Browsing Category

ଓଡିଶା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଜେ. ରାଏବଗା ଝରାକାନି ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ଦୁଇସାଙ୍ଗଙ୍କୁ ଲୁହା ହାତୁଡ଼ିରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ, ଝରାକାନି

ଖବର ପ୍ରସାରଣ ପରେ ଜାଗିଲା ପ୍ରଶାସନ : ବଢାଇଲେ ସାହାଯ୍ୟର ହାତ

ଗଣ ମାଧ୍ୟମ ଓ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେଲେ ଛାତ୍ରୀ କରମା ମୁଦୁଲି । ମାଲକାନଗିରି : ଶିକ୍ଷା ଲାଗି ଦିନମଜୁରିଆ ପାଲଟିବା ଘଟଣାର ବିଭିନ୍ନ ଖବରକାଗଜ, ବୈଦ୍ୟୁତିକ ଗଣମାଧ୍ୟରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ନିଦଭାଙ୍ଗିଛି । ତ୍ୱରିତ ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ

ବୋନସ କାହାରି ଦୟା ନୁହେଁ ବୋନସ ଆମର ହକ : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ…

ବୋନସ, ମାସିକ ମଜୁରୀ ବୃଦ୍ଧି ଓ କନ୍ୟା ବିବାହ ସହାୟତା, ଜି ଏସ ଟି ପ୍ରତ୍ୟାହାର ଦାବୀ ନେଇ କେନ୍ଦୁପତ୍ର ତୋଳାଳୀ କର୍ମଚାରୀଙ୍କ ସମାବେଶ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ । ସମ୍ବଲପୁର :- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ଵାନ କ୍ରମେ ଆଜି ସମ୍ବଲପୁର ଡିଭିଜନ ପକ୍ଷରୁ

ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ମାଟ୍ରିକ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ ଅଭାବ ଦୂର କରିବାକୁ ଏହି

ମାଓଗଡ଼ରେ ଜନସମ୍ପର୍କ ଶିବିର କଲା ପୁଲିସ ଟିମ୍‌

ମାଲକାନଗିରି: ଲାଲବାହିନୀର ଲାଲଗଡ଼ ଭାବେ ପରିଚିତ ଥିଲା ଦଣ୍ଡିପଦର। ପ୍ରତିବନ୍ଧକ ସାଜିଥିଲା ସରକାରୀ ଯୋଜନା। ମୋବାଇଲ୍ ବ୍ୟବହାର ଉପରେ କଟକଣା ରହିଥିଲା। ଯିଏ ମୋବାଇଲକୁ ବ୍ୟବହାର କରୁଥିଲେ ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ହେବାକୁ ପଡୁଥିଲା। ବର୍ଷ ବର୍ଷ ଧରି ମାଓ ଦମନ ପାଇଁ ପୁଲିସ ଓ

ଓଡ଼ିଶା ଫର୍‌‌ ‘ଏଆଇ’ ଓ ‘ଏଆଇ’ ଫର୍‌‌ ୟୁଥ୍‌‌’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି ଦକ୍ଷ ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକସେବା ଭବନରେ ‘ଓଡ଼ିଶା ଫର୍‌‌ ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସି’ ଓ ‘ଆର୍ଟିଫିସିଆଲ୍‌‌

୧୩୫ କେଜି ଗଞ୍ଜେଇ ସହ କାର୍ ଜବତ

ନନ୍ଦପୁର: ନନ୍ଦପୁର ବ୍ଲକ ପାଡୁଆ  ପୁଲିସ ଗତକାଲି ଏକ ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ି ଏବଂ ଗଞ୍ଜେଇ ଜବତ କରିଛି। ଚୋରାଚାଲାଣକାରୀ ଫେରାର ହୋଇଯାଇଥିବା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଗେମେଲାପୁଟ ଗାଁ ନିକଟରେ ପାଡୁଆ ଥାନା ଆଇଆଇସି

ଦିବ୍ୟାଙ୍ଗଙ୍କ ଠାରୁ ଲୁଟ, ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନେଇଗଲେ ଅଳଙ୍କାର ଓ ଟଙ୍କା

ମୋହନା: ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ମେରାପଲି ଛକରେ ଥିବା ନିରଞ୍ଜନ ସାହୁ ଓ ବାସୁଦେବ ସାହୁଙ୍କ ଦୋକାନକୁ ୬ଜଣ ଦୁର୍ବୃତ୍ତ ଆସିଥିଲେ ।

ଲାଞ୍ଚ ନେବା ଏବଂ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଓଡ଼ିଶା ଭିଜିଲାନ୍ସ। ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ଓଡ଼ିଶା ଭିଜିଲାନ୍ସ ଚେତାବନୀ ଦେଇଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଫୋନ୍ ପେ’ ମାଧ୍ୟମରେ