Browsing Category

ଓଡିଶା

ବାହାନଗାରେ ସିବିଆଇ ଟିମ୍‌: କିଛି ଅଧିକାରୀଙ୍କ ମୋବାଇଲ ଫୋନ ସିଜ୍‌

ବାଲେଶ୍ବର: ବାହାନଗାରେ ସିବିଆଇ ଟିମ୍‌ । ଦ୍ୱିତୀୟ ଦିନରେ ଦୁର୍ଘଟଣାସ୍ଥଳ ବାହାନଗା ବଜାର ଷ୍ଟେସନରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ଖୋଳତାଡ କରୁଛି । ଟେକ୍ନିକାଲ ଓ ଫୋରେନସିକ୍‌ ଟିମ୍‌ ଯାଞ୍ଚ କରୁଛନ୍ତି । ପ୍ୟାନେଲ୍‌ ରୁମ୍‌ରୁ ଆଜି ଖୋଳତାଡ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳରୁ ଟ୍ରାକ

ବାଲେଶ୍ୱର ରେଳ ଦୁର୍ଘଟଣା: ଓଡ଼ିଶାରେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଘଟିଥିବା ଶତାବ୍ଦୀର ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା ଦାନ ଦେବାକୁ ବୁଧବାର ଘୋଷଣା କରିଛି କିଟ୍‍ । ଆଜି ଏ ସମ୍ପର୍କରେ କିଟ୍‍ ଓ କିସ୍‍

ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ, ବଡ଼ ପୋଟଳ ପଡିବା ଶେଷ

ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା। ଜୋରସୋରରେ ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ। ଆଜି ତିନି ରଥରେ ବଡ଼ ପୋଟଳ ପଡିବା କାର୍ଯ୍ୟ ଶେଷ ହୋଇଛି । ଗତକାଲି ତିନିରଥକୁ ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ କରାଯାଇଥିଲା। ଦର୍ପଦଳନ ରଥର ଆଗ ଆଣି, ପଛଆଣି ଏବଂ ତାଳଧ୍ୱଜ ଓ ନନ୍ଦିଘୋଷ ରଥର

ବାହାନଗା ରେଳ ଦୁର୍ଘଟଣାରେ ଆସାମର ମୂଷା ଶେଖ୍‌ ନିଖୋଜ

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି ରଖାଯାଇଛି । ମୃତକଙ୍କୁ ଚିହ୍ନଟ ପାଇଁ ଅନ୍ୟ

SCBରେ ତିନିଦିନ ପରେ ଏକାଠି ହେଲେ ନବ ଦମ୍ପତି

କଟକ :ଟ୍ରେନ୍‌ ଦୁର୍ଘଟଣାରେ ବିଛେଦ ପରେ ମିଳନ । ୫ ଦିନ ପରେ ଏକାଠି ହେଲେ ପଶ୍ଚିମବଙ୍ଗର ନବ ବିବାହିତା ଦମ୍ପତି । କରମଣ୍ଡଳ ଟ୍ରାଜେଡିର ୩ ଦିନ ପୂର୍ବରୁ ସେମାନଙ୍କର ହାତଗଣ୍ଠି ପଡ଼ିଥିଲା । ଗତ ୩୧ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ୨ ତାରିଖରେ ଉଭୟ ଟ୍ରେନରେ ଚଢିଥିଲେ । ସେମାନେ ଜାଣି

ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମକୁ ଖୋଜୁଛନ୍ତି ପତ୍ନୀ ରୁପା

କଟକ: ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମକୁ ଖୋଜୁଛନ୍ତି ପଶ୍ଚିମବଙ୍ଗର ରୁପା ହେମ୍ବ୍ରମ। ସାନ୍ତରାଗାଛି ଜଙ୍କସନରୁ ଚେନ୍ନାଇ ଯାତ୍ରା କରୁଥିବା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇ ସ୍ତ୍ରୀ ଓ

ଭେଣ୍ଡିଆ ପୁଅର ଶବ ନେବାକୁ ବିହାରରୁ ଦୌଡିଆସିଛି ବୁଢୀ ମା’

ଭୁବନେଶ୍ୱର: ମାଆଟି ଆଖିରେ ଆଖିଏ ଲୁହ । କେତେବେଳେ ସେ ଲୁହ ଆଖିରେ ଆଖିରେ ଶୁଖିଯାଉଛି ତ, ଆଉ କେତେବେଳେ ଅମାନିଆ ହୋଇ ବୋହି ଆସୁଛି ଗାଲ ପାଖକୁ । ଲୁହକୁ କାନିରେ ପୋଛି ଦେଇ ପୁଣି ଗାଲରେ ହାତଦେଇ କୋହ ଚାପି ବସି କଣ ସବୁ ଭାବୁଛି ମା’ଟି। ଏତିକି ବେଳେ ଜଣେ ଝିଅ ହାତରେ ବିସ୍କୁଟ ଆଉ

ରେଳ ଦୁର୍ଘଟଣା ମୃତାହତଙ୍କୁ ସହାୟତା, ସରକାରଙ୍କ ପକ୍ଷରୁ ୫ଲକ୍ଷ ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ପ୍ରଦାନ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁର୍ଘଟଣାରେ ବାଲେଶ୍ୱର ଜିଲ୍ଲାର ୧୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଓ

ଥାନାଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ

ସୁବର୍ଣ୍ଣପୁର : ଦୁଇ ଭାଇଙ୍କ କଳିର ସମାଧାନ କରିବାକୁ ଯାଇ ପୋଲିସ ହଟହଟା । ସୁବର୍ଣ୍ଣପୁର ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ଏହା ହେଉଛି ସୋମବାର ଦିନର ଘଟଣା । ତିଲେଇମାଲ ଗାଁର ରତ୍ନାକର ପଧାନ ଏବଂ ତାଙ୍କ ଭାଇ ସୁବାସ ପଧାନଙ୍କ ମଧ୍ୟରେ

ବାହାନଗା ଟ୍ରାଜେଡି: ବଞ୍ଚିଗଲେ ନେପାଳର ଯୁବକ, ୫ ଦିନ ପରେ ମିଳିଲା ପୁଅ

ବାଲେଶ୍ୱର : କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ନେଇଛି ଶତାଧିକ ଜୀବନ । ହଜାର ହଜାର ଯାତ୍ରୀ ଆହତ ହୋଇଛନ୍ତି । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ନେପାଳର ଯୁବକ । ଖୋଜି ଖୋଜି ୫ ଦିନ ପରେ ପୁଅ ପାଖରେ ପହଞ୍ଚିଛନ୍ତି ପରିବାର ଲୋକ । ପାଞ୍ଚ ଦିନ ହେବ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ୧୫ ବର୍ଷର