Browsing Category

ଓଡିଶା

ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ : କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ଵର: ଓଡିଶାବାସୀଙ୍କ ଆଳୁ ଚାହିଦା ମେଣ୍ଟାଇବାରେ ୯୦ ପ୍ରତିଶତ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ମନ୍ତ୍ରୀ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ ଥିବା କହିଛନ୍ତି କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ରୁ ଅଧିକ ପଦବୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪ହଜାର ୪୮୫ପଦବୀ । ୧୨ଫେବ୍ରୁଆରୀ ୨୦୨୬ ସୁଦ୍ଧା ଖାଲି ପଡିଛି ୯୪ହଜାର ୪୮୫ପଦବୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ହଜାର ୨୮୯ ପଦବୀ ଖାଲି ପଡିଥିବା ସୂଚନା ମିଳିଛି । ଗୃହ ବିଭାଗରେ ୧୬ହଜାର ୩୨, ସ୍ୱାସ୍ଥ୍ୟରେ ୧୦ହଜାର

ବଢିବ ଇ-ବସ ସଂଖ୍ୟା, ଯୋଡ଼ାଯିବ ଆଉ ୬୦୦ ଇ-ବସ୍

ଭୁବନେଶ୍ୱର: ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ସହରାଞ୍ଚଳ

କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ପିପିଲି: କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଆଜି ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପିପିଲି ପୋଲିସ । ପୂର୍ବରୁ କୃଷ୍ଣ କାଣ୍ଡିକୁ ଏନାକାଉଣ୍ଟର କରି ଗିରଫ କରିବା ପରେ ଦ୍ୱିତୀୟ ଅଭିଯୁକ୍ତ ସୁନୀଲ କାଣ୍ଡି କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ଆଜି ତୃତୀୟ ଅଭିଯୁକ୍ତ

ଶଙ୍ଖ ଛାଡି ପଦ୍ମ ଧରିବେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପୁଅ ଓ ପରିବାର

ଭୁବନେଶ୍ୱର: ଆସ୍ତେ ଆସ୍ତେ ଭୁଶୁଡିଛି ବିଜେଡି ଗଡ଼। ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ। ବିଜେଡି ଛାଡି ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପରିବାର। ଏହା ବିଜେଡିକୁ ବଡ଼ ଝଟ୍‌କା। ଏନେଇ ଅଭିଜିତ ଦାସ

ଦୁଷ୍କର୍ମ ମାମଲାରେ ବଢିଲା IRS ଅଧିକାରୀଙ୍କ ଅଡୁଆ, ଆରମ୍ଭ ହେଲା ଡବଲ ତଦନ୍ତ

ଭୁବନେଶ୍ବର: ବଢ଼ିଲା IRS ଅଧିକାରୀଙ୍କ ଅଡ଼ୁଆ । ଆରମ୍ଭ ହେଲା ଡବଲ ତଦନ୍ତ । ଏପଟେ ପୋଲିସ, ସେପଟେ ସେଣ୍ଟ୍ରାଲ ଜିଏସଟିର ତନାଘନା । ଦୁଷ୍କର୍ମ ମାମଲାରେ ଖୁବ ଶୀଘ୍ର ଗିରଫ ହୋଇ ପାରନ୍ତି IRS ଅଧିକାରୀ । ଖୋଜୁଛି କମଶନରେଟ୍ ପୋଲିସ । ଜୋରଦାର ହେଲା ଛାନବିନ । କମିଶନରେଟ୍ ପୋଲିସର

୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ; ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍‌, ମସଲା, ତେଲ…

ଭୁବନେଶ୍ୱର: ସାବଧାନ ! ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଆପଣ ଯାହା ବି କିଛି କିଣିକି ଖାଉଛନ୍ତି ସେ ସବୁକିଛି ଅପମିଶ୍ରିତ ତଥା ଭେଜାଲ । ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍‌, ମସଲା, ସୋରିଷ ତେଲ ସବୁକିଛି ଭେଜାଲ । ସେହିପରି ବିସ୍କୁଟ, ମଇଦା,

୪ ମହଲା ବିଲ୍ଡିଂରୁ ପଡ଼ି ମହିଳାଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ପାରାଦ୍ଵୀପ: ଏକ ୪ ମହଲା ବିଲ୍ଡିଂ ରୁ ପଡ଼ି ମହିଳା ମୃତ। ପାରାଦୀପ ତାରେଣୀଗଡାରେ ଘଟଣା ଏହି ଅଘଟଣ । ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ଆଇଆଇସି

ବଳକା ପଦବୀ ପୂରଣ ଦାବି, ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ

ଭୁବନେଶ୍ୱର: ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ସହ ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ । ୨୦୨୩ ରେ ରାଜ୍ୟ ସରକାରଙ୍କ ପକ୍ଷରୁ, ୨ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ବାହାରିଥିଲା ନୋଟିଫିକେସନ । ପୂରଣ ହେଲା ପ୍ରାୟ ୧୩ ଶହ