Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗୃହ ଅଚଳକୁ ନେଇ ବିଜେପି-ବିଜେଡି ଦୋଷ ଲଦାଲଦି…
ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି | ମିଳିଥିବା ସୂଚନା ମୁତାବକ ବିଧାନସଭା ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ | ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ପ୍ରଶ୍ନକାଳ ଆରମ୍ଭ…
ସକ୍ରିୟ ହେଲା ଲଘୁଚାପ, ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା…
ଭୁବନେଶ୍ବର: ସକ୍ରିୟ ହେଲା ଲଘୁଚାପ। ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ…
ବ୍ରହ୍ମପୁରରେ କସ୍ମେଟିକ୍ ଦେକାନରେ ଚଢ଼ଉ; ୧୦ ଲକ୍ଷରୁ ଊର୍ଦ୍ଧ୍ବ ସାମଗ୍ରୀ ଜବତ…
ବ୍ରହ୍ମପୁର: ବଜାରରେ ନକଲି ଜିନିଷର ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ଅସଲି ଜିନିଷ କିଣିବାକୁ ଚାହୁଁଥିବା ଲୋକଙ୍କ ମନରେ ଅନେକ ସନ୍ଦେହ ଆସୁଛି। ଭଲ ବ୍ରାଣ୍ଡର ଜିନିଷ ଭିତରେ ନକଲି ଜିନିଷ ରହୁଥିବା ଦୃଷ୍ଟିଗୋଚର ହେଉଛି। ଗୁଟଖା, ସିମେଣ୍ଟ, ଆଚାର, ପାମ୍ପଡ଼, ଘିଅ,…
ସଂସ୍କୃତି ବିଭାଗର ସ୍ମୃତି ସମ୍ମାନଗୁଡ଼ିକୁ ନେଇ ବିବାଦ…
ଭୁବନେଶ୍ବର: ବିଭିନ୍ନ ସମୟରେ ସଂସ୍କୃତି ବିଭାଗର ବହୁ ପୁରସ୍କାର ବିବାଦରେ ଛନ୍ଦି ହୋଇପଡ଼ୁଛି। କେତେବେଳେ ସାହିତ୍ୟ ଏକାଡେମିର ପୁରସ୍କାର ତ କେତେବେଳେ ଚଳଚ୍ଚିତ୍ର ପୁରସ୍କାର। ପୁଣି ଲୁଚେଇ ଛପେଇ ଶେଷ ମୂହୁର୍ତ୍ତରେ ପୁରସ୍କାର ଘୋଷଣା କରି ପୂଜ୍ୟପୂଜାରେ ଏକ…
5-T ଙ୍କ ବିରୋଧରେ ମୁହଁ ଖୋଲିଲେ ବୋଲି ମିଶନ ଶକ୍ତି ମହିଳାଙ୍କ ଚାକିରି ଗଲା…
ଭୁବନେଶ୍ବର : ୫-ଟି ସଚିବଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ଜଣେ ମହିଳାଙ୍କୁ ପଡ଼ିଲା ମହଙ୍ଗା। ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ…
ସହିଦ ନଗର ଶାନ୍ତିନଗର ଆବାସ ଯୋଜନା ବିବାଦ ପହଞ୍ଚିଲା ହାଇକୋର୍ଟରେ…
ଭୁବନେଶ୍ବର: ସହିଦନଗର ଶାନ୍ତିନଗର ଆବାସ ଯୋଜନାରେ ବିଡିଏ କଳିମଞ୍ଜି ପୋତିଛି। ୨୦୧୦ ମସିହାରେ (ରାଜୀବ ଆବାସ ଯୋଜନା)ରେ’ ଅଧୀନରେ ହିତାଧିକାରୀ ଚିହ୍ନଟ ହୋଇଥିଲେ ମଧ୍ୟ ବିଡିଏ ୧୩ ବର୍ଷ ପରେ ପୁନଃ ସର୍ଭେ କରି ପାଖାପାଖି ଶହେଜଣଙ୍କୁ କାଟି ଦେଇଛି। କେବଳ କାଟି ଦେଇ…
ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ…
ଭୁବନେଶ୍ବର: ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡ଼ିଛି। ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ୍ ଦେବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଶନିବାର ଘୋଷଣା କରିଛନ୍ତି। ନୟାଗଡ ବିଧାୟକ ଅରୁଣ ସାହୁ ଗତ ୨୮ ତାରିଖରେ ବିଧାନସଭା ଗୃହରେ ଏହି ଶବ୍ଦ…
ଏମ୍ସ ଭୁବନେଶ୍ୱରକୁ ପ୍ରତିବର୍ଷ ଆସୁଛନ୍ତି ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ : କାର୍ଯ୍ୟନିର୍ବାହୀ…
ଭୁବନେଶ୍ୱର: ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ଏମ୍ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ…
ମାଟ୍ରିକ ପରୀକ୍ଷା ଅନ୍ଲାଇନ୍ ଫର୍ମ ଫିଲ୍ଅପ୍ ଅବଧି ବଢ଼ିଲା
କଟକ : ମାଟ୍ରିକ ପରୀକ୍ଷା ପାଇଁ ଅନ୍ଲାଇନ୍ ଫର୍ମ ଫିଲ୍ଅପ୍ ଅବଧିକୁ ବଢ଼ାଇ ଦିଆଯାଇଛି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଏନେଇ ଆଜି ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି।
ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ…
ମହିଳା ଏସଏଚଜିଙ୍କ ସଂକ୍ରାନ୍ତରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ତାଳମେଳ ନାହିଁ…
ଭୁବନେଶ୍ବର : ମହିଳା ଏସଏଚଜିଙ୍କ ସଂକ୍ରାନ୍ତରେ ଆଜି ଗୋଟିଏ ଦିନରେ ବିଧାନସଭାରେ ବିଧାୟକମାନେ ଯେତିକି ଲିଖିତ ପ୍ରଶ୍ନ ପଚାରିଛନ୍ତି, ସେଥିରୁ ଅଧିକାଂଶର ପ୍ରଶ୍ନ ଓ ଉତ୍ତର ମଧ୍ୟରେ ତାଳମେଳ ନାହିଁ । ଏପରିକି ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଉତ୍ତର କେବଳ…