Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଋଣ ଟଙ୍କା ସୁଝି ନପାରିବାରୁ ଝୁଲିପଡ଼ିଲେ ବୃଦ୍ଧ ଦମ୍ପତି
ପୂରୀ :ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ବୃଦ୍ଧ ଦମ୍ପତି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଘରେ ଦୁହେଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଦମ୍ପତି ହେଲେ ବାନାମ୍ବର ବେହେରା(୫୮) ଏବଂ ବନିତା!-->…
ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ
କଟକ: ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଏବେ ଖୋଲିଲା ବାଟ। ବହୁ ବାଦ ବିବାଦ ପରେ ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁହେବ ଅଧ୍ୟାଦେଶ । ଅଧ୍ୟାଦେଶ ବଳରେ!-->…
ରତ୍ନବେଦିରେ ଶ୍ରୀଜିଉ; ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାବାହୁ
ପୁରୀ: ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଶନିବାର ରାତିରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବା ସହ ରତ୍ନବେଦିରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ!-->…
କର୍ପୋରେଟର୍ଙ୍କ ଭାଇ ଓ ପୁତୁରାକୁ ଗୁଳିମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: କର୍ପୋରେଟର୍ ଶ୍ରୀଧର ଜେନାଙ୍କ ଭାଇ ଶିଖର ଓ ପୁତୁରା ରିଙ୍କୁଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥାଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଘଟଣା ପରଠାରୁ ସେ ଫେରାର ଥିଲେ। ଖାଲି ସେତିକି ନୁହେଁ ପ୍ରଭାତ ମାର୍ଥାଙ୍କର ଅନ୍ୟ ଜଣେ ସହଯୋଗୀକୁ ବି!-->…
ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଘଟଣା : ଅଭିଯୁକ୍ତକୁ ଗିରଫ କଲା ପୋଲିସ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟାର ଅଭିଯୁକ୍ତ ଗିରଫ । ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ହତ୍ୟାର ଅଭିଯୁକ୍ତ ରାମକୃଷ୍ଣ ମିଶ୍ରକୁ ଗିରଫ କରିଛି କେ. ନୂଆଗାଁ ଥାନା ପୋଲିସ । ହରିଦ୍ୱାର ପଳାଇଥିବା ବେଳେ ଝାରସୁଗୁଡ଼ା ବ୍ରଜରାଜନଗର!-->…
ବାହନାଗା ଦୁର୍ଘଟଣା: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ହଟାଇଲା କେନ୍ଦ୍ର
ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିହା ଲୋମହର୍ଷଣକାରୀ ଟ୍ରେନ୍ ଦୁର୍ଘଟଣାକୁ ମାସେ ପୂରିବାରୁ ଗୋଟିଏ ଦିନ ବାକି ରହିଛି। ଏହା ପୂର୍ବରୁ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ!-->…
ଟ୍ରକକୁ ଧକ୍କା ଦେଲା ଓଏସଆରଟିସି ବସ୍: ୮ ଆହତ, ୩ ଗୁରୁତର
କୁଚିଣ୍ଡା: ରାତି ବେଳେ ପୁଣି ବସ ଦୁର୍ଘଟଣାର ଶିକାର। କେନ୍ଦୁଝରରୁ ବଲାଙ୍ଗୀର ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି। ରାସ୍ତା କଡରେ ଟ୍ରକଟି ଛିଡା ହୋଇଥିବା ବେଳେ ବସଟି ପିଟି ହୋଇଯାଇଥିଲା। ତେଣୁ ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାଇପାସ!-->…
ଜଳେଶ୍ୱର ମନ୍ଦିର ଟଙ୍କା ବଣ୍ଟାକୁ ନେଇ ବିବାଦ; ପୁଜାରୀଙ୍କ ମୁଣ୍ଡ ଫଟାଇଲେ,ଥାନାରେ ମାମଲା
ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଲେଶ୍ୱର ମନ୍ଦିର ଟଙ୍କା ବଣ୍ଟାକୁ ନେଇ ନେଇ ତୁମୁଳ କାଣ୍ଡ ହୋଇଛି । ଜଣେ ପୂଜରୀଙ୍କୁ ସମ୍ପୃକ ମନ୍ଦିରର ଅନ୍ୟ ଜଣେ ପୁଜାରୀ ଏବଂ ତାଙ୍କ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିଛନ୍ତି । ଏପରିକି ଘରେ ପଶି ଆସିବାବ ପତ୍ର ଭାଙ୍ଗି ଦେଇଛନ୍ତି ।!-->…
ଓଡ଼ିଶାକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅନୁଦାନ ପଠାଇଲା କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ୧୯ଟି ରାଜ୍ୟ ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) ଅନ୍ତର୍ଗତ ୬,୧୯୪.୪୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ ଦେଇଛନ୍ତି। ଏହି ରାଶିରେ ୧ ହଜାର ୨୦୯ କୋଟି ଟଙ୍କା ସାମିଲ ରହିଛି।
ଛତିଶଗଡ଼,!-->!-->!-->…
ଓଡ଼ିଶାକୁ ନାନୋ ୟୁରିଆ ନଦିଆଯାଇ ପାରମ୍ପରିକ ୟୁରିଆ ଦିଆଯାଉ: ମନ୍ତ୍ରୀ ରାଜା ସ୍ୱାଇଁ
ଭୁବନେଶ୍ୱର: ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବାରେ ସହାୟତା କରିବା ପାଇଁ ରାଜ୍ୟକୁ ୪ ଲକ୍ଷ ଟନ୍ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ମିଳିଛି ୨୨ ହଜାର ୫୦୦ ମେଟ୍ରିକ ଟନ୍ ସାର। ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ!-->…