Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଯୁକ୍ତ ୨ ରେ ୮୫ ପ୍ରତିଶତ ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର, ଆଗକୁ ପଢ଼ିବା ପାଇଁ ନାହିଁ ଅର୍ଥ
ବାଂଶପାଳ : ଯୁକ୍ତ ୨ କଳାରେ ୮୫ ପ୍ରତିଶତ ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର । ପର ଘରେ ମୂଲ ଲାଗି +୩ ଆଡମିସନ୍ ପାଇଁ ଅର୍ଥ ଯୋଗାଡ କରୁଛନ୍ତି । ହେଉଛି କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ଅଭାବନୀୟ ଚିତ୍ର । ଗାଁର ମେଧାବୀ ଛାତ୍ର!-->…
କଟକରେ କାଳବୈଶାଖୀ ତାଣ୍ଡବ, ମା’ କଟକଚଣ୍ଡୀ ମନ୍ଦିରରୁ ଖସିଲା ପଥର
କଟକ : କଟକରେ କାଳବୈଶାଖୀ ବର୍ଷା ସହ ଘଡଘଡି । ହ୍ରାସ ପାଇଲା ତାପମାତ୍ରା । ଗରମ ଗୁଳୁଗୁଳିରୁ ମିଳିଲା ଆସ୍ୱସ୍ତି । ଏପଟେ ଝଡ ପବନରେ ମା’ କଟକଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ ଯୋଗୁ ମନ୍ଦିରରୁ ପଥର ଖସିଥିବା ଦେଖିବାକୁ ମିଳିଛି । ବଜ୍ରପାତ ଯୋଗୁ ମନ୍ଦିର ଶିଖରରେ ଫାଟ ସୃଷ୍ଟି ହୋଇଛି ।!-->…
ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଥାନା ଅଧିକାରୀ ଓ ସରପଞ୍ଚଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ
ବାଲିଗୁଡା : ଯନ୍ତ୍ରୀଙ୍କୁ ଛାଡିଦେଲା ପୋଲିସ, ତାତିଲେ ଲୋକ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧିକାରୀ ଓ ବେଲଘର ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ରଖିଲେ ଗ୍ରାମବାସୀ । ମୁଡିବନ୍ଧ ବ୍ଲକ ବେଲଘର, ଝିରିପାଣି, ଗୁମା ଓ ବିଲାମାଳ ପଂଚାୟତରେ କାଳବୈଶାଖୀ ବର୍ଷା ପରେ ଗତ!-->…
ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ବାପ-ଝିଅଙ୍କ ଜୀବନ
ସୋର : ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଧକ୍କାଦେଲା ଟ୍ରକ , ବାପ ଝିଅ ମୃତ । ବାଲେଶ୍ବର ଜିଲ୍ଲା ସୋର ଏନଏଚ ୧୬ରେ ଉତ୍ତରେଶ୍ୱରରେ ଘଟିଛି ଭୟଙ୍କର ଦୁର୍ଘଟଣା । ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗାଁର ମନୋଜ ଦାସ ଓ ତାଙ୍କ ୭ ବର୍ଷ ଝିଅଙ୍କ ସହ ବାଲେଶ୍ୱରରୁ ଫେରିଲା ବେଳେ ବାଇକକୁ!-->…
ବୁର୍ଲା ପାୱାର କେନାଲରେ ବୁଡି ଛାତ୍ର ନିଖୋଜ
ସମ୍ବଲପୁର : ବୁର୍ଲା ପାୱାର କେନାଲରେ ବୁଡି ଜଣେ ଛାତ୍ର ନିଖୋଜ l ଭୋଜି କରିବାକୁ ଆସି ଗଭୀର ପାଣିରେ ବୁଡ଼ିଗଲେ ଛାତ୍ର l ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଈଁ 18 ହଜ଼ାରକୁ ଆସିଥିଲେ l ପାୱାର କେନାଲ ରେ ଗାଧେଇବା ବେଳେ ପାଣିରେ ପ୍ରବଳ ସ୍ରୋତ ରେ ଭାସିଗଲେ l ତୁରନ୍ତ!-->…
