Browsing Category

ଓଡିଶା

ବାଇକ-ଟ୍ରକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ…

ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ | ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ରାଜ୍ୟ ରାଜପଥ ୫୩ର ଚଣ୍ଡୀବିରଞ୍ଚିପୁର ଛକ ନିକଟରେ ବାଇକକୁ ଟ୍ରକ ମୁହାଁମୁହିଁ ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି |…

ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଆହତ ହୋଇଥିବା ମହିଳା ଏଏସଆଇଙ୍କ ମୃତ୍ୟୁ…

ରାଉରକେଲା: ରାଉରକେଲା ଉଦିତନଗର ଥାନାର ଜଣେ ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଆଲିଶ ନରମି ଲୁଗୁନ(36)। ସେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଠେଲାପେଲାର ଶିକାର ହୋଇ ଆହତ ହୋଇଥିଲେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…

ସମ୍ବାଦ ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ଅଧ୍ୟକ୍ଷ ପଦରୁ ସୌମ୍ୟ ରଂଜନଙ୍କ ଇସ୍ତଫା

ଭୁବନେଶ୍ବର: ବରିଷ୍ଠ ନେତା ସୌମ୍ୟ ରଂଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ଦୈନିକ ଖବରକାଗଜ ‘ସମ୍ବାଦ’ ର ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ‘ସମ୍ବାଦ’ ଗ୍ରୁପର…

ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ, କୋରାପୁଟ ଓ ମାଲକାନଗିରିରେ ବସ ସେବା ପ୍ରଭାବିତ

ମାଲକାନଗିରି/କୋରାପୁଟ: ରାଜ୍ୟ ସରକାରଙ୍କ ସ୍ଥାୟୀ ଓ ଶସ୍ତା ପରିବହନ ଯୋଜନା ଲକ୍ଷ୍ନୀ (LAccMI)କୁ ବିରୋଧ କରି ଓଡିଶାରେ ବସ୍ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ସୋମବାର ଠାରୁ ଏହି ବନ୍ଦ ପାଳନ ଆରମ୍ଭ…

ବିଧାନସଭା ପରିସରରେ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜୟନ୍ତୀ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲ୍ୟାର୍ପଣ ସହ…

ଡ୍ୟାମରେ ଗାଧୋଇବା ବେଳେ ବୁଡି ଯାଇ ଜଣେ ନିଖୋଜ…

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଡମଡମଣି ପୀଠ ନିକଟରେ ଥିବା ଡ୍ୟାମରେ ଅଘଟଣ। ଭୋଜି କରିବାକୁ ୪ ଜଣ ଏଠାକୁ ଆସିଥିଲେ। ସେମାନେ ଭୋଜି କରିବା ସହ ଡ୍ୟାମରେ ଗାଧୋଇବାର ମଜା ନେଉଥିଲି। କିନ୍ତୁ ଏହି ସମୟରେ ଅଂଶୁମାନ ନାୟକ ନାମକ ଜଣେ ଯୁବକ ପାଣିରେ…

ଜୁନାଗଡ଼ରେ ଟ୍ରିପଲ୍ ମର୍ଡର !

ଜୁନାଗଡ଼ : ସାମ୍ନାକୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ରାସ୍ତାକଡ଼ରୁ ଏକାସାଙ୍ଗରେ ମିଳିଛି ୩ ଜଣଙ୍କ ରକ୍ତାକ୍ତ ମୃତଦେହ। କଳାହାଣ୍ତି ଜିଲ୍ଲା ଜୁନାଗଡ଼ ଥାନା ଶଙ୍କରପଲା ଗାଁ ରାସ୍ତାରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କର ୨ ବର୍ଷୀୟ ପୁଅ ଓ…

ଚିଲିକା ମଝିରେ ଫସିଲେ ୬୦ ଜଣ ଯାତ୍ରୀ…

ଚିଲିକା : ଚିଲିକା ମଝିରେ ଫସିଲେ ୬୦ ଜଣ ଯାତ୍ରୀ । କୃଷ୍ଣପ୍ରସାଦ ଓ ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ସହ ୨୫ଟି ମୋଟରସାଇକେଲ ଥିଲା । ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଚିଲିକା ସାତପଡାରୁ ଜହ୍ନିକୁଦା ପଟକୁ ଯାଉଥିଲା ।…