Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
UAE ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୧୧ରେ ଓଡ଼ିଶା ନିବେଶ ସମ୍ମିଳନୀ
ଭୁବନେଶ୍ୱର : ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନସିଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଇନଭେଷ୍ଟମେଣ୍ଟସ୍ ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ!-->…
‘ସୌର ରଥ’ ଅଭିଯାନ ଶୁଭାରମ୍ଭ: ରୁଫ୍ଟପ୍ ସୋଲାର ଆପଣାଇବାରେ ବାଲେଶ୍ୱର ଜିଲ୍ଲା ରାଜ୍ୟରେ ପ୍ରଥମ
ବାଲେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ରୁଫ୍ଟପ୍ ସୋଲାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏହାର ବ୍ୟବହାରକୁ!-->…
ପୂର୍ବତନ PACS ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୧୪.୨୨ ଲକ୍ଷ ହେରଫେର ଅଭିଯୋଗ
ଭୁବନେଶ୍ୱର: ଆର୍ଥିକ ଅନିୟମିତତା ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ‘ଯୁବ ପ୍ରାଥମିକ କୃଷି ସମବାୟ ସମିତି’ (PACS) ଲିମିଟେଡର ପୂର୍ବତନ ସେକ୍ରେଟାରୀ ଚିନ୍ତାମଣି ମଲ୍ଲିକଙ୍କୁ ଗିରଫ କରିଛି।!-->…
ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ପୁଣି ଉଡ଼ିବ ବିମାନ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଥାଇଲାଣ୍ଡର ବ୍ୟାଙ୍କକ୍କୁ ପୁଣି ଆରମ୍ଭ ହେବ ବିମାନ ସେବା। ଆସନ୍ତା ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ୍କୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।ପ୍ରସନ୍ନ!-->…
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି
ଭୁବନେଶ୍ବର : କେବଳ ଓଡ଼ିଶା କିମ୍ବା ଅନ୍ୟ ରାଜ୍ୟରେ ନୁହେଁ, ପାକିସ୍ତାନରେ ମଧ୍ୟ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି। ପାକିସ୍ତାନର ସିନ୍ଧପ୍ରଦେଶରେ ମହାପ୍ରଭୁଙ୍କ ଜମି ରହିଛି। ଏସବୁ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇନ!-->…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ!-->…
ମାଲକାନଗିରିରେ ବ୍ୟାପୁଛି ମ୍ୟାଲେରିଆ, ବଣ୍ଡାଘାଟିରେ ସ୍ଥିତି ଅନୁଧ୍ୟାନ କରୁଛି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍
ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ। ଗାଁରେ ଗାଁରେ ବ୍ୟାପୁଛି ମ୍ୟାଲେରିଆ ଜ୍ବର । ଆକ୍ରାନ୍ତଙ୍କ ସଂକ୍ୟା ବଢୁଥିବାବେଳେ ବଣ୍ଡାଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍ । ଦୁର୍ଗମ ଓ ଅପହଞ୍ଚପ୍ରବଣ ଅଞ୍ଚଳରେ!-->…
ଟ୍ରେନ୍ ଧକ୍କାରେ ଦନ୍ତା ମୃତ, ତଦନ୍ତ କରୁଛି ଆରପିଏଫ୍ ଓ ବନ ବିଭାଗ
ରାୟଗଡା: ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ନିକଟସ୍ଥ ବୃନ୍ଦାବାଡ଼ି ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ରେଳ ଧାରଣା ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ହାତୀର ମୃତଦେହ ରେଳ ଧାରଣାଠାରୁ ପ୍ରାୟ ୩ ମିଟର ଦୂରରେ!-->…
ଓରାଙ୍ଗଉଟାନ ଉଦ୍ଧାର ଘଟଣା: ରହସ୍ୟ ଖୋଲିବ STFର ୨ ଟି ଟିମ୍
ବାଲେଶ୍ୱର: ବାଲେଶ୍ୱରରୁ ଓରାଙ୍ଗଉଟାନ ମିଳିବା ଘଟଣାରେ ଜୋରଦାର ତଦନ୍ତ । ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି ବାଲେଶ୍ୱର ବନ ବିଭାଗ । ଭୋଗରାଇ ଜେଏମସି କୋର୍ଟରେ ମାମଲା ରୁଜୁ କରାଯାଇଛି । ଏଥିସହ କ୍ରାଇମବ୍ରାଞ୍ଚ STF ମଧ୍ୟ ତଦନ୍ତକୁ ଓହ୍ଲାଇଛି । ଏଥିପାଇଁ STF ପକ୍ଷରୁ!-->…
ସ୍କୁଲରେ ମଦ୍ୟପାନ କରି ପ୍ରଧାନଶିକ୍ଷକ ନିଲମ୍ବିତ
କେନ୍ଦ୍ରାପଡା : ସ୍କୁଲ ଭିତରେ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ନିଲମ୍ବିତ l କେନ୍ଦ୍ରାପଡା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଖେଳ ଛୁଟିରେ ପ୍ରଧାନ ଶିକ୍ଷକ ସୁନାକର ନାୟକ ଅଫିସ୍ ଭିତରେ ବସି ମଦ୍ୟପାନ କରିଥିଲେ। ପରେ!-->…