Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଏମ୍ସରେ ଡାକ୍ତର ଟିମ୍ ସହିତ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ପରେ ଡାକ୍ତରମାନଙ୍କର ଏକ ବୈଠକ ନେଇଛନ୍ତି। ଏହାପରେ ସେ କହିଛନ୍ତି, ଦିଲ୍ଲୀର ୩ଟି ମେଡିକାଲରୁ ବିଶେଷଜ୍ଞ ଡାକ୍ତର ଟିମ୍ ଆସୁଛନ୍ତି। ସେମାନେ ଦିଲୀର ଏମ୍ସ, ରାମ ମନୋହର ଲୋହିଆ, ଲେଡି ହାର୍ଡିଁ!-->…
ବାହାନଗା ଟ୍ରେନ ଦୁର୍ଘଟଣା: ଉଠାଗଲା ୨୧ଟି ବଗି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାର୍ଯ୍ୟ
ବାଲେଶ୍ୱର: ବାହାନଗାରେ ଦୁର୍ଘଟଣାଗ୍ରସ୍ତ ରେଲେଓ୍ଵ ଲାଇନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ଲାଇନଚ୍ୟୁତ ହୋଇଥିବା ୨୧ଟି ବଗିକୁ ହଟାଇ ଦିଆଯାଇଛି । ଟ୍ରାକ୍ ଏବଂ ଓଭରହେଡ୍ ଲାଇନ୍ ମରାମତି କାର୍ଯ୍ୟ ଚାଲିଛି। ଏହି ରୁଟରେ ରେଳ ଚଳାଚଳକୁ ପୁଣି ଥରେ ସ୍ୱାଭାବିକ!-->…
ବାଲେଶ୍ୱର ଟ୍ରେନ ଟ୍ରାଜେଡ଼ି: ସିବିଆଇ ତଦନ୍ତ ହେବ
ନୂଆଦିଲ୍ଲୀ : ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ। ରେଲୱେ ବୋର୍ଡ ପକ୍ଷରୁ ଏହି ସିବିଆଇ ତଦନ୍ତ ସୁପାରିସ କରାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ତାହାର ତଦନ୍ତ ହେବ। ଆଜି ସିବିଆଇ ତଦନ୍ତ ସୁପାରିସ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ!-->…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପୁରୀରୁ ଭୁବନେଶ୍ୱର, କଟକ ଓ କୋଲକାତାକୁ ମାଗଣା ବସ୍ ସେବା
ଭୁବନେଶ୍ୱର: କୋଲକାତାକୁ ମାଗଣା ବସ୍ ସେବା । ଦୁର୍ଘଟଣା ପରେ କୋଲକାତାକୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତାକୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆଜିଠାରୁ ମାଗଣା!-->…
ଶ୍ରୀମନ୍ଦିରରେ ବଡ଼ ଅଘଟଣ: ସ୍ନାନ ମଣ୍ଡପରେ ରକ୍ତଛିଟା
ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ ଘଟିଛି। ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତ ଛିଟା ପଡ଼ିଥିବା ଜଣେ ଜେଟିପି ଦେଖିଥିଲେ। କୌଣସି ସେବାୟତଙ୍କ ଠାରୁ ଏହି ରକ୍ତ ଛିଟା ଲାଗିଥିବା ଆଶଙ୍କା କରାଯାଉଛି। ତେବେ ରକ୍ତ ଛିଟା ପଡ଼ିଥିବାରୁ ମହାପ୍ରଭୁ ପୁଣିଥରେ!-->…
ଭୁଲରେ ଗଣି ଦେଇଥିଲେ , ୨୮୮ ନୁହେଁ ଫାଇନାଲ ମୃତ୍ୟୁ ସଂଖ୍ୟା ୨୭୫…!!
ଭୁବନେଶ୍ୱର : ୨୮୮ ନୁହେଁ ଫାଇନାଲ ମୃତ୍ୟୁ ସଂଖ୍ୟା ୨୭୫ । କେତେକ ଡେଡ଼ ବଡ଼ି ଡବଲ କାଉଣ୍ଟିଙ୍ଗ ହୋଇ ଯାଇଥିଲା ବର୍ତ୍ତମାନ ସବୁ କୁ ଫାଇନାଲ ଫିଗର ଜିଲ୍ଲାପାଳ ଙ୍କ ଲିଖିତ ତଥ୍ୟ ଅନୁଯାୟୀ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ବଡ଼ିକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ!-->…
ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଭିତରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସିଂହଦ୍ଵାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା!-->…
ବାହାନଗା ଟ୍ରେନ୍ ଦୁର୍ଘଟଣା: ଭଦ୍ରକ ମେଡ଼ିକାଲରେ ଆହତଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ
ଭଦ୍ରକ: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଏକ୍ସପ୍ରେସ୍ ଟ୍ରେନ୍ରେ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ଯାତ୍ରୀମାନଙ୍କୁ ରବିବାର ଭଦ୍ରକ ମେଡ଼ିକାଲକୁ ଆସି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ ଭେଟିଛନ୍ତି। ୨!-->…
ମୋଦିଙ୍କ ସହ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ, ସ୍ଥିତି ସମ୍ପର୍କରେ କଲେ ଅବଗତ
ଭୁବନେଶ୍ୱର :ମୋଦି-ନବୀନ ଆଲୋଚନା । ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ବିଶେଷ କରି ଚିକିତ୍ସିତ ହେଉଥିବା!-->…
ଟ୍ରେନ୍ ଟ୍ରାଜେଡିକୁ ନେଇ ରିହାତି ଘୋଷଣା କଲା LIC, ଜାରି କଲା ହେଲ୍ପ ଲାଇନ୍ ନମ୍ବର
ଭୁବନେଶ୍ୱର :ଟ୍ରେନ୍ ଟ୍ରାଜେଡିକୁ ନେଇ ରିହାତି ଘୋଷଣା କଲା LIC । LIC, ପିଏମ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା କରାଯାଇଛି । ପଲିସିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ କୋହଳ କଲା LIC । ରେଳ କର୍ତ୍ତୃପକ୍ଷ, ପୋଲିସ ପକ୍ଷରୁ ପ୍ରଦତଃ ସାର୍ଟିଫିକେଟ ଗ୍ରହଣଯୋଗ୍ୟ ।
!-->!-->…