Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁଣିଥରେ କାଶିପୁର ମାଟିର ନାଁ ରଖିଲେ ପଙ୍କଜ ମାଝୀ…
କାଶୀପୁର : ଗବର ଗାଡିଆରେ ପଦ୍ମଫୁଟିଲା ଭଳି ପୁଣିଥରେ କାଶିପୁର ଭଳି ଅନୁନ୍ନତ ବ୍ଲକର ନାଁ ରଖିଲେ ଡୁଡୁକାବାହାଲ ପଞ୍ଚାୟତଅନ୍ତର୍ଗତ ମଇଲିଗୁଡା ଗ୍ରାମର ପୂର୍ବତନ ବିଧାୟକ ବିଭିଷଣ ମାଝୀ ଙ୍କ ପୁଅ ପଙ୍କଜ ମାଝୀ।ଅଲ ଓଡିଶାରେ ୩୪୭ ରେଙ୍କ ରଖି ଓଡିଶା ସିଭିଲ ସର୍ଭିସ ଉତିର୍ଣ ହୋଇଛନ୍ତି ।ଘନଶ୍ୟମ!-->…
ରାୟଗଡ଼ା କଲର୍ଭଟ ଭୁଶୁଡ଼ିବା ଘଟଣା : ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ରାୟଗଡ଼ା : ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ଏକ ନିର୍ମାଣାଧୀନ କଲର୍ଭଟ ଭାଙ୍ଗି ଯିବା ଘଟଣାରେ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା!-->…
ଭୁବନେଶ୍ୱର ଏମ୍ସ ପାଚେରୀ ଭୁଶୁଡ଼ି ୩ ଆହତ
ଭୁବନେଶ୍ବର : ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପାଚେରୀ ଭୁଶୁଡ଼ି ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଆହତଙ୍କ ଭିତରେ ଦୁଇ ଜଣ ଏମ୍ସ ହାଉସ୍ କିପିଂ ଷ୍ଟଫ୍ ଅଛନ୍ତି। ବର୍ଷା ସମୟରେ ପାଚେରୀ ପାଖ ଦୋକାନରେ ଆଶ୍ରୟ ନେଇଥିଲେ। ଠିକ୍ ସେହି ସମୟରେ ପାଚେରୀଟି ଭୁଶୁଡ଼ି!-->…
ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
ବ୍ରହ୍ମପୁର: ୧୯୯୮ ମସିହାର ଏକ ମାମଲାରେ ବ୍ରହ୍ମପୁରର ଏଡିଜେ-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ ହତ୍ୟା ହୋଇଥିଲା!-->…
ପୁଣି OSCC ( UALB ) ପ୍ରଶ୍ନପତ୍ର ଲିକ! ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା
ଭଦ୍ରକ: ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି)ର କାର୍ଯ୍ୟଧାରାକୁ ନେଇ ଗୋଟିଏ ବିବାଦ ଥମି ନଥିବା ବେଳେ ଆଜି ପୁଣି ପ୍ରଶ୍ନପତ୍ର ଲିକ ଅଭିଯୋଗ ନେଇ ବିବାଦ ସୃଷ୍ଟି ହୋଇଛି। ଆଜି ହେଉଥିବା ଯୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ!-->…
ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ
ମୟୁରଭଞ୍ଜ : ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ ବାପି ମାଝୀ। ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ଏହି ସୂଚନା ଦେଇଛନ୍ତି।
ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି!-->!-->!-->…
ମା ଉଗ୍ରତାରା ମନ୍ଦିରରୁ ଚୋରି, ଲୁଟି ନେଇଛନ୍ତି ଅଳଙ୍କାର
ଟାଙ୍ଗି: ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରାଙ୍କ ମନ୍ଦିର ରୁ ଚୋରି। ଗତ କାଲି ରାତିରେ ହୋଇଛି ଚୋରୀ। ଦୁର୍ବୃତ୍ତମାନେ ଗତ କାଲି ରାତିରେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମାଙ୍କର ମୁକୁଟ,!-->…
ହେମନ୍ତ ଦାସକୁ ପୁଣି ବାନ୍ଧିଲା ବାଦାମବାଡ଼ି ପୁଲିସ
ଭୁବନେଶ୍ୱର :ପୁଣି ବାଦାମବାଡ଼ି ପୁଲିସ ଦ୍ଵାରା ଗିରଫ ହୋଇଛି କୁଖ୍ୟାତ ଲୁଟେରା ହେମନ୍ତ ଦାସ। ବାଦାମବାଡି ଅଞ୍ଚଳରେ ଥିବା ଏକ ଔଷଧ ଦୋକାନରୁ ଚୋରି କରିବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି।
ହେମନ୍ତ ନାଁରେ କେବଳ ରାଜ୍ୟରେ ୧୦୦ରୁ ଅଧିକ ମାମଲା ରହିଛି। ସେ ଵିଭିନ୍ନ ରାଜ୍ୟରେ ମଧ୍ୟ!-->!-->!-->…
ନାବାଳକ ନରବଳି ଅଭିଯୋଗ: କିଆକଟା ଥାନାରେ ରୀତାଞ୍ଜଳି ବାଘଙ୍କ ସମେତ ୪ ଅଟକ
ଆଠମଲ୍ଲିକ: ନାବାଳକ ସଞ୍ଜିତକୁ ନରବଳି ଅଭିଯୋଗରେ ୪ଜଣଙ୍କୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବାର ଖବର ମିଳିଛି। ଟୁସର ଗାଁର ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅକୁ ଅଟକ ରଖିଛି ପୁଲିସ।ସୂଚନା ଅନୁଯାୟୀ, ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା।!-->…
ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ଅଟକି ରହିଲା ଇସ୍ପାତ ଏକ୍ସପ୍ରେସ
ଦେଓଗାଁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ହେଲା ଅଟକି ରହିଥିଲା ଇସ୍ପାତ ଏକ୍ସପ୍ରେସ। ରେଳବାଇର ଟେକ୍ନିକାଲ ଟିମ୍ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଥିଲେ।
ସୂଚନା ଅନୁଯାୟୀ, ଆଜି ସକାଳେ ଠିକ୍ ସମୟରେ ଇସ୍ପାତ ଏକ୍ସପ୍ରେସ!-->!-->!-->…