Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା : ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ…
ଯାଜପୁର : ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା । ପ୍ରାଥମିକ ତଦନ୍ତ ଆରମ୍ଭ କଲେ ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ । ସମ୍ପୃକ୍ତ ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ ଉତ୍ତର ମିଳିବା ପରେ!-->…
ନୂଆ ରୂପ ପାଇବ ରାମେଶ୍ବର ମନ୍ଦିର
ଭୁବନେଶ୍ୱର: ନୂଆ ରୂପ ପାଇବ ରାମେଶ୍ବର ମନ୍ଦିର। ଏବେ ମନ୍ଦିର ଚତୁର୍ପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ ଚାଲିଛି। ଭାଙ୍ଗିପଡ଼ିଥିବା ଦଧିନଉତି ନୂଆ ତିଆରି ହେବ। ତେବେ ଦଧିନଉତିକୁ ରାଜସ୍ଥାନରୁ ଆସିବାକୁ ଥିବା ଖଣ୍ଡୋଲାଇଟ୍ ପଥରରେ ନିର୍ମାଣ କରାଯିବ। ଏଥର ଦଧିନଉତିର ଆକାର ବଡ଼ ହେବ ବୋଲି ସୂଚନା!-->…
ପାରିବାରିକ କଳହ : ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ; ଏମକେସିଜି ମେଡିକାଲରେ ଭର୍ତ୍ତି
ବ୍ରହ୍ମପୁର : ପାରିବାରିକ କଳହକୁ ନେଇ ନେଇ ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ହାଣିଲା ପୁଅ । ପୋଲସରା, କବିସୂର୍ଯ୍ୟନଗର ଗୁଡ଼ିଆଳି ଗାଁରେ ଅଘଟଣ । ରାତିରେ ଶୋଥିବାବେଳେ ପରିବାରର ୪ଜଣଙ୍କୁ ଭୂଜାଲି ଧରି ହାଣିଲା ପୁଅ । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି!-->…
ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ, ମା ଗୁରୁତର
ଉଦଳା: ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ। ଗୁରୁତର ଅବସ୍ଥାରେ ମା ମିନତୀ ମହାକୁଡ଼ଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦଳା ଶରତ ଥାନା କଟୁରିଆ ଗାଁରେ ଏହି ଅଘଟଣ ଘଟିଛି।
ଗତକାଲି ରାତିରେ ମିନତୀ ନିଜ ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଘରେ ଶୋଇଥିଲେ। ବିଳମ୍ବିତ!-->!-->!-->…
ଖୋର୍ଦ୍ଧାରେ ଖୋଲିଲା ପ୍ରଥମ ଗାଡ଼ି ସ୍କ୍ରାପ୍ ୟୁନିଟ୍
ଭୁବନେଶ୍ବର : ଆଉ ରାସ୍ତାରେ ଗଡିବନି ପୁରୁଣା ଗାଡି। ୧୫ ବର୍ଷରୁ ଅଧିକ ହୋଇସାରିଥିବା ଗାଡିକୁ ସ୍କ୍ରାପିଂ କରାଯାଇ ଗାଡି ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ବିଧିବଦ୍ଧ ଭାବେ ଗାଡ଼ି ସ୍କ୍ରାପିଂ ଆରମ୍ଭ ହୋଇଛି। ଖୋର୍ଦ୍ଧା ପିତାପଲ୍ଲୀ ଠାରେ ଆଜିଠୁ କାର୍ଯ୍ୟକ୍ଷମ ହୋଇଛି!-->…
ବରିଷ୍ଠ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିବା ରାମଚନ୍ଦ୍ର ପାଲଟାଙ୍କୁ OPSCର ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରମୋଦ କୁମାର!-->…
ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଡେଙ୍ଗୁ ହଟ୍ସ୍ପଟ୍
ଭୁବନେଶ୍ୱର : ବିଏମସି ଅବହେଳାରୁ ସ୍ମାର୍ଟ ସିଟି ଭୁବନେଶ୍ୱର ଏବେ ଡେଙ୍ଗୁର ହଟ୍ସ୍ପଟ ପାଲଟିଛି । ବିଏମସି ରାଜଧାନୀର ବିଭିନ୍ନ ସ୍ଥାନରେ ଆବର୍ଜନା ଏବଂ ଅପରିଷ୍କାର ପାଣି ଜମାରହୁଥିବା ବେଳେ ଡେଙ୍ଗୁରୋଗର ବାହକ ଏଡିସ ମଶାର ବଂଶ ବିସ୍ତାର ପାଇଁ ସୁବିଧା ହେଉଛି । କ୍ୟାପିଟାଲ ହସ୍ପିଟାଲରେ!-->…
ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଓଡ଼ିଶା ବିଜେପି ହୀନ ରାଜନୀତି କରୁଛି: ବିଜେଡି
ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଏକ ଆନ୍ତଃରାଜ୍ୟ ଦଲାଲ ରାକେଟ୍ ଧରାପଡ଼ିବା ପରେ ଓଡ଼ିଶା ବିଜେପି ଏହାକୁ ନେଇ ହୀନ ରାଜନୀତ ଆରମ୍ଭ କରିଦେଇଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି!-->…
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ପଶ୍ଚିମ- କେନ୍ଦ୍ରୀୟ ଓ ତତ-ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ, ସମୁଦ୍ର ପତ୍ତନ ଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ସକ୍ରିୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି!-->…
ନବୀନ ଓଡିଶା”ରେ ପଇସା ନେଇ ସରକାରୀ ଚାକିରୀ ବିକ୍ରି କରାଯାଉଛି : ଅନିଲ ବିଶ୍ୱାଳ
ଭୁବନେଶ୍ୱର : ଓଡିଶା ଷ୍ଟାଫ୍ ସିଲେକସନ ଦ୍ୱାରା ହୋଇଥିବା ଜେଇ ସିଭିଲ ମେନ ପରୀକ୍ଷାରେ ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ପ୍ରଘଟ ହୋଇଥିବା କଥା ପ୍ରମାଣିତ କରୁଛି ଯେ ଓଡିଶାରେ ସରକାରୀ ନିଯୁକ୍ତିରେ “ମନି ଫର୍ ଜବ୍” ର୍ୟାକେଟ କାମ କରୁଛି । ଏହି ଅପରାଧୀକ ଘଟଣାରେ କେବଳ କିଛି ଦଲାଲଙ୍କୁ ଗିରଫ!-->…