Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ପୁଣି ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର। ରାଜଧାନୀରେ ନିଶା ନିବାରଣ କେନ୍ଦ୍ରରୁ ଉଦ୍ଧାର ହୋଇଛି ମୃତଦେହ । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ରରୁ ଜଣେ ଅନ୍ତେବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତଦେହ ଜବତ କରି ତଦନ୍ତ ଆରମ୍ଭ!-->!-->!-->…
ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ଅଧିକ ଓ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁର ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିଥାଏ ବୋଲି ଆମେ ଜାଣିଛେ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ!-->…
ପାଟ୍ରୋଲିଂ ନ କଲେ କାର୍ଯ୍ୟାନୁଷ୍ଠାନ ହେଵ : ପିସିସିଏଫ୍
ଭୁବନେଶ୍ୱର: ବନ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରିବାକୁ ପିସିସିଏଫଙ୍କ ଅପିଲ । ବନ କର୍ମଚାରୀଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଛି । ୮ ତାରିଖ ଯାଏଁ ସମୟ ଦିଆଯାଇଛି ତେଣୁ ଆନ୍ଦୋଳନରୁ ଓହରନ୍ତୁ । କିଛି କିଛି ସ୍ଥାନରେ ପଶୁଙ୍କ ଆକ୍ରମଣରେ ମୃତାହତ ଖବର ଆସୁଛି । ଏଭଳି ସ୍ଥଳରେ!-->…
ବ୍ୟକ୍ତିଗତ ସଚିବଙ୍କ ବାରମ୍ବାର ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ…
ଭୁବନେଶ୍ୱର, : ରାଜ୍ୟରେ କିଛି ମାସ ହେବ ଗଣତନ୍ତ୍ର ଭୁଷୁଡି ପଡିଥିବା ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଯେଉଁଭଳି ଭାବରେ ବିକାଶର ମିଛ କାହାଣୀର ଡିଣ୍ଡିମ ପିଟୁଛନ୍ତି, ତାହା ଭାରତବର୍ଷରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେହିପରି କୋଟି କୋଟି!-->…
ନିଜର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଲେ ମହିଳା, ସାନ ଝିଅ ଓ ସାନ ପୁଅ ମୃତ
ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି। ୩ ପୁଅ ଓ ଝିଅକୁ ଫିଙ୍ଗି ନିଜେ କୂଅକୁ ଡେଇଁପଡିଲା ମାଆ। ଗଞ୍ଜାମ ଶେରଗଡ଼ ବ୍ଲକ ଲାଉଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ନିଜର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ!-->!-->!-->…
ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ (OREAT)ର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି।
!-->!-->!-->…
ବାହାନଗା ଟ୍ରେନ୍ ଦୁର୍ଘଟଣା: ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ
ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର କରାଯାଉଛି ।
ଭୁବନେଶ୍ୱର ଏମ୍ସରେ ୮୧ଟି!-->!-->!-->…
ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା । ଘରକୁ ଫେରୁଥିବା ବେଳେ କିଛି ମହିଳା ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତକ ହେଲେ ଝାରସୁଗୁଡ଼ା ଥାନା ଲେକଚର କଲୋନୀର କୈଳାସ ଚନ୍ଦ୍ର ମେହେର!-->…
ସରିଲା ରିମାଣ୍ଡ ଅବଧି: ଭିଜିଲାନ୍ସ କୋର୍ଟରେ ପ୍ରଶାନ୍ତ ରାଉତ ହାଜର
ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଶାନ୍ତ ରାଉତଙ୍କୁ କୋର୍ଟରେ ହାଜର କରିଛି ଭିଜିଲାନ୍ସ। ଭିଜିଲାନ୍ସ ୫ ଦିନିଆ ରିମାଣ୍ଡରେ ପ୍ରଶାନ୍ତଙ୍କୁ ନେଇଥିଲା। ଦୀର୍ଘ!-->…
ସିଦ୍ଧାନ୍ତ ମହାପାତ୍ରଙ୍କୁ ଏସ୍ଟିଏ ର ପ୍ରଶଂସା
ଭୁବନେଶ୍ୱର:ଓଲିଉଡର ଖ୍ୟାତନାମା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ପକ୍ଷରୁ ପ୍ରଶଂସା କରାଯାଇଛି। ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ ତାଙ୍କୁ ପ୍ରଶଂସା କରାଯିବା ସହିତ ସିଦ୍ଧାନ୍ତ ଅନ୍ୟମାନଙ୍କ ପାଇଁ ରୋଲ୍!-->…