Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୮ ତାରିଖକୁ ବଦଳିବ ପାଗ, ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ବର: ତାତିରେ ରେକର୍ଡ କଲା ଝାରସୁଗୁଡ଼ା । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି । ଯାହା ଏକ ନୂଆ ରେକର୍ଡ । ଦେଶର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡ଼ା । ଅନ୍ୟପାଟେ ରାଜ୍ୟରେ!-->…
ପିଲା ଚୋରି କରି ଚାଲିଥଲା ଭିକ୍ଷା ବୃତ୍ତି, ୫ ଗିରଫ, ୯ ବାଳକ ଉଦ୍ଧାର
ବ୍ରହ୍ମପୁର : ବର୍ଷ ବର୍ଷ ଧରି ବ୍ରହ୍ମପୁର ସହରର ସୁବାଷ ବୋଷ ଛକ ଟ୍ରାଫିକ ପୋଷ୍ଟ ପାଖରେ ଭିକ୍ଷା ମାଗୁଥିଲେ କିଛି ପିଲା l ଆଉ ଦୂରରୁ ସେମାନଙ୍କ ଉପରେ ନଜର ରଖୁଥିଲେ କଛି ଲୋକ l ଏମିତି ଚାଲିଥିଲା ଭିକ୍ଷା ବୃତ୍ତି l ରାତିରେ ସମସ୍ତେ ରହୁଥିଲେ 4 ନମ୍ବର ପ୍ଲାଟଫର୍ମର ଓଭର ବ୍ରିଜ ତଳେ!-->…
‘ଗୋ-ହୋମଷ୍ଟେ’ ପୋର୍ଟାଲ୍ ଶୁଭାରମ୍ଭ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଭୁବନେଶ୍ୱରସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ (Go-Homestay) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାରେ ସମୁଦାୟ-ନେତୃତ୍ୱାଧୀନ ପର୍ଯ୍ୟଟନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ!-->…
ଜନସାଧାରଣଙ୍କୁ ସଚେତନ କରିବ ଓଡ଼ିଶା ପୋଲିସର “ନ୍ୟାୟ ସଂହିତା ପ୍ରଦର୍ଶନୀ”
ଭୁବନେଶ୍ୱର : ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୟୁନିଟ–III ସ୍ଥିତ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆୟୋଜନ କରାଯାଉଛି।
ଆସନ୍ତା!-->!-->!-->…
ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼: ପ୍ରତିବାଦରେ ବିଇଓଙ୍କ ଅଫିସ ଆଗରେ ଧାରଣା
ବାସୁଦେବପୁର: ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଗତ ଫେବୃଆରୀ ୨୮ ତାରିଖରେ ଏହାର ପ୍ରତିବାଦରେ ଅଭିଭାବକଙ୍କ ସମେତ ପୀଡିତାଙ୍କ ପରିବାର ଓ କେତେକ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ । ସେହି ସମୟରେ ପ୍ରଧାନଶିକ୍ଷକ ଅବିନାଶ ପ୍ରଧାନଙ୍କୁ ମାଡ!-->…
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ଵର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି। ଏନେଇ ଏମ୍ସ ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳ ୯ଟାରେ ଦିଲ୍ଲୀ ବାହାରିଲେ ସୁରେଶ ପୂଜାରୀ । ମଙ୍ଗଳବାର ରାତିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ!-->…
ଆସନ୍ତାକାଲି ଅମିତ ଶାହାଙ୍କ ଓଡ଼ିଶା ଗସ୍ତ
ଭୁବନେଶ୍ଵର: ଆଜି ନୁହେଁ ଆସନ୍ତାକାଲି ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ। କାଲି ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିବେ । ସେଠୁ ସିଧାସଳଖ କଟକ ମୁଣ୍ଡଳୀ ଯାଇ ସି.ଆଇ.ଏସ.ଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ଣରେ ଜଟଣୀ ଠାରେ!-->…
ଦୁଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ : ଗୁଳିମାଡ଼ରେ ୨ ଗୁରୁତର
ରେଢ଼ାଖୋଲ : ଦୁଇ ଗାଁ ଭିତରେ ଗୋଷ୍ଠୀ ସଂଘର୍ଷ,ଗାଁରେ ଫୁଟିଲା ଗୁଳି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଣିକପୁର ଓ ଝାରବନ୍ଧଲି ଗାଁ ମଧ୍ୟରେ ଘଟିଛି ଗୋଷ୍ଠୀ ସଂଘର୍ଷ। ଝାରବନ୍ଧିଲି ଗ୍ରାମର ୨ଜଣ ଗୁରୁତରଥିବା ବେଳେ ମାଣିକପୁର ଗ୍ରାମର!-->…
ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା-ଜିଲ୍ଲାରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ମୃତ!-->…
କୋର୍ଟ ଆଗରେ ଯୁବକଙ୍କୁ ହତ୍ୟା
ଭଞ୍ଜନଗର : କୋର୍ଟ ସମ୍ମୁଖରେ କ୍ରାଇମ । ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଘଟିଛି ଛାତିଥରା ହତ୍ୟାକାଣ୍ଡ । ମୃତ ଯୁବକ ଭଞ୍ଜନଗର ଥାନା ବୁଦୁଲି ଗାଁର ଅଶୋକ ସ୍ବାଇଁ । ସୂଚନା ଅନସାରେ, କୌଣସି ଏକ ମାମଲାର ଶୁଣାଣି ପାଇଁ!-->…