Browsing Category

ଓଡିଶା

ବାହାନଗା ଟ୍ରେନ ଦୁର୍ଘଟଣା: ଜଳିଲା ୨୮ ଅଚିହ୍ନା ମୃତଦେହ

ଭୁବନେଶ୍ୱର: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ । ଭରତପୁର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ସବୁ ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନ କରିଛି ବିଏମସି । ଏମ୍ସ, ବିଏମସି ଅଧିକାରୀ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲା ଯାଇଥିଲା । ଏହାର…

ଜୁଆ ଆଡ୍ଡା ଉପରେ ଚଢାଉ, ୬ ଜୁଆଡି ଗିରଫ…

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳତା ମିଳିଛି  । ବିଇଡି କଲେଜ ପଛ ପାଖରେ ଥିବା ଏକ ବସ୍ତିରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି  । ଏବଂ ୬ଜଣ ଜୁଆଡିଙ୍କୁ ଗିରଫ କରିଛି  । ସେମାନଙ୍କ ନିକଟରୁ ଟଙ୍କା , ମୋଟରସାଇକେଲ , ମୋବାଇଲ ସହ ଜୁଆ ସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ…

ଦୁଇ ଗୋଷ୍ଠୀ ମୁହାଁମୁହିଁ: ଭୁଜାଲି ଆକ୍ରମଣରେ ୩ ଗୁରୁତର…

ଭଦ୍ରକ : ଭଦ୍ରକ ସହର ସ୍ଥିତ ଡାଲଚିନି ହୋଟେଲ ନିକଟରେ ନିଶାଡି ଏବଂ ହୋଟେଲ ମାଲିକ ଧସ୍ତାଧସ୍ତି  । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି  । ଏତିକି ବେଳେ  କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମାନେ ଅଟକାଉଥିବାବେଳେ   ଉଭୟଙ୍କ ମଧ୍ୟରେ…

ମାଲକାନଗିରି ଜିଲ୍ଲା ସଦର ବ୍ଲକର ୩ ଟି ପଞ୍ଚାୟତକୁ ଲକ୍ଷ୍ମୀ ବସରେ ବୁଲିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ର ଚାଲାଣଗୁଡା, ତଣ୍ଡିକି ଓ ମାଟାପାକା ତିନୋଟି ପଞ୍ଚାୟତ କୁ ଲଷ୍ମୀ ବସ ରେ ବୁଲିଲେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀ। ବସ ପ୍ରଥମେ ଗ୍ରାମ ପଞ୍ଚାୟତ ଠାରେ ପହଂଚିବା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର

ଶ୍ରୀମନ୍ଦିରରେ ଦର୍ଶନ ବେଳେ ଚାଲିଗଲା ଭକ୍ତଙ୍କ ଜୀବନ…

ପୁରୀ: ଶ୍ରୀମନ୍ଦିରରେ କାଳିଆ ଠାକୁରଙ୍କୁ ଦର୍ଶନ ବେଳେ ଜଣେ ଭକ୍ତ ଅସୁସ୍ଥ ହୋଇ ଟଳିପଡ଼ିଛନ୍ତି। ମୃତ ଭକ୍ତ ହେଲେ ରାୟନ ପ୍ରସାଦ ସେନ୍‌ (୬୫)। ତାଙ୍କ ଘର ଉତ୍ତରପ୍ରଦେଶର ଝାନ୍‌ସୀ ଅଞ୍ଚଳରେ। ସୂଚନା ଅନୁସାରେ ରାୟନ ପ୍ରସାଦ ସେନ୍‌ ଆଜି କାଳିଆ ଠାକୁରଙ୍କ ଦର୍ଶନ ପାଇଁ ନିଜ ପରିବାର ଲୋକଙ୍କ…

ଟ୍ୟୁସନ୍ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍…

ଢେଙ୍କାନାଳ : ଜଣେ ଛାତ୍ରୀ ଟ୍ୟୁସନ୍ ଯାଉଥିବା ବେଳେ ଟ୍ରକ୍ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଡେରାସିଙ୍ଗ ନିକଟରେ। ମୃତ ଛାତ୍ରୀଙ୍କ ନାଁ ପଦ୍ମିନୀ ସାହୁ। ସେ ନବମ ଶ୍ରେଣୀରେ ପଢୁଥିଲେ। ତାଙ୍କ ଘର ଡେରାସିଙ୍ଗାରେ। ଆଜି ସେ ରଞ୍ଜା…

ରାଜ୍ୟରେ ଅସହ୍ୟ ଗରମ ଆଉ ଗୁଳୁଗୁଳି…

ଭୁବନେଶ୍ୱର: ସଂପ୍ରତି ରାଜ୍ୟରୁ ମୌସୁମୀର ବିଦାୟ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟରେ ସର୍ବତ୍ର ଅସହ୍ୟ ଗରମ ଅନୁଭୂତ ହେଉଛି। ପାଣିପାଗର ଏପ୍ରକାରର ସ୍ଥିତିରେ ଖରାଦିନ ଭଳି ଗରମ ଆଉ ଗୁଳୁଗୁଳିରେ ଏବେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ବିଶେଷକରି ଦିନର ତାପମାତ୍ରା ୩୫ ଡିଗ୍ରି…

ନାଳ ପାରି ହୋଇ ଖଟିଆରେ ବୁହାହେଲେ ପ୍ରସୂତି…

ବୀରମହାରାଜପୁର: ବିକାଶର ଡେଙ୍ଗୁରା ବଜାଉଥିବା ରାଜ୍ୟ ସରକାର ତୃଣମୂଳ ସ୍ତରରେ ଲୋକଙ୍କୁ କିଭଳି ସୁବିଧା ଦେଇଛନ୍ତି ତାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଂଚାୟତର ଫବସିପାଲି ଗାଁରେ। ଏହି ଗାଁଟି କୌଣସି…

ବିଏସ୍ଏଫ୍ ଯବାନ ଦ୍ୱାରା କମାରଗୁଡା ଜଙ୍ଗଲରୁ ୫ ଶକ୍ତିଶାଳୀ ଆଇଇଡି ବୋମା ଉଦ୍ଧାର ସହ ନିଷ୍କ୍ରିୟ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ କମାରଗୁଡା ଗ୍ରାମ ଜଙ୍ଗଲରେ ବିଏସ୍ଏଫ୍ ଯବାନ ମାନେ ୫ ଟି ଶକ୍ତିଶାଳୀ ଜିଲଟିନ ବୋମା ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଆଜି ଭୋର୍ ସମୟରୁ ପଡିଆ ସ୍ଥିତ ୧୪୨ ବାଟାଲିଅନ୍ ବିଏସ୍ଏଫ୍

୨୮ ଅଚିହ୍ନା ମୃତଦେହ ଡିସପୋଜ ପାଇଁ ପ୍ରକ୍ରିୟା ଜାରି

ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୨୮ଟି ମୃତଦେହକୁ ଅନ୍ତିମ ସଂସ୍କାର କରାଯିବ। ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ଏମ୍‌ସ ଭୁବନେଶ୍ବର ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦଫାରେ ଏମ୍ସ ଭୁବନେଶ୍ବରରୁ ୩ଟି ମୃତଦେହ ଡିସପୋଜ…