Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାହାନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ସ୍ୱାଗତ କଲା ବିଜେଡି
ବାହାନଗା: ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍ରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛି ରେଳବାଇ ବୋର୍ଡ। ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା ଘୋଷଣା କରିବା ପରେ ଦୁର୍ଘଟଣା ପଛରେ ଷଡ଼୍ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ତେବେ ଟ୍ରେନ!-->…
ସରିଲା ମରାମତି, ବାହାନଗା ବଜାର ଷ୍ଟେସନ୍ ଦେଇ ଗଡ଼ିଲା ଟ୍ରେନ୍
ବାଲେଶ୍ୱର : ୫୧ ଘଣ୍ଟାର ନନଷ୍ଟପ୍ ପୁନରୁଦ୍ଧାର କାମ । ଶେଷରେ ଦୁର୍ଘଟଣାଗ୍ରସ୍ତ ବାହାନଗା ବଜାର ଷ୍ଟେସନ୍ ଦେଇ ଗଡ଼ିଲା ଟ୍ରେନ୍ । ଗତକାଲି ରାତିରେ ପୁରୀକ୍ଷାମୂଳକ ଭାବରେ ମାଲଗାଡ଼ି ଗଡ଼ିଥିଲା । ଆଜି ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ଚଳାଚଳ କରିଛି । ଏପରିକି ବନ୍ଦେ ଭାରତ ଏକ୍ସପ୍ରେସ!-->…
ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଦୁଇ ଲୋକୋ ପାଇଲଟ୍ଙ୍କ ବୟାନ ରେକର୍ଡ
ଭୁବନେଶ୍ୱର :ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପ୍ରତ୍ୟକ୍ଷଦର୍ଶୀ ତଥା କରମଣ୍ଡଳ ଏକ୍ସପ୍ରେସର ୨ ଆହତ ଲୋକୋ ପାଇଲଟ୍ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ଆଜି ଦ.ପୂ ରେଲୱେ CPRO !-->…
ବୟସର ଅପରାହ୍ନରେ ଜାତୀୟ ରାଜପଥ କଡ଼ରେ ବିପଦ୍ଜନକ ଅବସ୍ଥାରେ ବିତୁଛି ବୃଦ୍ଧାଙ୍କ ଅବଶିଷ୍ଟ ଜୀବନ…
ମାଲକାନଗିରି:(୦୫/୦୬/୨୦୨୩) କଥାରେ ଅଛି ୧୦ଖଣ୍ଡ ପୁରାଣ ଲେଖିବା ଯେତିକି କଷ୍ଟ ଗୋଟିଏ ସନ୍ତାନ ପ୍ରସବ କରିବା ତା'ଠାରୁ ଢ଼େର ଅଧିକା ଯନ୍ତ୍ରଣା ଦାୟକ। ନଅ ମାସ ଦଶ ଦିନ ଗର୍ଭରେ ଧାରଣ କରି ଯେଉଁ ମାଆ ଜନ୍ମ ଦେଇଥାଏ ସନ୍ତାନକୁ , ବୟସର ଅପରାହ୍ନରେ ଜରାଜୀର୍ଣ୍ଣ ଅବସ୍ଥାରେ ସେ ମାଆକୁ ଅଲୋଡ଼ା!-->…
ରେଳ ଦୁର୍ଘଟଣା ନେଇ ଜିଆରପି ଥାନାରେ ମାମଲା ରୁଜ୍ଜୁ
ବାଲେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଘଟଣାରେ ଜିଆରପି ଥାନାରେ ମାମଲା ରୁଜୁ। ଜୁନ ୩ ତାରିଖ କେସ ନମ୍ବର ୬୨ ଆଧାରରେ ମାମାଲା ରୁଜୁ କରିଛି ଜିଆରପି ପୋଲିସ।
ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲୱେ ଆକ୍ଟ ୧୫୩/୧୫୪/୧୭୫ରେ ତନାଘନା କରୁଛି ଜିଆରପି!-->!-->!-->…
ଏସସିବିରେ ଚିକିତ୍ସାରତ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ ବଡ଼!-->…
ଦୁର୍ଘଟଣାସ୍ଥଳ ବୁଲିଲେ ରେଲୱେ ସେଫ୍ଟି କମିଶନର
ବାଲେଶ୍ୱର : ଶୁକ୍ରବାର ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେସ କୁମାର ପାଠକ। ଷ୍ଟେସନ ସିଗନାଲ ରୁମ୍ ସହ କଣ୍ଟ୍ରୋଲ ରୁମ୍ ବୁଲି ଦେଖିବା ସହ ପ୍ରାରମ୍ଭିକ!-->…
ବରଗଡ଼ ସମରଧରା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ବରଗଡ଼: ବରଗଡ଼ ସମରଧରା ନିକଟସ୍ଥ ACC ରେଲୱେ ଟ୍ରାକରୁ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ମେଡାପାଲି ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ବରଗଡ଼ ଜିଲା ଡୁଙ୍ଗୁରୀ ଚୁନପଥର ଖଣିରୁ ବରଗଡ଼ ଯାଉଥିବା ଚୂନ ପଥର ମାଲବାହି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।
ବରଗଡ଼ ଏସିସି ସିମେଣ୍ଟ!-->!-->!-->…
ବାଇକ-ବୋଲେରୋ ମୁହାଁମୁହିଁ, ଜଣେ ମୃତ, ୨ ଗୁରୁତର
ଯାଜପୁର: ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା । ଜଣେ ମୃତ, ୨ ଗୁରୁତର । ଯାଜପୁର ଥାନା ଯୋଡିକୂଅ ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଏସ୍. କେ. ମୋତି । ଗୁରୁତର ଦୁଇ ଯୁବକ ହେଲେ ସେକ୍ ନାହାଜ ହୁସେନ୍ ଓ ଏକ୍ରା ମୁନ୍ ।
ଦୁଇ ଗୁରୁତରଙ୍କୁ!-->!-->!-->…
ନିଖୋଜ ଲୋକଙ୍କ କଥା କହି ଭାବପ୍ରବଣ ହୋଇଗଲେ ଅଶ୍ୱିନୀ ବୈଷ୍ଣବ…
ଭୁବନେଶ୍ୱର : ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାବୁକ ହୋଇଛନ୍ତି। ରେଳମନ୍ତ୍ରୀ ଦୁର୍ଘଟଣା ପ୍ରଭାବିତ ଟ୍ରାକ୍ର ପୁନରୁଦ୍ଧାର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଗଳା!-->…