Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନିଜ ଅପହରଣ ନିଜେ କରିଥିଲେ ଫାଇନାନ୍ସ କର୍ମଚାରୀ…
ମିଛ ଅପହରଣ ଅଭିଯୋଗରେ ଗୋଟିଏ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କ ଅଡ଼ୁଆ ବଢ଼ିଛି। ସେ ନିଜ ଅପହରଣ ନିଜେ କରି ସମସ୍ତଙ୍କୁ ଭୁଆଁ ବୁଲାଇଥିବା ପୁଲିସ୍ ଜାଣିବାକୁ ପାଇଛି। ଏଥିପାଇଁ ସଂପୃକ୍ତ ଫାଇନାନ୍ସ କର୍ମଚାରୀଙ୍କୁ ପୁଲିସ୍ ଗିରଫ କରିଛି। କେନ୍ଦ୍ରାପଡ଼ା…
୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ୭ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ବବର୍ତ୍ତୀ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ । ୱେଲ ମାର୍କଡ ଲୋ ପ୍ରେସର ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେଉଛି । ଆହୁରି ୪ ଦିନ…
ବାଲୁକା କଳାରେ ସ୍ଵଛତା ହିଁ ସେବାର ବାର୍ତ୍ତା ଦେଲେ ବାଲୁକାଶୀଳ୍ପୀ ସୁଦର୍ଶନ ପଟ୍ଟନାୟକ…
ପୁରୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ଆଜି ସାରା ଦେଶ ପାଳୁଛି ସ୍ଵଛତା ହିଁ ସେବା ପକ୍ଷ । ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇ ଏହା ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତବର୍ଷ ସ୍ଵଛତା ହିଁ ସେବା ପକ୍ଷର ଥିମ ରହିଛି GARBAGE FREE INDIA…
ଏସସିବିରେ ବିଦ୍ୟୁତ ବିଭ୍ରାଟ, ୬ ଘଣ୍ଟା କଟିଲା ଲାଇନ, ରୋଗୀ ହନ୍ତସନ୍ତ…
କଟକ: କଟକ ବଡ଼ ମେଡିକାଲ ଏସସିବିରେ ବଡ଼ ଅବ୍ୟବସ୍ଥା । ରବିବାର ମଧ୍ଯ ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ରିପୋର୍ଟରୁ…
ରାହୁଲ ତୁମ ବାପା-ମା ହିନ୍ଦୁ….ବିବାଦୀୟ ବୟାନ ଦେଲେ ବିଜେପି ନେତା…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ହିନ୍ଦୁତ୍ୱକୁ ନେଇ ସୋସିଆଲ ମିଡିଆରେ ସତ୍ୟମ ଶିବମ ସୁନ୍ଦରମ ନାମରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ହିନ୍ଦୁ ଧର୍ମର ମହନୀୟତା ବିଷୟରେ ଉଲ୍ଲେଖ କରିଥିଲେ। ତେବେ ରାହୁଲଙ୍କ ଏହି ପୋଷ୍ଟ ପରେ ବିଜେପି ନେତା ମନଜିନ୍ଦର ସିଂ ସିର୍ସା ଏନେଇ…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ; ୪ ଗୁରୁତର…
କାକଟପୁର: କାକଟପୁରରେ ବାଇକ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର । କାକଟପୁର ଉକୁଳେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାକଟପୁର ପଟୁ ଏକ ବାଇକରେ ୨ ଜଣ ଯୁବକ ଦ୍ରୁତ ଗତିରେ ଆସୁଥିବା ସମୟରେ ବାଇକରେ ଯାଉଥିବା ବାପା ଓ ଦୁଇ ଜଣ ଝିଅଙ୍କୁ ଧକ୍କା…
ବିଏସଏଫ ଧରିଲା ପାକ୍ ଡ୍ରୋନ, ମିଳିଲା ଅସ୍ତ୍ରଶସ୍ତ୍ର…
ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ନିଜର ଭାରତ ବିରୋଧୀ କାର୍ଯ୍ୟକଳାପକୁ ଛାଡୁନାହିଁ। ପୂର୍ବରୁ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉଥିଲା। କିନ୍ତୁ ଏବେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଯୋଗାଣ ପାଇଁ ଡ୍ରୋନ୍ ବ୍ୟବହାର କରିବା ଆରମ୍ଭ କରିଛି। ପୁଣି ଆଗରୁ ପଞ୍ଜାବକୁ…
ଭାରସାମ୍ୟ ହରାଇ ପିଟି ହେଲା ଦୁଇ ବାଇକ, ୨ ମୃତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଲର୍କି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ପାଣିପମ୍ପରେ ହେଲା ଦୁଇ ବାଇକ। ଫଳରେ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଜଳପାଙ୍କେଳ ଓ…
ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ…
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ କରାଯିବ । ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା…
ରାସ୍ତାକଡ଼ରୁ ଏକ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର…
ସୁବର୍ଣ୍ଣପୁର : ନବଜାତ ଶିଶୁପୁତ୍ର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗାଁମୁଣ୍ଡ ରାସ୍ତାରୁ ଆଜି ସକାଳୁ ଏହି ନବଜାତ ଶିଶୁପୁତ୍ରଟି ଉଦ୍ଧାର ହୋଇଛି । ରାତିରେ ଜନ୍ମ ହୋଇଥିବା ଏହି ଶିଶୁପୁତ୍ରଟିକୁ କେହି ଏକ ବ୍ୟାଗରେ ପୁରାଇ…