Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭିସୁଟ କ୍ୟାମ୍ପସକୁ ବାଇକ ମନା : ସାଇକେଲରେ କଲେଜ ଆସିବେ ଛାତ୍ରଛାତ୍ରୀ
ସମ୍ବଲପୁର: ଭିସୁଟକୁ ବାଇକ୍ ମନା । ଛାତ୍ରଛାତ୍ରୀ ବାଇଟ୍ କିମ୍ବା କାର ନେଇ ପାଠ ପଢିବାକୁ ଆସିପାରିବେ ନାହିଁ । ଅର୍ଥାତ ସାଇକେଲରେ ଆସିବେ । ଖାଲି ଏତିକି ନୁହେଁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ବାଇକ କିମ୍ବା କାର ରଖିପାରିବେ ନାହିଁ । ଏ ନେଇ ବିଶ୍ୱବିଦ୍ୟାଳୟର କୁଳପତି ଏକ!-->…
ଶବ ସତ୍କାର ଚାଲିଥିବା ସମୟରେ ପୋଡା ମାଂସ ଆଣି ଖାଇଲେ ୨ ବ୍ୟକ୍ତି
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଦେଖିବାକିୁ ମିଳିଛି ଅଭାବନୀୟ ଘଟଣା । ଶବ ସତ୍କାର ଚାଲିଥିବା ସମୟରେ ପୋଡା ମାଂସ ଖାଇବାକୁ ନେଇ ପ୍ରକାଶ ପାଇଛି ଉତେଜନା । ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖିଥିଲେ । ପରେ ଖବରପାଇ ଘଟଣା!-->…
ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ମୋ ସରକାର ଅଧିନରେ ଆସିବ ଜନଅଭିଯୋଗର ଶୁଣାଣି । ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସମ୍ପର୍କରେ ମତାମତ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ତେଜିଛି ରାଜନୀତି । ଏହି!-->…
ବାହୁଦା ନଦୀ କୂଳରେ ପଡ଼ିଛି ଟନ ଟନ ମଲା ମାଛ
ଗଞ୍ଜାମ; ମାଛ ମଡ଼କ । ନଦୀ କୂଳରେ ମରିପଡ଼ିଛନ୍ତି ଶହଶହ ସଂଖ୍ୟାରେ ମାଛ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମି ନିକଟରେ ଏଭଳି ଦୃଶ୍ୟ । ବାହୁଦା ନଦୀ ଓ ନଦୀ ତଟରେ କ୍ୱିଣ୍ଟାଲ, କ୍ୱିଣ୍ଟାଲ ମଲା ମାଛ ପଡିରହିଛି । ନଦୀ ପାଣିରେ ଅନେକ ପରିମାଣରେ ମାଛ ଭାସୁଥିବା ଦେଖିବାକୁ!-->…
ସରକାରଙ୍କ ବିକାଶ କାମ ଦେଖି ବିରୋଧୀଙ୍କ ଟେନସନ ବଢିଯାଇଛି : ରାଜେନ୍ଦ୍ର ଢୋଲକିଆ
ଭୁବନେଶ୍ୱର: ଲୋକଙ୍କ ସହ ସିଧାସଳଖ ଯୋଡିହେବ ସିଏମଓ । ଦେଇଥିବା ଅଭିଯୋଗ ଆଧାରରେ କାମ ହେଉଛି କି ନାହିଁ ସେ ବାବଦରେ ଫୋନ୍ କରି ମତାମତ ନେବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କିଛି ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉଭୟ ବିଜେପି!-->…
ନିଉଡ୍ କଲ୍ ରେ ଯୁବତୀଙ୍କ ଜାଲରେ ଫସିଲେ ଯୁବକ; ୫୦ ଥର କଇଁଚି ଭୁସି ଜୀବନ ହାରିବାକୁ ଉଦ୍ୟମ
ଭୁବନେଶ୍ୱର: ନିଉଡ଼ କଲର କରୁଣ ପରିଣତି। ବ୍ଲାକ ମେଲିଂର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ । ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ । ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଢେଙ୍କାନାଳର ଦଣ୍ଡଧର ବାରିକ ।
ଭୁବନେଶ୍ୱର ନୟାପଲ୍ଲୀ N -1ରେ ଦଣ୍ଡଧର ନିଜ!-->!-->!-->…
ଢେଙ୍କାନାଳ ଗସ୍ତରେ 5T ସଚିବ: ମିଲେଟ କାଫେର କଲେ ଉଦ୍ଘାଟନ
ଢେଙ୍କାନାଳ: ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ପୁରାତନ ଜାଉଳୀ ପୋଖରୀ ମଠ ପରିଦର୍ଶନ କରିଛନ୍ତି 5T ସଚିବ । ମଠ ପରିସରରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ମଠ ମହନ୍ତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କ!-->…
କୁଆଖାଇ ଟ୍ରାଜେଡି: ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି। ମୃତକମାନେ ହେଲେ ଆର୍ଯ୍ୟନ, ଅବିନାଶ, ରୋହିତ ଏବଂ ପ୍ରତୀକ। ଆର୍ଯ୍ୟନଙ୍କ ଘର ଜାମସେଦପୁରରେ ହୋଇଥିବା ବେଳେ ରୋହିତଙ୍କ ଘର!-->…
‘ମୋ ସରକାର’ ଅଧିନରେ ଆସିବ ଜନ ଅଭିଯୋଗ ଶୁଣାଣି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।
ଢେଙ୍କାନାଳରୁ ଭିଡିଓ କନ୍ଫରେସନ୍ସ ଜରିଆରେ ଯୋଡ଼ି ହୋଇ ୫ଟି ସଚିବ!-->!-->!-->…
ବାଲି ମାଫିଆ ଙ୍କ କଳା କାରନାମା : କୁକୁଡ଼ାଖଣ୍ଡି ଲେଡିସିଙ୍ଘମ ତହସିଲଦାରଙ୍କ ଗାଡ଼ିରେ ଚିପ୍ସ ଲଗାଇବା ଘଟଣା ନେଇ ଥାନା…
ବ୍ରହ୍ମପୁର:୧୨-୭- ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀ ଘାଟରୁ ଦୈନିକ ଶହ ଶହ ଟ୍ରକ ବାଲି ଚୋରାରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେବା ସହ ରାଜ୍ୟ ବାହାରକୁ ମଧ୍ୟ ଦିନ ଦ୍ୱିପ୍ରହରେ ଅବାଧ ରେ ଚାଲାଣହେଉଛି।କା ଭାଁଆ କେତେବେଳେ ରାଜସ୍ୱ ବିଭଗ ତ କେତେବେଳେ ପୋଲିସ କର୍ମଚରୀ ମାନେ ଧରପଗଡ!-->!-->!-->…