Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସରିଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ କୃତି ପ୍ରତିଯୋଗୀ ପୁରସ୍କୃତ
ଭୁବନେଶ୍ୱର: ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ଭୁବନେଶ୍ୱରସ୍ଥିତ ଏସଡିଆଇ (SDI) ଅଡିଟୋରିୟମରେ ଉଦଯାପିତ ହୋଇଛି। ଏହା ଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟର!-->…
କଂଗ୍ରେସ ବୈଠକରେ ବିଜେଡ଼ି ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉଷ୍ମ ହେଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦତ୍ତେଶ୍ୱର ହୋତା। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘନେଇଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଡ଼ଃ!-->…
ଦୋଳପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ?
ଭୁବନେଶ୍ବର: ମଙ୍ଗଳବାର ଦୋଳପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି। ଏହା ଓଡ଼ିଶା ତଥା ଭାରତକୁ ଆଂଶିକ ଦୃଶ୍ୟ ହେବ। ଆଂଶିକ ଗ୍ରହଣ ଆରମ୍ଭ ଦିବା ୩ଟା ୨୦ରେ ଓ ସଂପୂର୍ଣ୍ଣ ଗ୍ରହଣ ଆରମ୍ଭ ଦିବା ୪ଟା ୩୪ରେ ହେଉଥିବା ବେଳେ ଦିନବେଳା ହେତୁ ଏହା!-->…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ପ୍ରଭାତ ବିଶ୍ୱାଳ ବହିଷ୍କୃତ
ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ହେଲେ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର ହେଲେ ପ୍ରଭାତ।ବିଜେଡିରୁ ବହିଷ୍କାର ହେଲେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳ। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ!-->…
ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ସମର୍ଥନ
ଭୁବନେଶ୍ଵର: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେଉଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି। ଜଣେ କମନ୍ କ୍ୟାଣ୍ଡିଡେଟ୍ ନେଇ ନବୀନଙ୍କ ସହ ଆଲୋଚନା!-->…
କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ
କଣ୍ଟାବାଞ୍ଜି : ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ସହର କଣ୍ଟାବାଞ୍ଜିରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଜରୁରୀ ହସ୍ତକ୍ଷେପ ଅନୁରୋଧ କରିଛନ୍ତି। ପ୍ରେସ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ ଏନେଇ ସାଂସଦଙ୍କୁ ଦାବିପତ୍ର!-->…
ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, ଆତ୍ମସମର୍ପଣ କଲା ହତ୍ୟାକାରୀ
ରାଇରଙ୍ଗପୁର : ଗୁଣି ଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଘରେ ପଶି ବିଭତ୍ସ ହତ୍ୟା । ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା କୁମ୍ଭୀରଦା ଗାଁରେ ଜଣେ ଅବିବାହିତା ବୃଦ୍ଧାଙ୍କୁ ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟାଇ ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ କରିଛି । ମୃତ!-->…
ଘର ଆଗରେ ମୃତଦେହ ଛାଡ଼ି ପଳାଇଲେ କମ୍ପାନୀ ମାଲିକ, ଥାନାରେ ମାମଲା
ମାଲକାନଗିରି: ଘର ଆଗରେ ମୃତଦେହ ଛାଡ଼ି ପଳାଇଲେ କମ୍ପାନୀ ମାଲିକ । ଥାନାରେ ଏତଲା । ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଦାଦନ ଖଟିବାକୁ କର୍ଣ୍ଣାଟକ ଯାଇଥିବା ଜଣେ ଶ୍ରମିକଙ୍କ ମୃତଦେହ ବିଳମ୍ବିତ ରାତିରେ ଘର ସମ୍ମୁଖରେ ଛାଡ଼ି ପଳାଇଗଲେ କମ୍ପାନୀ ମାଲିକ ।!-->…
ରାଧାକାନ୍ତ ବିଦ୍ୟାପୀଠର ୧୭ ଛାତ୍ରଛାତ୍ରୀଙ୍କୁ ଜଣ୍ଡିସ
ପିପିଲି: ଡରାଉଛି ଜଣ୍ଡିସ । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଜଣକ ପରେ ଜଣେ ପାଖାପାଖି ୧୭ ଜଣ ଛାତ୍ରଛାତ୍ରୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବିଦ୍ୟାଳୟର ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଖାଇବା ଓ ବିଶୁଦ୍ଧ ପାନୀୟ ଜଳ ନମିଳିବା କାରଣରୁ ପିଲାଙ୍କୁ ଏହି ରୋଗ ହୋଇଥିବା!-->…
ଗଞ୍ଜାମ ଜିଲ୍ଲାର ସୁନାପୁରସ୍ଥିତ ବାହୁଦା ନଦୀ ମୁହାଣର ନିର୍ମାଣ ହେବ ରାଜ୍ୟର ସବୁଠାରୁ ବଡ଼ ବନ୍ଦର…
ବନ୍ଦରରେ ବର୍ଷକୁ ୧୫୦ ମିଲିଅନ୍ ମେଟ୍ରିକ ଟନ୍ କାର୍ଗୋ ପରିବହନ କରିବାର କ୍ଷମତା ରହିବ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସୁନାପୁରସ୍ଥିତ ବାହୁଦା ନଦୀ ମୁହାଣର ରାଜ୍ୟର ସବୁଠାରୁ ବଡ଼ ପ୍ରସ୍ତାବିତ ବନ୍ଦରସ୍ଥଳୀକୁ ଆଜି ପୂର୍ବାହ୍ନରେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ!-->!-->!-->…