Browsing Category

ଓଡିଶା

କୁଚିଣ୍ଡାରେ ଅଜଣା ଗାଡି ଧକ୍କାରେ ଦୁଇ ମୃତ…

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ଥାନା ପାରୁଆଭାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି  । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ବର ଧାନ  ଏବଂ ପଣ୍ଡରୀକଟା ଗାଁର ଦଧି ଦର୍କା ବୋଲି ଜଣାପଡିଛି । ସୂଚନା ମୂତାବକ ଏମାନେ ଦୁଇ…

ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ, ଗୃହରେ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ଵର: ଶ୍ରଦ୍ଧା କିଏ ? ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ରୋମ ଗସ୍ତରେ ସେ କାହିଁକି ଯାଇଥିଲେ ? ତାଙ୍କୁ କିଏ ଟିକେଟ୍ ଦେଇଥିଲା ? ଗତ କିଛି ଦିନ ହେବ ରାଜ୍ୟବାସୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲା। ବିରୋଧୀ ମଧ୍ୟ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଏହି କ୍ରମରେ…

ଦିନକ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ…

ଭୁବନେଶ୍ବର : ସରିଲା ମୌସୁମୀ ଅଧିବେଶନ । ଦିନକ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି । ମୌସୁମୀ ଅଧିବେଶନ ବେଶ ସରଗରମ ରହିଥିଲା । ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ…

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ମାନ୍ୟତା…

ଭୁବନେଶ୍ବର: କେନ୍ଦ୍ରାପଡା ସହ ସାରା ଓଡିଶା ପାଇଁ ଖୁସି ଖବର। କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ କରାଯିବା ସହ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି। ଗୁଣବତ୍ତା ଓ ମାନ ଯାଞ୍ଚ ପରେ…

ଜଳେଶ୍ୱର ଜିକେ ଭଟ୍ଟର ମେଡିକାଲରେ ପଶିଲା ପାଣି

ଜଳେଶ୍ବର: ହସ୍ପିଟାଲରେ ଲହଡି ଭାଙ୍ଗୁଛି ପାଣି । ରୋଗୀ ସେବା ବାଧାପ୍ରାପ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ହନ୍ତସନ୍ତ ହେଉଛନ୍ତି ରୋଗୀ । ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ପ୍ରବଳ…

ଔଷଧ ଅଭାବ ହେତୁ ନୁହେଁ; ରୋଗୀ ଶେଷ ପର୍ଯ୍ୟାୟରେ ଆସୁଥିବାରୁ ମୃତ୍ୟୁ ହୋଇଛି: ମହାରାଷ୍ଟ୍ର ହସ୍ପିଟାଲ୍‌…

ମୁମ୍ବାଇ: ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲା ସରକାରୀ ହସ୍ପିଟାଲ୍‌ରେ ପୁଣି ୭ ଜଣଙ୍କର ମୃତ୍ୟୁ ଘଟି ମୃତକଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ହସ୍ପିଟାଲ୍‌ରେ ଔଷଧ ଅଭାବରୁ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଡାକ୍ତରଖାନା…

୨୦୨୪ ନିର୍ବାଚନ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି : ଅନୁରାଗ ଠାକୁର…

ଭୁବନେଶ୍ୱର: ଏଥର ଓଡ଼ିଶାରେ ଫୁଲ ଦମରେ ଲଢିବ ବିଜେପି । ଭଲ ଫଳ ମଧ୍ୟ କରିବ ।  ଦଳୀୟ କର୍ମକର୍ତ୍ତାଙ୍କ  ଦମରେ ଲଢିବ ବିଜେପି । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ବଢୁଛି । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତିକି ଗୁରୁତ୍ୱ ଦେଉଛନ୍ତି ଏବଂ ଦେଇଛନ୍ତି ୭୫ ବର୍ଷ ମଧ୍ୟରେ…

ଯୁବକଙ୍କ ଅଭାବନୀୟ କାଣ୍ଡ, ବିଷ ପିଇ ମରିବା ପୂର୍ବରୁ କଲେ ଭିଡିଓ…

ବାଲେଶ୍ବର: ଏବେ ଜୀବନ ହାରିବା ଯେମିତି ଏକ ଟ୍ରେଣ୍ଡ ପାଲଟିଛି। ପୁଣି ଆତ୍ମହତ୍ୟା ପୂର୍ବରୁ ଭିଡିଓ କରିବାର ନିଶା ବି କିଛି କମ୍ ନୁହେଁ । ଏବେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଘଟଣା ସ୍ଥାନୀୟ ଅଞ୍ଚଳରେ…

ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ…

ମଲରେ ନାବାଳକର ଆଖିବୁଜା ଗୁଳିଚାଳନା, ୪ ମୃତ…

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକର ଏକ ବିଳାସପୂର୍ଣ୍ଣ ମଲରେ ଅଘଟଣ। ଜଣେ ୧୪ ବର୍ଷୀୟ ନାବାଳକର ଆଖିବୁଜା ଗୁଳିଚାଳନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ କେତେ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁଳି ଶବ୍ଦ ହେବା ପରେ ଅଧିକାଂଶ ଲୋକେ ଭୟରେ…