ରାଷ୍ଟ୍ରପତି ଭବନରେ ଅତିଥି ସାଜିଲେ ମା’ ବିରଜା ମନ୍ଦିର ସେବାୟତ
ଯାଜପୁର ଟାଉନ୍ : କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନକୁ ଡାକି ବକେୟା ପାଉଣା ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଅତିଥି ସାଜିଲେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଅଙ୍ଗଲାଗି ସେବାୟତ ପ୍ରତିନିଧି ଦଳ।
!-->!-->…
ITDA ଯନ୍ତ୍ରୀଙ୍କ ବ୍ୟାଙ୍କ ଲକରରୁ ବାହାରିଲା ୨ କୋଟିର ନଗଦ କ୍ୟାସ
ଭୁବନେଶ୍ବର: ଯେତେ ଖୋଲିଲେ, ସେତେ ବାହାରୁଛି । କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ କୁବେର ସାମ୍ରାଜ୍ୟ । ବ୍ୟାଙ୍କ ଲକରରୁ ବାହାରିଲା ୨ କୋଟିର ନଗଦ କ୍ୟାସ । ଠାବ ହୋଇଛି ୫ ମହଲା କୋଠା ଓ ୧୩ଟି ଦାମୀ ପ୍ଲଟ୍ । ଯନ୍ତ୍ରୀଙ୍କ କଳାଧନ ଦେଖି!-->…
ଆହୁରି ୪ ଦିନ ଯାଏଁ ରାଜ୍ୟରେ ଲାଗି ରହିବ କାଳବୈଶାଖୀ ପ୍ରଭାବ
ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ କମିଲା ତାତି । ରାଜଧାନୀ ସମେତ ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ମଧ୍ୟାହ୍ନରେ ଭୟଙ୍କର ତାତି ଓ ଗୁଳୁଗୁଳି ପରେ ଅପରାହ୍ଣରେ ଭୀଷଣ ବର୍ଷା । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ!-->…
୩,୭୯୩.୩୩ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ, ୧୪ ଜିଲ୍ଲାରେ ସ୍ଥାପନ ହେବ ୨୪ଟି ଶିଳ୍ପ ପ୍ରକଳ୍ପ
ଭୁବନେଶ୍ବର: ଓଡ଼ିଶାରେ ୩ ହଜାର ୭୯୩ କୋଟି ୩୩ ଲକ୍ଷର ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାରୀ ମଞ୍ଜୁରୀ । ୧୪ଟି ଜିଲ୍ଲାରେ ସ୍ଥାପନ ହେବ ୨୪ଟି ଶିଳ୍ପ ପ୍ରକଳ୍ପ । ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି । ରାଜ୍ୟରେ ଶିଳ୍ପ ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ନିମନ୍ତେ ଓଡ଼ିଶା ସରକାର!-->…
ଉଦଘାଟନର ୧୭ଦିନ ପରେ ବି ଖୋଲୁନି ରବି ମଣ୍ଡି ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ
ନୂଆପଡା : ନୂଆପଡ଼ା ଜିଲ୍ଲାରେ ଜିଲାରେ ଗତ ମେ ମାସ ୨୦ତାରିଖରୁ ରବି ମଣ୍ଡି ଉଦ୍ଘାଟନ ହୋଇ ଥିଲେ ମଧ୍ୟ ଆଜକୁ ୧୭ଦିନ ପରେ ମଧ୍ୟ ଜିଲ୍ଲାରେ କୌଣସି ମଣ୍ଡି ଖୋଲି ପାରି ନାହିଁ।ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଚାପା ଉତ୍ତେଜନା ରହିଛି।ସୂଚନା ମୁତାବକ ଗତ ମାସ ୫ ତାରିଖ ରେ ଅନୁଷ୍ଠିତ ଜିଲ୍ଲା କ୍ରୟ!-->…