Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପାଟଣାଗଡ ଟିକପାଲି ଅଞ୍ଚଳରେ ମାଛଧରାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ
ପାଟଣାଗଡ: ପାଟଣାଗଡ ଏନଏସି ଟିକପାଲିର ହୀରାସାଗର ଖଣିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକ ଟିକପାଲିର ଜିତେନ୍ଦ୍ର ଧୂବଳ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଜିତେନ୍ଦ୍ର ଓ ଉଆଁଷୁ ମଧ୍ୟରେ ପୂର୍ବ ଶତୃତା!-->…
ଗଞ୍ଜାମ ଜିଲ୍ଲାରେ ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରେ ଚାଲିଛି ବାଲି ମାଫିଆଙ୍କ ରାଜ…
ଅମଲା ଓ ବାଲି ମାଫିଆ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ...!!
ଆରଏମସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ୨ଟି ପ୍ରକଳ୍ପ ଲୋକାର୍ପିତ, ‘ମିଶନ ଶକ୍ତି କାଫେ’ର…
ସୁନ୍ଦରଗଡ /ରାଉରକେଲା :ରାଉରକେଲା ମହାନଗର ନିଗମ ପକ୍ଷରୁ ଧୁମ୍ଧାମର ସହ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ୨ଟି ନୂତନ ପ୍ରକଳ୍ପର ଲୋକାର୍ପଣ ଓମିଶନ ଶକ୍ତି କାଫେ ର ଶିଳାନ୍ୟାସ!-->!-->!-->…
ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ
କଟକ: ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ। ବିରୋଧ କରିବାରୁ ଗାଡ଼ିରୁ ଠେଲି ହତ୍ୟା ଉଦ୍ୟମ ଅଭିଯୋଗ। ଘଟଣା ଘଟିଛି କଟକ ଚୌଦ୍ବାର ଥାନା ଅଞ୍ଚଳରେ। ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ଅଭିଯୋଗ!-->…
ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ
କଟକ: ଓଡିଶା ଟିଚର ଇଲିଜିବିଲିଟି ଟେଷ୍ଟ-ଓଟିଇଟି ପରୀକ୍ଷା ଫଳ ପ୍ରକାଶିତ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଫଳ। www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ। ପରୀକ୍ଷାର୍ଥୀ ମାନେ ନିଜର ରୋଲ ନମ୍ବର ଓ ମୋବାଇଲ ନମ୍ବର ଦେଇ ରେଜଲ୍ଟ ଦେଖି ପାରିବେ।!-->…
କବାଟ ଭାଙ୍ଗି ନେଇଗଲେ ୧୨ ଭରି ସୁନା, ୨୧ ଭରି ରୁପା
ଅନୁଗୁଳ: ତାଳଚେର ସାଉଥବଲଣ୍ଡାର ଏକ କ୍ୱାଟରରେ ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଛି। କ୍ବାଟରର କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା, ୭୧ ଭରି ସୁନା, ୨୧ ଭରି ରୁପା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ନତଡା ଗାଁର ସୁଦର୍ଶନ ନାୟକ ଏମ୍ ସି ଏଲ୍ ରେ ଚାକିରି କରୁଥିବା!-->…
ପୁରୀରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ବେପାରୀ ଗିରଫ
ପୁରୀ: କୁମ୍ଭାରପଡା ପୋଲିସକୁ ବଡ଼ ସଫଳତା। କୁମ୍ଭାରପଡା ଥାନା ଓ ତାଳବଣିଆ ଥାନା ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ରାଉ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୪ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କଠାରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ!-->…
ଓଡ଼ିଶାରେ ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ, କାର୍ଯ୍ୟନିର୍ବାହୀ ସର୍ବେସର୍ବା
ଭୁବନେଶ୍ୱର: ରାଜ୍ୟରେ ଓଲଟା ଗଣତନ୍ତ୍ର ଚାଲିଛି । ଏଠାରେ ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ । କାର୍ଯ୍ୟନିର୍ବାହୀ ସର୍ବେସର୍ବା । ୨୩ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନବି ଅଭିଯୋଗ ପ୍ରକୋଷ୍ଠରେ ବସି ଓଡ଼ିଆ ଲୋକଙ୍କଠାରୁ ଦରଖାସ୍ତ କାଗଜ ନେବାର ନଜିର ନାହିଁ । ଅଭିଯୋଗ!-->…
ବନ୍ଧା ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ
ଭୁବନେଶ୍ଵର: ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସେଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି!-->…
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତା ୨ ରୁ ଫେରିପାରେ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲା ଗୁଡିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ!-->…