Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାସକୁ ୧୦୦୦ ଗଣ୍ଠିବାତ, ଅଟୋଇମ୍ୟୁନ୍ ରୋଗୀ ଏମ୍ସ ଭୁବନେଶ୍ୱରକୁ ଆସୁଛନ୍ତି : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଭୁବନେଶ୍ୱର: ବିଭିନ୍ନ ଗଣ୍ଠିବାତ (ଆର୍ଥ୍ରାଇଟିସ୍) ଏବଂ ଅଟୋଇମ୍ୟୁନ୍ ରୋଗରେ ପୀଡ଼ିତ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ମାସ ଏମ୍ସ ଭୁବନେଶ୍ୱର ଜେନେରାଲ ମେଡିସିନ୍(ଭେଷଜ) ବିଭାଗ ଓପିଡିକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୫୦ରୁ ଅଧିକ ରୋଗୀଙ୍କୁ…
ଅକ୍ଟୋବର ୨୦ ସକାଳ ୬ଟାରୁ ରାଜ୍ୟରେ ଗଡ଼ିବନି ଘରୋଇ ଯାତ୍ରୀବାହୀ ବସ୍, ହନ୍ତସନ୍ତ ହେବେ ଯାତ୍ରୀ…
ଭୁବନେଶ୍ବର: ରାଜ୍ୟବ୍ୟାପି ଅକ୍ଟୋବର ୨୦ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ। ଏହି କାରଣରୁ କୌଣସି ଘରୋଇ ବସ୍ ରାସ୍ତାରେ ଦେଖିବାକୁ ମିଳିବ ନାହିଁ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି…
ଆମେରିକା ଓ କାନାଡାରେ ଡାବର ପ୍ରସ୍ତୁତ ନିର୍ଦ୍ଦିଷ୍ଟ ସାମଗ୍ରୀ ବିରୋଧରେ ମାମଲା, ଗ୍ରାହକ କହିଲେ ସ୍ବାସ୍ଥ୍ୟ ଉପରେ…
ନୂଆଦିଲ୍ଲୀ: ନିକଟରେ ଆମେରିକା ଓ କାନାଡାର କିଛି ଗ୍ରାହକ ଡାବର ଇଣ୍ଡିଆ ସହାୟକ କମ୍ପାନିର କିଛି ସାମଗ୍ରୀ ଗୁରୁତର ଶାରୀରିକ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ଅନୁଯାୟୀ, ଡାବରର ସହାୟକ କମ୍ପାନି ଦ୍ବାରା ପ୍ରସ୍ତୁତ ଓ ବିତରିତ ହେଉଥିବା କିଛି ସାମଗ୍ରୀରେ…
ଇଣ୍ଟରନ୍ୟାଶନାଲ ସାଇବର ଫ୍ରଡ ମାମଲାରେ ୧୧ ରାଜ୍ୟର ୭୬ ସ୍ଥାନରେ ଚଢାଉ…
ନୂଆଦିଲ୍ଲୀ,୧୯।୧୦: ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ରେ ଦେଶବ୍ୟାପୀ ଅଭିଯାନ ‘ଅପରେସନ ଚକ୍ର ୨’ ଆରମ୍ଭ କରିଛି।
ଦେଶର ବିଭିନ୍ନ ରାଜ୍ୟରେ ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ନାଟକ, ହରିୟାଣା, କେରଳ, ତାମିଲନାଡୁ,…
୮ ଦିନରେ ୧୦୫ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ…
ଜୟପୁର : ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ୧୦୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବେଆଇନ ସାମଗ୍ରୀ ଜବତ ହୋଇଛି। ଆସନ୍ତା ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏନେଇ ନିର୍ଘଣ୍ଟ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନ ଆଚରଣବିଧି ମଧ୍ୟ…
କାର୍ଯ୍ୟକାଳ ସରିବା ପରେ ଚାଷ କାମ କରିବେ ରାଷ୍ଟ୍ରପତି
