Browsing Category

ଓଡିଶା

ମୋ ଓଡିଶା ଏବେ ସବୁ କ୍ଷେତ୍ରରେ ଦେଶ ପାଇଁ ଆଦର୍ଶ ହୋଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ରାଜ୍ୟବାସୀଙ୍କୁ ସମ୍ବୋଧନ…

ସ୍ୱାଧୀନତା ଦିବସରେ ପ୍ୟାରେଡ ବେଳେ ନକଲି ଯବାନ ଅଟକ..

ପୁରୀ: କଡା ସୁରକ୍ଷା ଭିତରେ ରାଜ୍ୟରେ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ପୁରୀ ଜିଲ୍ଲାରେ ନକଲି ଯବାନ ଧରା ପଡ଼ିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଆଜି ପୁରୀରେ ପ୍ଯାରେଡ ଚାଲିଥିବା ବେଳେ ଜମେ ନକଲି ଯବାନ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ପୋଲିସ ପ୍ରଶାସନ ନିଜ…

ଯୁକ୍ତ୨ ନାମଲେଖା ପାଇଁ ପୁଣିଥରେ ସୁଯୋଗ: ଆସନ୍ତାକାଲିଠୁ ଆବେଦନ

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ଅଗଷ୍ଟ ୧୬ରୁ ପୁଣିଥରେ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି ।…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:  ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଇନଫ୍ରାଷ୍ଟ୍ରକ୍ଚର ଆଦି ବିକାଶର ସବୁ କ୍ଷେତ୍ରରେ 5-T ର ଉପଯୋଗ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ ଅର୍ଥାତ ଧନୀ, ଗରିବ, ମଧ୍ୟମ ବର୍ଗ ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି। …

ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

ବାଲେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ। ଜଣେ ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ। ଉକ୍ତ କର୍ମଚାରୀଙ୍କ ଠିକା ଅବଧି ପୂରଣ…

୨୦ ଦିନର ପୁଅକୁ ମାରିଦେଲା ମା…

କେନ୍ଦୁଝର : ମାଆ ନାଁରେ କଳଙ୍କ! ୪ ବର୍ଷ ତଳେ ନିଜ ଗର୍ଭରୁ ଜନ୍ମ ହୋଇଥିବା ବର୍ଷକର ଝିଅକୁ ପାଣିରେ ବୁଡ଼ାଇ ମାରିଥିଲା। ଆଉ ଆଜି ୨୦ ଦିନର ଶିଶୁ ପୁଅକୁ ଟାଙ୍ଗିଆରେ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏପରି ବୀଭତ୍ସ ଘଟଣା ଘଟିଛି। ତେଲକୋଇ…

ଘରୁ ଲୁଟିନେଲେ ୧୭ ଲକ୍ଷର ଟଙ୍କାସୁନା…

କରଞ୍ଜିଆ : ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଦେଲେ ଡକାୟତ। ଟଙ୍କା ଓ ସୁନାକୁ ମିଶାଇ୧୭ ଲକ୍ଷ ଟଙ୍କା ଚୋରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ବଜାର ଅଞ୍ଚଳରେ। ଚଢେଇଭୋଳ ବଜାର…

ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍: ୨ ମୃତ…

ବରଗଡ଼: ବରଗଡ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଏପରି ଦୁର୍ଘଟଣାକୁ ନେଇ ଗୋଡ଼ଭଗା-ବିନିକା ରାସ୍ତାରେ ଉତ୍ତକ୍ତ ଲୋକେ ରାସ୍ତା ଅବରାେଧ କରିଛନ୍ତି ।ସୋମବାର ମଧ୍ୟାହ୍ନରେ ଘଟିଛି ଏହି ଏହି ଦୁର୍ଘଟଣା ।  ଗୋଡ଼ଭଗା-ବିନିକା ରାସ୍ତାର ପୋଡ଼ବାଡ଼ି…

ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ ସମ୍ପନ୍ନ

ବରଗଡ: ଗାଁ ଦାଣ୍ଡ କୋହକୋହ । ଲୁହଭର୍ତ୍ତି ଆକାଶ ଆଉ କୋହଭର୍ତ୍ତି ପବନ । ଘରଠୁ ମଶାଣି ସବୁଆଡ ଲୋକାରଣ୍ୟ । ହେଲେ କାହା ମୁହଁରେ ଭାଷା ନ ଥିଲା । ଭାରି ହୃଦୟରେ ଏମାଟିର ବୀର ପୁଅକୁ ଶେଷଦର୍ଶନ ଟିକିଏ କରିବା ପାଇଁ ଆଖି ସେମାନଙ୍କର ଘୂରି ବୁଲୁଥିଲା । ଆଜି ଜନ୍ମମାଟିରେ ବୀର ସହିଦଙ୍କ…

ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ ରେକ୍ସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସରେ ତେଜସ୍‌ ରେକ୍ସର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଅତ୍ୟାଧୁନିକ ତେଜସ୍ ରେକ୍ଲ ଲଗାଯାଇଥିବା ଏହି ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଯାତ୍ରା କରିପାରିବ। ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଏହାର ଯାତ୍ରା ସମୟରେ…