Browsing Category

ଓଡିଶା

ବ୍ରହ୍ମପୁର ପୋଲିସର ସ୍ପେସାଲ ଡ୍ରାଇଭ: ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ିବାକୁ କୁଖ୍ୟାତ ଅପରାଧୀଙ୍କୁ ନିର୍ଦ୍ଦେଶ

ବ୍ରହ୍ମପୁର : କୁଖ୍ୟାତ ଅପରାଧୀ ମାନଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ। ପୋଲିସର ସ୍ପେସାଲ ଡ୍ରାଇଭ ଜାରି । ଦୁର୍ଦ୍ଦାନ୍ତ ଅପରାଧୀ ବଳିଆ ଧରା ନ ଦେଲେ କିଛି ବି ଘଟିପାରେ । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆକ୍ସନ ମୋଡରେ ପୋଲିସ । ଅପରାଧିକ ଦୁନିଆରୁ ଓହରି ଯିବାକୁ…

ବାଇକ ଷ୍ଟଣ୍ଟ କରୁଥିବାବେଳେ ଗଲା ଜଣଙ୍କ ଜୀବନ, ୪ ଗୁରୁତର

ନୀଳଗିରି : ରିଲ୍ସ କରିବା ହେଲା କାଳ। ବାଇକ ଷ୍ଟଣ୍ଟ କରୁଥିବାବେଳେ ଦୁର୍ଘଟଣାରେ ଗଲା ଜୀବନ। ୬ ବାଇକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା। ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଅଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଛକରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରତ୍ନାକର…

ରାଜଧାନୀରେ କୁଖ୍ୟାତ ନିଶା ମାଫିଆ ପପୁନକୁ ଏନକାଉଣ୍ଟର୍

ଭୁବନେଶ୍ୱର : ରାଜଧାନୀରେ ଏନକାଉଣ୍ଟର୍ । ଭୁବନେଶ୍ବରରେ କୁଖ୍ୟାତ ନିଶା ମାଫିଆକୁ ଏନକାଉଣ୍ଟର୍ । ପପୁନ୍ ମାଝୀକୁ ଏନକାଉଣ୍ଟର୍ କଲା କମିଶନରେଟ୍ ପୋଲିସ୍ । ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ନିଶା ମାଫିଆ ପପୁନ୍ । ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ନିଶା ଡିଲ୍ ବେଳେ ଏନକାଉଣ୍ଟର୍ । ପ୍ରଥମେ…

ଆଜିଠୁ ଯୁକ୍ତ ୩ ନାମଲେଖା ଆବେଦନ, ଜୁଲାଇରୁ ପାଠପଢା

ଭୁବନେଶ୍ୱର : ନିକଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯୁକ୍ତ ୨ ପରୀକ୍ଷା ଫଳର ବାହାରିବା ପରେ ଯୁକ୍ତ ୩ ପାଇଁ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ଯୁକ୍ତ ୩ ନାମଲେଖା ପାଇଁ ଆଜିଠୁ ଆବେଦନ କରିପାରିବେ ଛାତ୍ର ଛାତ୍ରୀ । ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ ୩ କଲେଜ…

କାର୍-ଟ୍ରେଲର ଧକ୍କା: ୪ ମୃତ, ୩ ଗରୁତର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏକ ଇନୋଭା କାର୍ ଏବଂ ଟ୍ରେଲର ମଧ୍ୟରେ ଧକ୍କା ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା…

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍-୨୦୨୪ ରେଜଲ୍ଟ : ବୁବୁନ ସାହୁ ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OPSC) -୨୦୨୪ ପରୀକ୍ଷା ଫଳ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଶହ କୃତକାର୍ଯ୍ୟ ହୋଇଛନ୍ତି । ୨ ଶହ ମଧ୍ୟରୁ ୭୮ ଜଣ ମହିଳା କୃତକାର୍ଯ୍ୟ ହୋଇଛନ୍ତି । ବୁବୁନ ସାହୁ ହୋଇଛନ୍ତି ଟପ୍ପର । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶୋଭନା…

ମହାନଦୀରେ ଗାଧୋଇବା ବେଳେ ବୁଡି ଗଲେ ନାବାଳକ

କଟକ : ମହାନଦୀରେ ପୁଣି ଅଘଟଣ । କଟକ ଆୟତପୁର ନିକଟ ମହାନଦୀରେ ବୁଡି ଗଲେ ନାବାଳକ ।  4 ଜଣ ସାଙ୍ଗ ମହାନଦୀକୁ ଗାଧେଇବା ପାଇଁ ଆସିଥିଲେ ।  ଗାଧେଇବା ବେଳେ ଘଟିଲା ବଡ଼ ଅଘଟଣ ।  ଗରାମ ଗ୍ରାମର 14 ବର୍ଷର ନାବାଳକ ସୋମନାଥ ସେଠି ଗାଧୋଇବାବେଳେ ବୁଡି ଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରିବାକୁ…

ଓପିଏସସି ଆଶାୟୀ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ, ବୟସ ବଢ଼ିଲା ମାତ୍ର ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ନାହିଁ

ଭୁବନେଶ୍ୱର : ଓପିଏସସି ଆଶାୟୀ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ । ବୟସ ବଢ଼ାଇଲେ କିନ୍ତୁ ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ନାହିଁ l ଏହାକୁ ନେଇ ଓପିଏସସି ଆଶାୟୀ ପରୀକ୍ଷାର୍ଥୀମାନେ କ୍ଷୋଭ ପ୍ରକାଶ କରିଛନ୍ତି l ଏହି ନିୟମ ଅନୁଯାୟୀ ରାଜ୍ୟର…

୩୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ, ଘରେ ବଙ୍କର କରି ଲୁଚି ରହିଥିଲା

ଯାଜପୁର : ୩୨ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ । ପୋଲିସକୁ ଚକମା ଦେଇ ଘରେ ବଙ୍କର କରି ଲୁଚି ରହିଥିଲା । ଯାଜପୁର ଜିଲ୍ଲା କୁଆଖିଆ ଥାନା ନୂଆହାଟ ଗାଁରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ୧୯୯୪ ମସିହାର ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରବି ମଳିକଙ୍କୁ ପୋଲିସ…

ପ୍ରଧାନମନ୍ତ୍ରୀଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ମିଳିଲା କି ଗ୍ରୀନ୍ ସିଗନାଲ ? କାଲି ପିଏମ, ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଭେଟଘାଟ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବଢିଲା ଚର୍ଚ୍ଚା।…