ପାଟନା : କାର୍ଯ୍ୟକାଳ ସରିବା ପରେ କ’ଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାକୁ ନେଇ କଲେ ବଡ଼ ଖୁଲାସା। ଗାଁକୁ ଯାଇ ଚାଷ କାମ କରିବେ ବୋଲି ଖୋଲାଖୋଲି କହିଛନ୍ତି ରାଷ୍ଟ୍ରପତି।
ବିହାର ମୋତହାରୀରେ ଆୟୋଜିତ କୃଷି ଭିତ୍ତିକ କାର୍ଯ୍ୟକ୍ରମ ୪ର୍ଥ ଏଗ୍ରିକଲଚର ରୋଡ୍ ମ୍ୟାପ୍ ଉଦ୍ଘାଟନ…
ଇଣ୍ଡିଆ ମେଣ୍ଟରେ କେଁ ପୂରାଇଲେ ଅଖିଲେଶ ଯାଦବ, କଂଗ୍ରେସ ସମ୍ପର୍କରେ ଦେଲେ ଏମିତି ବୟାନ…
ନୂଆଦିଲ୍ଲୀ : ବିଜେପି ବିରୋଧରେ ଏକାଠି ହୋଇ ବିରୋଧୀ ଦଳଗୁଡ଼ିକ ଗଠନ କରିଥିବା ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକଠାକ ଚାଲି ନାହିଁ। ମେଣ୍ଟରେ ଥିବା ଅଖିଲେଶ ଯାଦବ ଆଜି ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ କଂଗ୍ରେସ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। କଂଗ୍ରେସ ଅନ୍ୟ ଦଳଗୁଡ଼ିକୁ ବୋକା ବନାଉଛି…
ଇସ୍ରାଏଲ୍ ପ୍ରତି ଦୃଢ଼ ସମର୍ଥନ ଜଣାଇ ତେଲ୍ ଅଭିଭ୍ରେ ପହଞ୍ଚିଲେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ…
ତେଲ୍ ଅଭିଭ୍: ହମାସ୍ ଆତଙ୍କବାଦୀଙ୍କ ସହିତ ଯୁଦ୍ଧ ଚାଲିଥିବା ବେଳେ ଆଜି ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ୨ ଦିନିଆ ଗସ୍ତରେ ଯାଇ ଇସ୍ରାଏଲ୍ର ତେଲ୍ ଅଭିଭ୍ ସହରରେ ପହଞ୍ଚିଛନ୍ତି ବୋଲି ‘ବିବିସି’ ରିପୋର୍ଟ କରିଛି।
ସେଠରେ ସେ ଯଥା ଶୀଘ୍ର ସମ୍ଭବ ଗାଜାକୁ…
ଗାଜାରେ ୨୦୩ ଇସ୍ରାଏଲୀ ବନ୍ଧକ, ଯୁଦ୍ଧରେ ଏ ପର୍ଯ୍ୟନ୍ତ ମଲେଣି ୩୦୬ ଇସ୍ରାଏଲୀ ସୈନିକ…
ତେଲଅଭିବ: ଚାଲିଥିବା ଇସ୍ରାଏଲ-ହାମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୦୬ ଜଣ ଇସ୍ରାଏଲ ସୈନିକ ନିହତ ହୋଇଛନ୍ତି। ଏହା ସହିତ ଏବେ ବି ହମାସ୍ କବଳରେ ୨୦୩ ଇସ୍ରାଏଲୀ ବନ୍ଧକ ଅଛନ୍ତି ବୋଲି ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ।
ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଡାନିଏଲ ହାଗରୀ…
ଏଥର ନିର୍ବାଚନ ଲଢିବେନି ଶରଦ ପାଓ୍ବାର ? ଦଳୀୟ କର୍ମୀଙ୍କୁ ସଂକେତ ଦେଇଥିବା ନେଇ ଚର୍ଚ୍ଚା…
ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରମୁଖ ଶରଦ ପାୱାର ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏ ନେଇ ସେ ନିଜେ ଦଳୀୟ କର୍ମୀମାନଙ୍କୁ ସଂକେତ ଦେଇଥିବା କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ମହାରାଷ୍ଟ୍ରର ଡିଣ୍ଡୋରୀ ଲୋକସଭା ଆସନକୁ ନେଇ…