Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର, ଶାଢୀରେ ଅଙ୍କାଯାଉଛି ଶ୍ରୀବିଗ୍ରହଙ୍କ ଚିତ୍ର
ଭୁବନେଶ୍ଵର: ପୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନ । ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର । ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥଯାତ୍ରାର ଦୃଶ୍ୟକୁ ଦିଆଯାଇଛି ସ୍ଥାନ । ଯାହାକୁ ନେଇ ଉପୁଜିଛି ବିବାଦ । ଅନ୍ୟପଟେ ଜଗନ୍ନାଥ ସଂସ୍କୃତିକୁ…
ବଗପାଟିଆ କଲୋନୀକୁ ଏକ ଆଦର୍ଶ ବସତି ଭାବେ ପରିଣତ କରାଯିବ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି । ବଗପାଟିଆ ପୁନର୍ବାସ…
ଫେସବୁକରେ ଲାଇଭ୍ କରି ଜୀବନ ହାରିଲେ ଯୁବକ
ଗୋପ : ସୋସିଆଲ ମିଡିଆରେ ଲାଇଭ୍ କରି ଆତ୍ମହତ୍ୟା । ନିଜ ଦୋକାନ ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତକ ଗୋପ ବ୍ଲକ ବନ୍ତଳି ଗାଁର ସୁଜିତ୍ ସିହ୍ନା । ସୁଜିତ୍ ଦୀର୍ଘଦିନ ହେବ ନାଗପୁରର ଏକ ଔେଷଧ ଦୋକାନ କରି ଚଳୁଥିଲେ । ପାରିବାରିକ କଳହରୁ ସୁଜିତ୍…
ପୋଲିସ କମିସନରଙ୍କୁ ଭେଟି ଇକୋ-ଫ୍ରେଣ୍ଡଲି ଦୁର୍ଗା ପୂଜା ପାଇଁ ଗୁରୁତ୍ୱ ଦେଲେ ସାଇର ଛାତ୍ରଛାତ୍ରୀ
ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ଅକ୍ଟୋବର ୧୨ରେ ଏକ “ଇକୋ-ଫ୍ରେଣ୍ଡଲି ଦୁର୍ଗା ପୂଜା” ପାଇଁ ସେମାନଙ୍କର ପଦକ୍ଷେପ ଉପସ୍ଥାପନ କରିବା ପାଇଁ ପୋଲିସ କମିଶନରଙ୍କୁ ଭେଟିଥିଲେ। ପରିବେଶ ସଂରକ୍ଷଣ ପ୍ରତି ଗଭୀର ପ୍ରତିବଦ୍ଧତା ସହ ପୂଜାର…
ଶିଶୁ ସୁରକ୍ଷା କମିଟିର ସଦସ୍ୟଙ୍କୁ ପିିଟିପିଟି ହତ୍ୟା ଘଟଣା, ସିନ୍ ରିକ୍ରିଏସନ୍ କରିବ ହତ୍ୟାକରୀ ଡ୍ରାଇଭର
ବ୍ରହ୍ମପୁର : ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଆଜି ହେବ ସିନ୍ ରିକ୍ରିଏସନ୍। ହତ୍ୟାକରୀ ଡ୍ରାଇଭରକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିବ ପୋଲିସ୍ । ଗତକାଲି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ନୀଳକଣ୍ଠ ନଗରରେ ସୌଦାମିନୀ ରଥ ନାମକ ଜଣେ…
ସ୍କୁଟି ଯୋଜନା ରାଜ୍ୟ ସରକାରଙ୍କ ନିର୍ବାଚନୀ ଧୂଆଁବାଣ: କଂଗ୍ରେସ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍କୁଟି ଯୋଜନା ନିର୍ବାଚନୀ ଧୁଆଁବାଣ । କେବଳ ସ୍ୱୟଂ ସହାୟକ ଗୋଷ୍ଠିର ୨ ଲକ୍ଷ ମିଶନ ଶକ୍ତିର ମା’ ମାନଙ୍କୁ ସ୍କୁଟି ଦେଇଦେଲେ ମହିଳାମାନେ ସଶକ୍ତ ହେଇଯିବେ କି? ରାଜ୍ୟର ୭୦ଲକ୍ଷ ସ୍ୱୟଂସହାୟିକା ମହିଳାମାନଙ୍କର ଦିନକୁ ରୋଜଗାର କେତେ…
ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩…
ସୁନ୍ଦରଗଡ଼: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ। ପୁଣି ଦିନକରେ ସୁନ୍ଦରଗଡ଼ରେ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୫୧ ନମୁନାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩ରେ ପହଞ୍ଚିଛି। ଏନେଇ ଜିଲ୍ଲା ମୁଖ୍ୟ…
ଢିପ ଜମି ଫାଟିଲାଣି, ଚାଷୀଙ୍କୁ ମିଳୁନି ପାଣିପମ୍ପ୍…
କେନ୍ଦ୍ରାପଡ଼ା : ଚଳିତବର୍ଷ କେନ୍ଦ୍ରାପଡ଼ାରେ ବର୍ଷା ପରିମାଣ କମ୍ ରହିଛି। ଜିଲାର ପ୍ରାୟ ୩୧ ହଜାର ହେକ୍ଟର ଜମି ଢିପ ହୋଇଥିବାରୁ ମରୁଡ଼ି ଅବସ୍ଥାକୁ ଆସିଛି। ଏହି ସମୟରେ ପାଣିର ଆବଶ୍ୟକତା ଅଛି। ଚାଷୀଙ୍କୁ ସବ୍ସିଡିରେ ପାଣିପମ୍ପ୍ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା…
ଆସନ୍ତାକାଲି ଆନ୍ତଃମନ୍ତ୍ରିସ୍ତରୀୟ ବୈୖଠକ…
ଭୁବନେଶ୍ବର: ଆସନ୍ତାକାଲି ଲୋକସେବା ଭବନଠାରେ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଖାଦ୍ୟ ଯୋଗାଣ, ସମବାୟ ଓ ଉଚ୍ଚଶିକ୍ଷା…
ସୂଚନା ଅଧିକାର ଦିବସ ପାଳିତ :ସୂଚନା ଅଧିକାର ଆଇନ ଏବେ ଯୁବକ, କିନ୍ତୁ ତାହାର କାର୍ଯ୍ୟକାରିତାରେ ପରିପକ୍ବତା…
ଭୁବନେଶ୍ୱର: ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବା ୧୮ ବର୍ଷ ବିତିଲା ଏବଂ ଏହା ୧୯ ବର୍ଷରେ ପାଦ ଥାପିଲା। ସୂଚନା ଅଧିକାର ଆଇନ ଏବେ ଯୁବକ, କିନ୍ତୁ ତାହାର କାର୍ଯ୍ୟକାରିତାରେ ପରିପକ୍ବତା ଆସିନାହିଁ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ବିଶେଷ କରି ଯୁବକମାନଙ୍କୁ ପ୍ରଶ୍ନ!-->…