Browsing Category

ଓଡିଶା

ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ

ଭଂଜନଗର : ଗାଲେରୀ ଫାଣ୍ଡି କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କ ହତ୍ୟା ଘଟଣା। ଅଭିଯୁକ୍ତ ଗୋବିନ୍ଦ ସେଠୀକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଏନେଇ ଗାଲେରୀ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି। ଗତ ସୋମବାର ଦିନ ଘଟିଥିଲା ହତ୍ୟା ଘଟଣା । ମିଟର୍ ରେ

ଚୁନାଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ

କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ମୃତ । ଗତକାଲି ରାତି ପ୍ରାୟ ୧୧ଟାରେ ଦୁର୍ଘଟଣାଟି ଘଟିଥିବା ବେଳେ ପ୍ରାୟ ୮ ଘଣ୍ଟାର ପରିଶ୍ରମ ପରେ ଆଜି ସକାଳେ ମୃତ ଡ୍ରଇଭରର ମର ଶରୀରକୁ ବାହାର

ଉଦ୍ଧାର ହେଲା ଗର୍ଭବତୀ ନାବାଳିକା: ଦୁଷ୍କର୍ମକାରୀ ହାତରେ ସମର୍ପି ଦେଇଥିଲା ବାପା

କେନ୍ଦୁଝର: ଦୁଷ୍କର୍ମର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଥିବା ନାବାଳିକାଙ୍କୁ ତାଙ୍କ ବାପା ଦୁ‌ର୍ଷ୍କମକାରୀଙ୍କ ଘରେ ଛାଡ଼ି ଦେଇଥିଲେ। ଏ ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସକାଳେ ଆଶାଦିଦି, ଅଙ୍ଗନବାଡ଼ି କର୍ମୀ ଓ

ମଶା ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କଲେ ଏଣିକି ତଣ୍ଡ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଅନୁକୂଳ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି। ମଶା ଲାର୍ଭା ବୃଦ୍ଧି ହେବାର ସମ୍ଭାବନା ବ୍ୟବସାୟିକ ପ୍ରତିଷ୍ଠାନ

ବଦଳିବ ପ୍ରାଥମିକ ଶ୍ରେଣୀଗୃହ ପରିବେଶ, ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ

ଭୁବନେଶ୍ୱର: ବଦଳିବ ପ୍ରାଥମିକ ଶ୍ରେଣୀ ଗୃହ ପରିବେଶ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ। ଦରିରେ ବସିବେ, ରଙ୍ଗୀନ ଡେକ୍ସରେ ଲେଖିବେ ଛାତ୍ରଛାତ୍ରୀ। କାନ୍ଥଚିତ୍ର, ଶୈକ୍ଷିକ ଉପକରଣ ବଢ଼ାଇବ ଆଗ୍ରହ। ପ୍ରଥମ ପର୍ଯ୍ୟାୟରେ ୬ ହଜାରରୁ

ବାହାନଗା ଟ୍ରେନ ଦୁର୍ଘଟଣା: ଏବେ ବି ୨୯ ଜଣଙ୍କ ମୃତଦେହ ଚିହ୍ନଟ ହୋଇନି

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ୨ ମାସରୁ ଅଧିକ ଦିନ ବିତିଲାଣି। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ଶବଗୁଡିକ ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ପୂର୍ବ ତଟ ରେଳବାଇର

ଅକ୍ଟୋବରରୁ ଅନ୍‌ଲାଇନ୍‌ରେ ପେନ୍‌ସନ୍ ଆବେଦନ ବାଧ୍ୟତାମୂଳକ

ଭୁବନେଶ୍ୱର: ଅକ୍ଟୋବର ପହିଲାରୁ ଅନ୍‌ଲାଇନ୍‌ରେ ପେନ୍‌ସନ୍ ଆବେଦନ ବାଧ୍ୟତାମୂଳକ ହେବ। ପେନସନ ଓ ଭବିଷ୍ୟନିଧି ଆବେଦନ ଅନ୍‌ଲାଇନ୍‌ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ। ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ଅର୍ଥ ବିଭାଗର ମିଳିତ

ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ। ବିଶ୍ବ ଦେଶଜ ଅଧିବାସୀ ଦିବସ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି କହିଛନ୍ତି

ଦେଢ଼ ମାସର ବିବାଦ ପରେ ଶ୍ରୀଜିଉଙ୍କର ହେଲା ବନକଲାଗି ନୀତି

ବହୁ ବାଦବିବାଦ ପରେ ଆଜି ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ଗୁପ୍ତ ବନକଲାଗି ନୀତି। ସେଥିପାଇଁ ସନ୍ଧ୍ୟା ୬ଟାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ତେବେ କ’ଣ ଏହି ବନକଲାଗି ନୀତି? କେମିତି କରାଯାଏ ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର? କଣ ସବୁ ସାମଗ୍ରୀ ଏଥିରେ ବ୍ୟବହାର

ଶିମିଳିପାଳ ସୁରକ୍ଷା ନେଇ ବଡ଼ ଘୋଷଣା କଲେ ଡିଜିପି

ଶିମିଳିପାଳ ଅଭୟାରଣ୍ୟରେ ଶିକାର ଓ ବନ୍ଧୁକ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଏଭଳି ବେଆଇନ୍‌ କାର୍ଯ୍ୟକଳାପକୁ ମୂଳପୋଛ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ମୟୂରଭଂଜ ପୁଲିସ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ବେଳେ ୧୬୫