Browsing Category

ଓଡିଶା

ରାଜ୍ୟ ସଭାପତିଙ୍କ ରାଲିରେ ଦୁଇ ବିଜେପି ନେତା ପିଟାପିଟି

ବଲାଙ୍ଗିର: ବଲାଙ୍ଗିରରେ ପଦାରେ ପଡ଼ିଛି ବିଜେପିର ଗୋଷ୍ଠୀ କନ୍ଦଳ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ଦଳୀୟ ନେତା ପିଟାପିଟି ହୋଇଛନ୍ତି। ଉଭୟ ଗୋଷ୍ଠୀର ସମର୍ଥକ ବି ମୁହାଁମୁହିଁ ହୋଇଛନ୍ତି। ଆଜି ବିଜାଖମନରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ବଲାଙ୍ଗିର ସାଂସଦ ସଂଗୀତା…

ମୋ ବସ୍‌ ଯାତ୍ରୀଙ୍କ ଠାରୁ ୨୦ ହଜାର ଲୁଟ୍…

କଟକ : ବଢ଼ୁଛି ଲୁଟେରାଙ୍କ ଉପଦ୍ରବ । ମୋ ବସ୍‌ରେ ପୁଣି ଲୁଟ୍ ହୋଇଛି । ଯାତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି । ଏନେଇ କଟକ ଜିଲ୍ଲା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । ଯାଜପୁର ଅଞ୍ଚଳର ଯାତ୍ରୀ ଦେବେନ୍ଦ୍ର ସହୁ କୌଣସି କାମରେ କଟକ ଆସିଥିଲେ । ନେତାଜୀ…

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ ଲାଗୁ…

ପୁରୀ: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ଆସନ୍ତା ଜାନୁଆରୀ ୧ ତାରିଖରୁ କଡାକଡି ଭାବେ ଲାଗୁ ହେବ ଏହି ନିର୍ଦ୍ଦେଶ। ଆସନ୍ତାକାଲି ଠାରୁ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନ କରାଯିବ। ଜାନୁଆରୀ ୧ ତାରିଖରୁ…

ସୁନ୍ଦରୀଙ୍କ ମାୟାଜାଲରେ ଫସିଲେ ଦୁଇ ବିଏସ୍‌ଏଫ୍‌ ଯବାନ…

ଭଦ୍ରକ : ହନିଟ୍ରାପରେ ବିଏସ୍‌ଏଫ୍‌ ଯବାନ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ସୁନ୍ଦରୀଙ୍କ ମାୟାଜାଲରେ ପଡିଛନ୍ତି ଏକାଧିକ ଯବାନ । ଦେଇଥିବା ଟଙ୍କା ମାଗିବାକୁ ମିଳୁଛି ମିଛ କେସ୍‌ର ଧମକ ।ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା…

ବିଦ୍ୟୁତ୍ ଆଘାତରେ ଜଣେ ମୃତ…

ହିଞ୍ଜିଳିକାଟୁ, ୯/୧୦(): ସୋମବାର ସକାଳେ ହିଞ୍ଜିଳି ଥାନା ଖରିଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସଂପୃକ୍ତ ଗ୍ରାମର ବିପ୍ର ରାଉଳ (୫୫) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୨୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ମୃତଦେହକୁ

ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ ସର୍ଜରୀବେଳେ ଅଭିନେତ୍ରୀଙ୍କର ମୃତ୍ୟୁ…

ଆର୍ଜେଣ୍ଟିନା: ସୁନ୍ଦରୀ ନିଶା ହେଲା କାଳ | ପ୍ଲାଷ୍ଟିକ ସର୍ଜରୀ କରି ସୁନ୍ଦର ହେବାକୁ ଚାଁହୁଥିବା ଜଣେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଯାଇଛି | ଚଳଚ୍ଚିତ୍ର ତାରକାମାନେ ସେମାନଙ୍କର ଚେହେରା ସହିତ ଶରୀରର ଅନେକ ଅଙ୍ଗରେ ଅସ୍ତ୍ରୋପଚାର କରୁଥିବା ଦେଖାଯାଏ | ତେବେ ବେଳେବେଳେ…

ଇସ୍ରାଏଲ ସହ ବିମାନ ସେବା ବାତିଲ କଲା ଭାରତ…

ଇସ୍ରାଏଲରେ ଚାଲିଥିବା ଘମାଘୋଟ ଲଢ଼େଇ ଯୋଗୁ ସ୍ଥିତି ବେହେଲା ହୋଇଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ କରି ରକ୍ତର ହୋଲି ଖେଳିଛନ୍ତି। ଇସ୍ରାଏଲ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି। ଏହି ଲଢ଼େଇରେ ବର୍ତ୍ତମାନ…

ପାଚେରୀ ପାଖରୁ ନବଜାତ ଶିଶୁ କନ୍ୟା ଉଦ୍ଧାର…

ସମ୍ବଲପୁର: ଯୁଗ ବଦଳୁଛି କିନ୍ତୁ ବଦଳୁନି ମଣିଷର ମାନସିକତା । ଏବେବି ପୁଅ ଓ ଝିଅ ମଧ୍ୟରେ ଫରକ ଦେଖୁଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ନାମ ବ୍ୟକ୍ତିଙ୍କ ଘର ପାଚେରୀ ନିକଟରୁ ଏକ ନବଜାତ ଶିଶୁ…

ରସୁଲଗଡ ଛକରେ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିକୁ ମହିଳାଙ୍କ ଚପଲ ମାଡ…

ଭୁବନେଶ୍ୱର : ବ୍ୟକ୍ତିଙ୍କ ଗାଲ ପାଚିଗଲା ଚପଲ ମାଡରେ । ଗୁମ୍‌ ଗାମ୍‌ ଖାଲି ବସାଉଥିଲେ ଦୁଇ ମହିଳା। ମହିଳା ଦୁଇଜଣ ବ୍ୟକ୍ତିଙ୍କୁ ଏମିତି ଭାବେ ମାଡ ମାରିଲେ ଯେ ସଙ୍ଗେ ସଙ୍ଗେ ଲୋକ କଣ ହେଇଛି ବୋଲି ଜାଣିବାକୁ ରୁଣ୍ଡ ହୋଇଗଲେ । ଚାହୁଁ ଚାହୁଁ ରସୁଲଗଡ ଛକରେ ଭିଡ…