Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଦ୍ୟୁତ ଆଘାତରେ ମା-ପୁଅଙ୍କ ମୃତ୍ୟୁ, ଅଜା ଗୁରୁତର
ବ୍ରହ୍ମପୁର : ଖଲ୍ଲିକୋଟ ଥାନ ଅନ୍ତର୍ଗତ ଲୋଙ୍ଘର ଗ୍ରାମରେ ଅଭାବନୀୟ ଘଟଣା l ବିଦ୍ୟୁତ ଆଘାତରେ ହୋଇଛି ମା-ପୁଅଙ୍କ ମୃତ୍ୟୁ l ସୂଚନା ଅନୁଯାଇ ଗ୍ରାମର ଲକ୍ଷ୍ମୀ ପାହାନଙ୍କ ଘର ନିର୍ମାଣ ଚାଲୁଥିବା ବେଳେ…
ପୁରୀରୁ ହାତୀ ଦାନ୍ତ ଜବତ, ତିନି ଅଭିଯୁକ୍ତ ଗିରଫ…
ପୁରୀ : ପୁରୀରେ ହାତୀ ଦାନ୍ତ ଜବତ । ପୁରୀ ସେଣ୍ଟ୍ରାଲ ସ୍କୁଲ ପଛପଟେ ଚଢାଉ କରି ୪୪୨ ଗ୍ରାମର ଦୁଇ ଖଣ୍ଡ ହାତୀ ଦାନ୍ତ ଜବତ କଲା ପୁରୀ ତାଳବଣିଆ ଥାନା ପୋଲିସ । ହାତୀ ଦାନ୍ତ ସହ ଗୋଟିଏ ବାଇକ୍ ଜବତ ହୋଇଛି । ଘଟଣାରେ ବାପା,ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି…
ରାଜ୍ୟ ସରକାରଙ୍କ ଦଶହରା ଭେଟି: ୪% ବଢିଲା ମହଙ୍ଗା ଭତ୍ତା…
ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ଦେଲେ ରାଜ୍ୟ ସରକାର । ରାଜ୍ୟ ସରକାରୀ କର୍ମଚାରୀଙ୍କର ୪% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୪% ବୃଦ୍ଧି ସହିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବଢ଼ିଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ…
ଗଜପତିବାସୀଙ୍କୁ ମିଳିଲା ଲକ୍ଷ୍ମୀ ବସ୍ ସେବା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍…
ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ଖୋଲିପାରିବେନି କ୍ଲିନିକ, ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା
କଟକ : ରାଜ୍ୟରେ ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତରମାନେ କ୍ଲିନିକ ବା ଘରୋଇ ହସ୍ପିଟାଲରେ ରୋଗୀ ଦେଖାକୁ ସମ୍ପୂର୍ଣ୍ଣ ଲଗାମ ଲଗାଇବାକୁ ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍ୱାର୍ଥ…
ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବା ଠିକ ସମୟ: ଗଜପତି ମହାରାଜା
ପୁରୀ:ରତ୍ନ ଭଣ୍ଡାର ଖୋଲିବ ବୋଲି କହିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବ । ଉଭୟେ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ ।
ଏ ନେଇ ଏକ ପ୍ରେସ…
ବିଜେପିର ଅଭିଯୋଗ, ବସ୍ ସେବା ଠପ୍ କରିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର
ଭୁବନେଶ୍ୱର:ପାର୍ବଣରେ ଲୋକେ ଘରକୁ ଯିବାକୁ ବ୍ୟସ୍ତ । ହେଲେ ବସ ଧର୍ମଘଟ ଯୋଗୁ ବସ ଚଳାଚଳ ଠପ ହୋଇଯାଇଛି । ଲୋକେ ବସଷ୍ଟାଣ୍ଡରେ ବସି କାନ୍ଦୁଛନ୍ତି । ଲକ୍ଷ ଲକ୍ଷ ଯାତ୍ରୀ କାନ୍ଦୁଛନ୍ତି । ହେଲେ ରାଜ୍ୟ…
ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ…
ଭୁବନେଶ୍ବର: ଆଜି ଘରୋଇ ବସ୍ ଧର୍ମଘଟ ଜାରି ରହିଥିବା ବେଳେ କେତେକ ସ୍ଥାନରେ ବସ୍ ଚଳାଚଳ କରୁଥିବାର ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲାରେ କିନ୍ତୁ ବସ୍ ଧର୍ମଘଟର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱରରେ ଗୋଟିଏ ସଂଘ ରାଜ୍ୟ ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରାକୁ…
ସାଲିଆ ସାହିରେ ଚଢାଉ, ବିପୁଳ ମଦ ସାମଗ୍ରୀ ଜବତ, ୧୫ ଗିରଫ…
ଭୁବନେଶ୍ବର: ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ପୂଜା ପାଇଁ ମଦ ପ୍ରସ୍ତୁତ ହେଉଥିବାବେଳେ ଛାପା ମାରିଛି ଅବକାରୀ ଥାନା । ଚଢାଉ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଏଥି ସହ ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି ।…
ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ୱ ବିକାଶ କାହାଣୀ : ବିଜେପି
ଭୁବନେଶ୍ୱର:ଲୋକଙ୍କୁ ନାହିଁ ପିଇବା ପାଣି । ପ୍ରଚାର ସର୍ବସ୍ୱ ବିକାଶ କାହାଣୀ । କେନ୍ଦ୍ର ସରକାର ପାନୀୟ ଜଳ ଯୋଗାଣ ପାଇଁ ଅନୁଦାନ ଦେଉଥିଲେ ହେଁ ରାଜ୍ୟ ସରକାର ଖର୍ଚ୍ଚ କରୁନାହାନ୍ତି । ଟଙ୍କା ଫେରି…