Browsing Category

ଓଡିଶା

ସ୍ୱଚ୍ଛ ତଥା ସବୁଜ ପଶ୍ଚିମ ଓଡିଶା ବାର୍ତା ନେଇ ମହେନ୍ଦ୍ରଙ୍କ ସାଇକେଲ ଯାତ୍ରା ସମ୍ପନ୍ନ…

ଦେବଗଡ଼,୨୮ା୧୧:ସ୍ୱଚ୍ଛ ତଥା ସବୁଜ ପଶ୍ଚିମ ଓଡିଶା ବାର୍ତା ନେଇ ସମ୍ବଲପୁର ସ୍ଥିତ ‘ପ୍ରୟାସ’ ପରିବାରର ସଦସ୍ୟ ମହେନ୍ଦ୍ର ବଗର୍ତୀ ଗତ ୨୦ ତାରିଖ ଦିନ ସାଇକେଲ ଯୋଗେ ପଂଚିମ ଓଡିଶା ପରିକ୍ରମା ଆରମ୍ଭ କରିଥିବା ବେଳେ ଏହା ମଙ୍ଗଳବାର ଦେବଗଡରେ ଶେଷ ହୋଇଛି । ଏହି ଯାତ୍ରାର ଅନ୍ତିମ ସଂଧ୍ୟାରେ…

ମତ୍ସ୍ୟଜୀବୀଙ୍କୁ ଆସନ୍ତା ୧ ରୁ ସମୁଦ୍ର ଯିବାକୁ ମନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଉପରେ ଆଇଏମଡିର ପୂର୍ବାନୁମାନ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଓଡିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କ ପାଇଁ ହାଇ ଆଲର୍ଟ ଜାରି କରିଛି। ଏସଆରସି କହିବା ଅନୁସାରେ ବାତ୍ୟା ମିଚାଉଙ୍ଗ୍‌ ପଶ୍ଚିମ ଓ ଉତ୍ତର-ପଶ୍ଚିମ…

ଚୀନର ନୂଆ ଭାଇରସ, ଭୟଭୀତ ନହେବାକୁ ପରାମର୍ଶ

କୋଭିଡ୍ ପରେ ଏବେ ଚୀନର ଆଉ ଏକ ଭାଇରସ୍ ‘ଏଚ୯ଏନ୨’କୁ ନେଇ ଗଣମାଧ୍ୟମରେ ଆଶଙ୍କା ଲାଗି ରହିବାରୁ ମୁହଁ ଖୋଲିଛନ୍ତି ରାଜ୍ୟ ସରକାର। ଚୀନର ଏହି ଭାଇରସକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।…

ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ

ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଦୁଇ ଦିନ ହେଲା ଥାନା ବାବୁଙ୍କ ଘରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ ହୋଇଛି । ଗତକାଲିଠୁ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ବଣ୍ଡଲ ବଣ୍ଡଲ…

ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ସନ୍‌ଲିସା

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଯୁକ୍ତିଯୁକ୍ତ। ରାଜ୍ୟ ସରକାରଙ୍କ ସହ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆଲୋଚନା କରିବା ବେଳେ ଦାବିକୁ ସ୍ବୀକାର କରିଛନ୍ତି ଶିଳ୍ପ ସଚିବ। ଏହାପରେ ମଙ୍ଗଳବାର ଫିଲ୍ମ ନିର୍ମାତା ସାନଲିସା ପଟେଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯେଉଁ ଧାରଣା ଦେଇଥିଲେ…

ହାତ ପାଆନ୍ତାରେ ବ୍ୟାଙ୍କ ସେବା, ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହାତ ପାଆନ୍ତାରେ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୭୫୦ CSP ପ୍ଲସ୍ ଶାଖାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ହଜାର ୩ ଶହରୁ ଅଧିକ ବ୍ୟାଙ୍କ ନଥିବା ପଞ୍ଚାୟତରେ CSP ପ୍ଲସ୍ ଶାଖା ରହିବ। ଯେଉଁଥିରେ…

ପାରାଦୀପ ବନ୍ଦରର ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପାରାଦୀପରେ ବୈଇତ ବନ୍ଦାଣ ଉତ୍ସବ ପାଳନ ହେବା ପରେ ପାରାଦୀପ ବନ୍ଦରର ବିକାଶରେ ରାଜ୍ୟ ସରକାର ବାଧା ସାଜିଛନ୍ତି ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ…

ଡିସେମ୍ବର ୧ ରେ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ…

ଭୁବନେଶ୍ବର: ଡିସେମ୍ବର ୧ ରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବ ତୁଳସୀ ଯାତ୍ରା । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି । ଭୁବନେଶ୍ବରରୁ ଶରଧାବାଲି ପର୍ଯ୍ୟନ୍ତ ହେବ ତୁଳସୀ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ…

ଝାରପଡା ଜେଲ୍ ରେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଆଜି (ମଙ୍ଗଳବାର) ଭୁବନେଶ୍ୱରର ଝାରପଡା ସ୍ପେଶାଲ ଜେଲରେ ଜଣେ ବିଚରାଧୀନ କଏଦୀଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ ସୁକାନ୍ତ ଭୋଇ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁସାରେ, ଯୌତୁକ ନିର୍ଜାତନା ଓ ହତ୍ୟାମାମଲାରେ…