Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁଅ ଦେଲେ ସାକ୍ଷୀ, ହତ୍ୟାକାରୀ ମଦୁଆ ବାପାକୁ ହେଲା ଜେଲ୍
ନବରଙ୍ଗପୁର :କୋର୍ଟରେ ସାକ୍ଷୀ ଦେଲେ ପୁଅ। ଆଉ ବିଚାରପତିଙ୍କ ଆଗରେ ମଦୁଆ ବାପାର ବୀଭତ୍ସ ଓ କୁତ୍ସିତ ଚରିତ୍ର ବର୍ଣ୍ଣନା କରିଥିଲେ। ସେ ଦିନ ନିଜ ଆଖିରେ ଯାହା ଦେଖିଥିଲେ, ଟିକିନିଖି କଥା ଅବଗତ କରାଇଥିଲେ। ଆଉ ତା’ପରେ ରାୟ ଶୁଣାଇଲେ ବିଚାରପତି। ମାତୃହନ୍ତା ବାପାକୁ ଦେଲେ ଜେଲ୍ ଓ ଜରିମାନା।!-->…
ଦାୟିତ୍ବ ନିର୍ବାହ ସମୟରେ ମୃତ୍ୟୁ କ୍ଷେତ୍ରରେ ମିଳିବ ୧୦ ଲକ୍ଷ ଟଙ୍କା
ଭୁବନେଶ୍ବର: ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ଏହି ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ!-->!-->!-->…
ଆସନ୍ତା ଶିକ୍ଷା ବର୍ଷ ଠାରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡ଼ା ବିଷୟବସ୍ତୁ: କ୍ରୀଡ଼ାମନ୍ତ୍ରୀ
ଭୁବନେଶ୍ବର: ଆସନ୍ତା ଶିକ୍ଷା ବର୍ଷ (୨୦୨୪-୨୫)ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁ ସ୍ଥାନ ପାଇବ। ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।
କ୍ରୀଡ଼ା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି!-->!-->!-->…
ଭୁବନେଶ୍ୱର ମୈତ୍ରୀ ବିହାରରେ ପୁଣି ହାତୀ ଆତଙ୍କ
ଭୁବନେଶ୍ୱର: ରାଜଧାନୀରେ ରାତିରେ ବୁଲୁଛି ହାତୀ । ଭୁବନେଶ୍ୱର ମୈତ୍ରୀ ବିହାରରେ ପୁଣି ହାତୀ ଆତଙ୍କ । ମେନ୍ ରୋଡ଼ ଉପରେ ବୁଲିଲା ହାତୀ । ହାତୀକୁ ଦେଖି ଲୋକେ ଛାନିଆ । ମୈତ୍ରୀ ବିହାରର ନୂଆ ରାସ୍ତାରେ ଦେଖିବାକୁ ମିଳିଲା ହାତୀ । ତେବେ ହାତୀଟି କାହାର କିଛି କ୍ଷୟକ୍ଷତି କରିନାହିଁ ।
!-->!-->…
୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ ସହାୟକ
ନୂଆପଡା: ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ।
ଗତ ୨୦୨୨ ରେ ଭିଆରଏସ ନେଇଥିବା ଫରେଷ୍ଟ ଗାର୍ଡ!-->!-->!-->…
ପଥର ଖାଦାନରେ ଦୁର୍ଘଟଣା: ମାଟି ଅତଡା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ
ଯାଜପୁର : ବେଆଇନ କଳାପଥର ଖାଦାନରୁ ଖସି ପଡି ୨ଜଣ ଶ୍ରମିକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରେ। ଆଜି ସକାଳେ ଖାଦାନରେ ମେସିନ ସାହାଯ୍ୟରେ କାମ କରୁଥିବା ବେଳେ ଅତଡା ଖସି ଜଣେ ଶ୍ରମିକଙ୍କ ଘଟଣା ସ୍ଥଳରେ!-->…
ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ!-->…
ଦେଢ଼ଶୁର ଓ ପୁତୁରାଙ୍କ ଆକ୍ରମଣରେ ଭାଇବୋହୂ ଆହତ
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ପଂଚାୟତ ନାନ୍ଦପୁର ଗାଁରେ ଜମିଜମା ବିବାଦକୁ ନେଇ ଉଗ୍ର ରୂପ ଦେଖିବାକୁ ମିଳିଛି। ନାନ୍ଦପୁର ଗାଁର ବୁଧୁରାମ ବେହେରାଙ୍କ ସ୍ତ୍ରୀ ଆରତୀ ବେହେରାଙ୍କୁ ତାଙ୍କ ବଡ଼ ଭାଇ ଶିବ ବେହେରା ଓ ତାଙ୍କୁ ପୁଅ ଶୁଶାନ୍ତ ବେହେରା ଲୁହାରଡ଼!-->…
ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା କେନାଲ ରାସ୍ତାରେ ସିରିଜ ଲୁଟ୍
ଭୁବନେଶ୍ୱର: ରାଜଧାନୀରେ ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା କେନାଲ ରାସ୍ତାରେ ସିରିଜ ଲୁଟ୍। ଭୋର ସମୟରେ ଝରକା ଭାଙ୍ଗି ଘରେ ପଶି ସବୁ ଲୁଟିନେଲେ ଲୁଟେରା। ପ୍ରାୟ ୨ଶହ ଗ୍ରାମର ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି।
କେନାଲ ରୋଡ଼ରେ ତିବା!-->!-->!-->…
ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅର୍କେଶ
ବଲାଙ୍ଗିର: ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରିଜାଙ୍କ ବିବାଦ । ବଲାଙ୍ଗିର ରାଜପରିବାର ବିରୋଧରେ ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ ଆଣିଥିବା ଘରୋଇ ହିଂସା ମାମଲାରେ ନୂଆ ମୋଡ଼ । ଡେରାଡୁନସ୍ଥିତ ଅର୍କେଶନାରାୟଣ ସିଂଦେଓଙ୍କ ଘରେ କାମ କରୁଥିବା ମହିଳା ସହାୟିକା ରବିତା!-->…