ ତାରିଖ ରବିବାର ମୁମ୍ବାଇ କୁର୍ଲା ଷ୍ଟେସନ ଯିବା ରାସ୍ତାରେ ଏକ ସୁଟକେଶ ମଧ୍ୟରୁ ମିଳିଥିବା ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବୁନ୍ଦଲିକାନି ଗାଁର ଯୁବତୀ ପ୍ରତିମା କିସପଟ୍ଟାଙ୍କର ମୃତଦେହ ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ…
ପଞ୍ଚାୟତ ହେଉଛି ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର/ରାୟଗଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ…
ପ୍ରେମିକାକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତିଦେଲେ ପ୍ରେମିକ..!
ଉମରକୋଟ : ପ୍ରେମିକ କ’ଣ ଏତେ ନୃଶଂସ ହୋଇପାରେ? ଦେଢ଼ ବର୍ଷର ପ୍ରମ ସମ୍ପର୍କକୁ କ୍ଷଣକ ଭିତରେ ଛିନ୍ନ କରିଦେଲେ। ପ୍ରେମିକାକୁ ମାରି ୩୧ ଖଣ୍ଡ କରି ଜଙ୍ଗଲ ଭିତରେ ପୋତିଦେଲେ! ଏମିତି ଲୋମ ଟଙ୍କୁରା ଦୃଶ୍ୟ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ…
କାବୁହେଲା ଗାଁରେ ବୁଲୁଥିବା ଦନ୍ତା ହାତୀ…
ଯାଜପୁର : ଗାଁରେ ବୁଲୁଥିବା ହାତୀ କାବୁ ହେଲା। ଟ୍ରାଙ୍କୁଲାଇଜ୍ କରି କାବୁ କଲା ବନ ବିଭାଗ। ହାତୀକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। ଆଜି ଏପରି ଖବର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରୁ ଆସିଛି।
ଗୋଠ ଛଡ଼ା ଦନ୍ତା ହାତୀଟି ପଞ୍ଜରା ସାହି ସ୍କୁଲ…
କେନ୍ଦ୍ରାପଡ଼ା, ଯାଜପୁରରେ ଗ୍ରିନ୍ ଆମୋନିଆ କାରଖାନା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୩ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ବୈଠକରେ ୮୪,୯୧୮.୭୫ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ…
‘୨୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ’
ପୁରୀ : ଆସନ୍ତା ୨୮ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ କାର୍ତ୍ତିକ ପୂର୍ଣ୍ଣମୀ ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଏନେଇ…