Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନିଖୋଜ ଲୋକଙ୍କ କଥା କହି ଭାବପ୍ରବଣ ହୋଇଗଲେ ଅଶ୍ୱିନୀ ବୈଷ୍ଣବ…
ଭୁବନେଶ୍ୱର : ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାବୁକ ହୋଇଛନ୍ତି। ରେଳମନ୍ତ୍ରୀ ଦୁର୍ଘଟଣା ପ୍ରଭାବିତ ଟ୍ରାକ୍ର ପୁନରୁଦ୍ଧାର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଗଳା!-->…
ମୃତକଙ୍କ ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ରାଜଧାନୀରେ ମାଗଣାରେ ୫୮ଟି ଆମ୍ବୁଲାନ୍ସ ସେବା
ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କର ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ୫୮ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିରେ ବିନା ମୂଲ୍ୟରେ ଏବଂ ଅନ୍ତିମ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ମୃତକଙ୍କର ଶବ ସହିତ ସମ୍ପର୍କୀୟମାନେ!-->…
ମୁର୍ଦ୍ଦାଘରେ ପୁଅର ହାତ ହଲୁଥିବା ଦେଖିଲା ବାପା, ବଞ୍ଚିଗଲା ବିଶ୍ୱଜିତ୍ଙ୍କ ଜୀବନ
ଭୁବନେଶ୍ୱର : ଓଡ଼ିଶା ଟ୍ରେନ୍ ଦୁର୍ଘଟଣାକୁ ନେଇ ଅନେକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସୁଛି। କାହାର ସମ୍ପୂର୍ଣ୍ଣ ପରିବାର ଧ୍ୱଂସ ହୋଇଯାଇଛି ତ କାହାର ମୁଣ୍ଡ ଉପରୁ ମାତାପିତାଙ୍କ ଛାୟା ଉଠିଯାଇଛି। ଅନେକ ନିରୀହ ଅନାଥ ହୋଇଯାଇଛନ୍ତି। ଦୁର୍ଘଟଣାରେ ଏମିତି ବି କିଛି ଲୋକ ଅଛନ୍ତି,!-->…
ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ
ବ୍ରହ୍ମଗିରି: ମହାବାହୁ ସ୍ନାନ ବେଦୀରେ ୧୦୮ ଗଡୁ ପାଣିରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଭକ୍ତ ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ଦର୍ଶନ କରୁଛନ୍ତି। ମହାବାହୁଙ୍କ ଅଦର୍ଶନରେ ଆଜି ସକାଳୁ ବ୍ରହ୍ମଗିରିରେ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଣସର!-->…
ଦୁଇଦିନ ଧରି ୭ ଶବ ତଳେ ଫସି ରହିଥିବା ୧୦ ବର୍ଷର ବାଳକ ଉଦ୍ଧାର
ବାଲେଶ୍ୱର : ଓଡିଶା ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ରେଳ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି । ଏହି ଦୁର୍ଘଟଣାକୁ ନେଇ ଏବେ ବି ଅନେକ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ଆଉ ଏମିତି ଏକ!-->…
ରେଳ ଦୁର୍ଘଟଣାଗ୍ରସ୍ତ ଙ୍କ ପାଇଁ ସହାୟତା ର ହାତ ବଢାଇଲେ ଓଡ଼ିଆ ସିନେ ତାରକା ଏଲିନା ସାମନ୍ତରାୟ…
ଭୁବନେଶ୍ୱର : ତା:୦୪-୦୬-୨୦୨୩:- ବାଲେଶ୍ଵର ନିକଟ ବାହାନଗା ଠାରେ ଶୁକ୍ରବାର ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣା ରେ ଆହତଙ୍କ ପାଇଁ ସହାୟତା ର ହାତ ବଢାଇଲେ ଓଡ଼ିଆ ସିନେ ତାରକା ଏଲିନା ସାମନ୍ତରାୟ। ଭୁବନେଶ୍ୱର ୟୁନିଟ ୪ ସ୍ଥିତ ରେଡକ୍ରସ ଭବନ ରକ୍ତ ଭଣ୍ଡାର ରେ ଏଲିନା ଆୟୋଜିତ!-->!-->!-->…
ହାଇୱା ପଛରେ ପିଟି ହୋଇ ନାବାଳିକା ଓ ଶିଶୁ ସମେତ ୩ ମୃତ
ସମ୍ବଲପୁର: ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଝାରସୁଗୁଡ଼ାରୁ ସମ୍ବଲପୁର ଦେଇ କଳାହାଣ୍ଡି ଅଭିମୁଖେ ଘରକୁ ଫେରୁଥିବା ସମୟରେ ୧୦ ଜଣ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ହାଇୱା ପଛରେ ପିଟି ଅଟୋ(ଓଡି ୩୧ଜି ୧୮୮୨)ଟି ସଂପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ନାବାଳିକା, ଜଣେ!-->…
୨୭୫ରୁ ୧୦୮ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ସାରିଛି: ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୦୮ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ସାରିଛି। ବାଲେଶ୍ୱର ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି!-->…
ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା, ମୃଦଙ୍ଗ,!-->…
କେନ୍ଦ୍ର-ରାଜ୍ୟ ସରକାରଙ୍କ ସମନ୍ବୟ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି: ମନସୁଖ ମାଣ୍ଡଭିୟ
କଟକ/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଆଜି ଅପରାହ୍ନରେ ତିନି କେନ୍ଦ୍ରମନ୍ତ୍ରୀ ଭେଟିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ଶିକ୍ଷା, ଦକ୍ଷତା, ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ!-->…